ଗଞ୍ଜାମ

ତାରାତାରିଣୀ ପୀଠରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେଉଛି ପ୍ରଶାସନ, ଟୁଇଟ୍‌ କରି ଜଣାଇଲେ ଜିଲାପାଳ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଗଞ୍ଜାମ ଜିଲାର ଆରାଧ୍ୟ ଦୈବୀପୀଠ ମା’ ତାରାତାରିଣୀ ମନ୍ଦିର ମାସେରୁ ଉର୍ଦ୍ଧ୍ୱ ହେଲା ବନ୍ଦ ରହିଛି। ଏପରିକି ମାସେ ଧରି ଚାଲିଥିବା ଚୈତ୍ର…

6 years ago

କୋଭିଡ୍‌ ଫଣ୍ଡକୁ ଋଷିକୁଲ୍ୟା ବଣିକ ସଂଘ ଦେଲା ଏକଲକ୍ଷ

ସୋରଡା,୧ା୫(ଡି.ଏନ୍‌.ଏ.)- ସୋରଡାର ଋଷିକୁଲ୍ୟା ବଣିକ ସଂଘ ତରଫରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌)କୁ ଏକ ଲକ୍ଷ ଟଙ୍କା ସ୍ଥାନୀୟ ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି।…

6 years ago

ଗୋପାଳପୁର ବନ୍ଦରରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- ଗୋପାଳପୁର ବନ୍ଦର ଶ୍ରମିକ ସଙ୍ଗଠନ ତରଫରୁ ବନ୍ଦରରେ ଶୁକ୍ରବାର ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଲକ୍‌ଡାଉନ…

6 years ago

ପ୍ରବାସୀ ଓଡ଼ିଆଙ୍କୁ ନେଇ ପୁଣି ବାହାରିଲା ବସ୍‌: ସୁରଟରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ଭଞ୍ଜନଗର,୧ା୫ (ଡି.ଏନ.ଏ)-ଗୁଜୁରାଟର ସୁରଟ ଜିଲା ପ୍ରଶାସନ ଅନୁମତିକ୍ରମେ ସେଠାରୁ ଓଡ଼ିଆମାନେ ବସ୍‌ ଯୋଗେ ଗଞ୍ଜାମ ଜିଲାକୁ ନିଜ ଖର୍ଚ୍ଚରେ ଫେରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୨୮ ଜଣଙ୍କୁ ନେଇ…

6 years ago

ରାଶନ ଦୋକାନରୁ ବିପୁଳ ପରିମାଣରେ ଗୁଟ୍‌ଖା ଜବତ

ଚିକିଟି,୩୦ା୪(ଡି.ଏନ.ଏ.)- କେ.ନୂଆଗାଁ ପୋଲିସ ଚିକିଟି ବଜାରସ୍ଥିତ ଏକ ରାଶନ ଦୋକାନରେ ଗୁରୁବାର ସକାଳେ ଚଢାଉ କରି ବିପୁଳ ପରିମାଣରେ ଗୁଟ୍‌ଖା ଜବତ କରିଛି। ଏନେଇ ତଦନ୍ତ ଚାଲିଥିବା…

6 years ago

କୋଭିଡ୍‌ ଫଣ୍ଡକୁ ଶିକ୍ଷକ ଦେଲେ ୫.୫୮ ଲକ୍ଷ

ପୋଲସରା,୩୦ା୪(ଡି.ଏନ.ଏ.)- ପୋଲସରା ବିଇଓ ଅଫିସର ସମସ୍ତ କର୍ମଚାରୀ ଓ ବ୍ଲକ ପ୍ରାଥମିକ ଶିକ୍ଷକ ମହାସଂଘର ଶିକ୍ଷକ ଗୋଟିଏ ଦିନର ଦରମା ୫ ଲକ୍ଷ ୫୮ ହଜାର ୮୭୦…

6 years ago

ରାଶନ ବୋଝେଇ ପିକ୍‌ଅପ ଓଲଟିଲା

ପାଟପୁର,୩୦ା୪- ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ. ରାଜପଥ ପୋଡାମାରୀ ନିକଟସ୍ଥ କଂସାମାରୀ ଗ୍ରାମ ପାଖରେ ଗୁରୁବାର ଅପରାହ୍ନରେ ଏକ ରାଶନ ବୋଝେଇ ପିକ୍‌ଅପ (ନଂ.ଓଆର୍‌୦୭ୟୁ-୭୨୬୭) ଭ୍ୟାନ୍‌ର ଓଲଟି ଚାଳକ…

6 years ago

ସୁରାଟରୁ ୧୨ ବସ୍‌ ଓଡ଼ିଶା ଅଭିମୁଖେ

ଭଞ୍ଜନଗର/ସୋରଡା,୩୦।୪(ଡି.ଏନ.ଏ)- ଲକ୍‌ଡାଉନ ସତ୍ତ୍ୱେ ସୁରାଟ ପ୍ରଶାସନର ଅନୁମତି ନେଇ ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି। ସୁରାଟର ପାଣ୍ଡେଶ୍ୱର, ବୀରଭୂମି, ବେସ୍ତନର ସିଦ୍ଧାର୍ଥନଗରରୁ ୧୨ଟି ବସ୍‌ ଗୁରୁବାର ରାତିରେ…

6 years ago

ସ୍କ୍ରିନିଂ ପରେ ୧୫ ସୁରଟ ଫେରନ୍ତାଙ୍କୁ ପଠାଗଲା ଏମ୍‌କେସିଜି: ଧରାକୋଟ କ୍ୱାରାଣ୍ଟାଇନ ସେଣ୍ଟରରେ ୧୧୪ ପ୍ରବାସୀ ଓଡ଼ିଆ

ଧରାକୋଟ,୩୦ା୪(ଡି.ଏନ.ଏ.)- ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ୪ ବସ୍‌ କଡା ସୁରକ୍ଷା ମଧ୍ୟରେ ବୁଧବାର ମଧ୍ୟରାତ୍ରରେ ଆସିକାରେ ପହଞ୍ଚତ୍ଥିଲା। ସେଥିରୁ ୨ଟି ବସ୍‌କୁ ଧରାକୋଟ ଆଦର୍ଶ…

6 years ago

ଘରଘର ବୁଲି ଛାତ୍ରୀଛାତ୍ର୍ରଙ୍କୁ ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ

ବୁଗୁଡ଼ା,୩୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଘରକୁ ଘର ବୁଲି ପାଠ୍ୟପୁସ୍ତକ ବଣ୍ଟନ କରିଛନ୍ତି। ବୁଗୁଡା…

6 years ago