ଗଞ୍ଜାମ

ଋଷିକୂଲ୍ୟାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ

ପୁରୁଷୋତ୍ତମପୁର,୧୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀ ପୂର୍ଣ୍ଣ ପ୍ରତାପୁର ଋଷିକୂଲ୍ୟାର ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହା ବାରୁଣୀ ସ୍ନାନ ଅବସରରେ ହଜାର ହଜାର ଭକ୍ତ…

3 years ago

ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ବଳାତ୍କାର

ବ୍ରହ୍ମପୁର ଅଫିସ,୧୯।୩: ଜନୈକା ନାବାଳିକା ଛାତ୍ରୀଙ୍କୁ ବ୍ରହ୍ମପୁର ରେଳଷ୍ଟେଶନରୁ ଅପହରଣ କରି ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଏକ ଲଜିଂରେ ରଖି ତାଙ୍କୁ ନିଶା ଦେଇ ବଳାତ୍କାର କରାଯାଇଥିଲା। ପୋଲିସ…

3 years ago

ହାଇଓ୍ବା-ବାଇକ୍‌ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର

ହିଞ୍ଜିଳିକାଟୁ,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ପିତ୍ତଳ ଛକ ଜାତୀୟ ରାଜପଥ ନଂ ୫୯ରେ ଶନିବାର ଅପରାହ୍ନରେ ହାଇଓ୍ବା ସହ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ବାଇକ…

3 years ago

ଯନ୍ତ୍ରୀଙ୍କ ବିରୋଧରେ ତାତିଲେ ସଫେଇ କର୍ମଚାରୀ

ବେଗୁନିଆପଡ଼ା,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା କୋଦଳା ଏନ୍‌ଏସିରେ ସଫେଇ କର୍ମଚାରୀଙ୍କୁ ବେଆଇନ କାର୍ଯ୍ୟ କରିବାକୁ ବିଭାଗୀୟ ଯନ୍ତ୍ରୀ ବାଧ୍ୟ କରୁଥିବାରୁ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସଫେଇ…

3 years ago

୧୫ ଡ୍ରାଇଭରଙ୍କ ଜାମିନ ଖାରଜ

ଛତ୍ରପୁର,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକଠାରେ ଗୁରୁବାର ସାରେ ପୋଲିସ-ଆନ୍ଦୋଳନରତ ଡ୍ରାଇଭର ମୁହାଁମୁହିଁ ହୋଇଥିଲେ। ଏହି ସମୟରେ…

3 years ago

ଖଟୁଆକୁଦା ଆକ୍ରମଣ ଘଟଣା: ୭ ଅଭିଯୁକ୍ତ ଗିରଫ

ଗଞ୍ଜାମ,୧୮ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ହୁମା ଫାଣ୍ଡି ଅନ୍ତର୍ଗତ ଖଟୁଆକୁଦା ଗ୍ରାମର ସୁବ୍ରତ ସାହୁଙ୍କୁ ଗତ ମଙ୍ଗଳବାର ଗ୍ରାମର କେତେଜଣ ବ୍ୟକ୍ତି ସଙ୍ଘବଦ୍ଧ ଭାବେ…

3 years ago

ଫୁଲଟାରେ ବୋମାମାଡ଼ ଘଟଣା, ନିମଖଣ୍ଡି ଥାନା ଘେରାଉ

ବ୍ରହ୍ମପୁର ଅଫିସ,୧୮ା୩ : ଗତ ୧୫ତାରିଖ ବିଳମ୍ବିତ ରାତିରେ ଦଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ଗାଁରେ ବୋମାମାଡ଼ ହୋଇଥିଲା। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ…

3 years ago

୬ ମାମଲା ରୁଜୁ, ୫୭ ଡ୍ରାଇଭର କୋର୍ଟ ଚାଲାଣ

ଗୋପାଳପୁର/ଛତ୍ରପୁର, ୧୮ା୩(ଡି.ଏନ.ଏ.): ଗୁରୁବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ପୁକୁଡ଼ିବନ୍ଧ ଛକଠାରେ ପୋଲିସ ଓ ଆନ୍ଦେଳନକାରୀ ଡ଼୍ରାଇଭରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ହେବା…

3 years ago

ମଧ୍ୟରାତ୍ରରେ ସ୍ଥାପନ ହେଲା ଶୁଭଖୁଣ୍ଟି

ବ୍ରହ୍ମପୁର ଅଫିସ୍‌,୧୮ା୩: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ନେଇ ଶୁକ୍ରବାର ମଧ୍ୟ ରାତ୍ରରେ ଦେଶୀ ବେହେରା ସାହିରେ ଶୁଭଖୁଣ୍ଟି ସ୍ଥାପନ ହୋଇଛି।…

3 years ago

ଓଲଟିଲା ପିକଅପ୍‌ ଭ୍ୟାନ୍‌: ଜଣେ ମୃତ, ୨୫ ଆହତ

ଦିଗପହଣ୍ଡି,୧୭ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କେରାଣ୍ଡିମାଳ ପର୍ବତ ଶିଖରରେ ଅବସ୍ଥିତ ମା’ ବାଙ୍କେଶ୍ୱରୀଙ୍କୁ ଦର୍ଶନ ପାଇଁ ଯାଉଥିବା ଏକ ପିକଅପ ଭ୍ୟାନ୍‌ ଶୁକ୍ରବାର ଓଲଟି ପଡ଼ିଛି।…

3 years ago