ଗଞ୍ଜାମ

ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ

ଭଞ୍ଜନଗର,୧୦।୮(ବାବୁଲା ପ୍ରଧାନ)ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଜାତୀୟ ରାଜପଥରେ ମଙ୍ଗଳବାର ରାତି ପ୍ରାୟ ୧ଟା ବେଳେ ଏକ ଗାଡ଼ି ଧକ୍କାରେ ଗୋଟିଏ ମାଈ କଲରାପତରିଆ ବାଘର ମୃତ୍ୟୁ…

10 months ago

ବିଜେଡିରୁ ଏକାଧିକ ଆଶାୟୀ ପ୍ରାର୍ଥୀ

କୋଦଳା,୯।୮(ଅମିତ କୁମାର ପଟ୍ଟନାୟକ): ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ରାଜନୀତି ସରଗରମ ହେଲାଣି। କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ…

10 months ago

ମିଳିଲା୨ ନିଖୋଜ କାଉଡିଆଙ୍କ ମୃତଦେହ

ଖଇରା,୮।୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ସାନଜୟୀପୁର ଗ୍ରାମର ଶୈବପୀଠରେ ଜଳାଲାଗି କରିବାକୁ ସାଳନ୍ଦୀକୁ ପାଣି ଆଣିବାକୁ ଯାଇ ନିଖୋଜ ଥିବା ୨ କାଉଡିଆଙ୍କ ମୃତଦେହ ମଙ୍ଗଳବାର ସକାଳେ…

10 months ago

ଗଞ୍ଜାମରେ ୭ ହେଲା ଡେଙ୍ଗୁ ପଜିଟିଭ୍‌ ସଂଖ୍ୟା

ବ୍ରହ୍ମପୁର,୭ା୮(ସୁବାସ ଚନ୍ଦ୍ର ପାଢ଼ୀ)-ଗଞ୍ଜାମ ଜିଲାରେ ପୁଣି ୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବ୍ରହ୍ମପୁର ସିଦ୍ଧାର୍ଥନଗରର ଜଣେ ଓ ଅନ୍ୟ ଜଣକ ଦିଗପହଣ୍ଡିର ବୋଲି…

10 months ago

ମିଟର ରିଡିଂ ଅଧିକ ଆସିବାରୁ ବିଦ୍ୟୁତ୍‌ କର୍ମଚାରୀଙ୍କୁ ହତ୍ୟା କଲେ ଉପଭୋକ୍ତା

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀନରେ କାର୍ଯ୍ୟରତ ଗାଲେରୀର ଜଣେ କର୍ମଚାରୀଙ୍କୁ ସୋମବାର ଅତି ନିର୍ମମ ଭାବେ କୁପାଟି ଗ୍ରାମରେ ହତ୍ୟା କରାଯାଇଛି।…

10 months ago

ଆକ୍ରମଣ କରିବାକୁ ଆସି ଖାଇଲେ ଚେଛା

ବ୍ରହ୍ମପୁର,୬ା୮(ସୁବାସ ଚନ୍ଦ୍ର ପାଢ଼ୀ): ଜେଲ ଫେରନ୍ତା ଜଣେ ଅଭିଯୁକ୍ତ ଆକ୍ରମଣ କରିବାକୁ ଯାଇ ବିପକ୍ଷ ଗୋଷ୍ଠୀଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି। ୨ ଗୋଷ୍ଠୀର ଆକ୍ରମଣ ଓ…

10 months ago

ନବବଧୂ ମୃତ୍ୟୁ ଘଟଣା: ଜେଲ୍‌ ଗଲେ ସ୍ବାମୀ, ଶାଶୁ-ଶ୍ୱଶୁର

ଗଞ୍ଜାମ,୫ା୮(ବିଦ୍ୟାଧର ସାହୁ): ବିବାହର ତିନି ମାସ ନ ପୂରୁଣୁ ଶାଶୁଘର ଲୋକେ ଦେଇଥିଲେ ଯୌତୁକ ନିର୍ଯାତନା। ଏହାକୁ ସହ୍ୟ କରି ନ ପାରି ଶେଷରେ ବିଷ ପିଇ…

10 months ago

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ଜଣେ ଗିରଫ

ବ୍ରହ୍ମପୁର,୫ା୮(ସୁବାସ ଚନ୍ଦ୍ର ପାଢ଼ୀ): ଅବକାରୀ ଗୋଇନ୍ଦା ଡେପୁଟି କମିଶନର ଡମ୍ବରୁଧର ଖଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଫାଷ୍ଟଗେଟ୍‌ ଛକରେ ଚଢ଼ାଉ କରି ଗଞ୍ଜେଇ ଭର୍ତ୍ତି କାର୍‌…

10 months ago

ଇଟାଭାଟିରେ ପୋଡ଼ି ହୋଇ ମହିଳା ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ମୋହନା,୫ା୮(ସୁକାନ୍ତ କୁମାର ରଥ): ଗଜପତି ଜିଲା ଅଡ଼ବା ଥାନା ଡେଙ୍ଗାସଖାଲ ପଞ୍ଚାୟତ ଅନ୍ତର୍ଗତ ରାଇଜୁକା ଗ୍ରାମରେ ନିଆଁରେ ପୋଡ଼ି ହୋଇ ମହିଳାଙ୍କ ମୃତ୍ୟୁ ଘଟଣା ନୂଆମୋଡ଼ ନେଇଛି।…

10 months ago

ସିସିଟିଭି ନଜରରେ ଗଞ୍ଜାମ ସହର, ସାବାଡ ହେବେ ଅପରାଧୀ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ )ଗଞ୍ଜାମ ସହରର ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଲାଗିଲା ସିସିଟିଭି l ଏବେ ସିସିଟିଭି ନଜରରେ ପୁରା ଗଞ୍ଜାମ ସହର l ସାବାଢ ହେବେ ଅପରାଧୀ।…

10 months ago