ଆନ୍ଧ୍ରରେ ଓଡ଼ିଆ ପିଲାଙ୍କୁ ମିଳିନି ସାହିତ୍ୟ ବହି
ପାରଳାଖେମୁଣ୍ଡି,୩ା୧(ଡି.ଏନ୍.ଏ.): ଗଜପତି ଜିଲାକୁ ଲାଗି ରହିଥିବା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲାର ଚାପାରା ଜିଲା ପରିଷଦ ଉଚ୍ଚ ବିଦ୍ୟାଳୟ। ସ୍ବାଧୀନତା ପରେ ସୀମା ନିର୍ଦ୍ଧାରଣ ବେଳେ ଆନ୍ଧ୍ରପ୍ରଦେଶରେ ରହିଯାଇଥିବା ବହୁ ଓଡିଆ ଛାତ୍ରୀଛାତ୍ର ଏଠାରେ ଅଧ୍ୟୟନ କରନ୍ତି। ତେବେ ଆନ୍ଧ୍ର ସରକାର ନଭେମ୍ବର…
ଟ୍ରାକ୍ଟର-ବାଇକ୍ ମଧ୍ୟରେ ଧକ୍କା: ଚାଲିଗଲା ଜଣଙ୍କ ଜୀବନ
ପାରଳାଖେମୁଣ୍ଡି,୨୦।୧୨(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣୀ ବ୍ଳକର ଏସ୍ ରାଉତପୁର ଗ୍ରାମ ଚର୍ଚ୍ଚ ନିକଟରେ ଏକ ବାଇକ ସହ ଟ୍ରାକ୍ଟରର ଧକ୍କା ହୋଇଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ବାଇକ (ଓଡି୨୦ ବି୦୭୩୫) ଯୋଗେ ପ୍ରକାଶ ଶବର ଏବଂ ସ୍ତ୍ରୀ ରଜନୀ…
୪୦ଘଣ୍ଟା ପରେ ପୁଅକୁ ଫେରି ପାଇଲେ ପରିବାର ଲୋକେ, ଘର ନିକଟରୁ ହୋଇଥିଲା ଅପହରଣ
ଗଜପତି,୧୮।୧୨(ଡି.ଏନ୍.ଏ.): ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗତ ବୁଧବାର ସନ୍ଧ୍ୟାରେ ଜଣେ ୭ ବର୍ଷ ଶିଶୁକୁ ଦୁଇଜଣ ଅଜଣା ବ୍ୟକ୍ତି ଅପହରଣ କରିନେଇଥିଲେ। ଏ ନେଇ ଗଜପତି ପୋଲିସ ସୂଚନା ଦେଇଥିଲା । ସେ ହେଲେ କୁମୁଟି ସାହିର ଯାମ୍ମି ମନ୍ମଧାଙ୍କ…
ମାତିଲେ ଶିଶୁ ହତ୍ୟାକାରୀ
ପରୀ, ସ୍ବାତୀ, ପିହୁ ପରେ ଗଁା ଦାଣ୍ଡରୁ ନିଖୋଜ ହୋଇଯାଇଥିଲା କାଳିଆ। ଗୁରୁବାର କାଳିଆର ମୃତଦେହ କୂଅରୁ ମିଳିଛି। ହାର୍ଦ୍ଦିକ ହଜିଯାଇଛି। ନୟାଗଡ଼ରୁ ଯାଜପୁର, ବାଲେଶ୍ୱରରୁ ଗଜପତି ଓ ଢେଙ୍କାନାଳ ଯାଏ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ, ଅପହରଣ ଅଥବା…
ଆଉ ଜଣେ ଶିଶୁଙ୍କୁ ଅପହରଣ : ଗାଁ ଦାଣ୍ଡରୁ ଉଠାଇ ନେଲେ ୨ ଦୁର୍ବୃତ୍ତ
କାଶୀନଗର,୧୭ା୧୨(ଡି.ଏନ୍.ଏ.)- ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ଅପହରଣକୁ ନେଇ ତୁମ୍ବିତୋଫାନ ଚାଲିଥିବାବେଳେ ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗୁରୁବାର ପୁଣି ଜଣେ ଶିଶୁଙ୍କୁ ଅପହରଣ କରାଯାଇଛି। ଦାଣ୍ଡରେ ଖେଳୁଥିବାବେଳେ ଗଜପତି ଜିଲା କାଶୀନଗରସ୍ଥିତ ଜନଗହଳିପୂର୍ଣ୍ଣ ବସ୍ଷ୍ଟାଣ୍ଡ ନିକଟ ମର୍ଣ୍ଣିଂ ସାହିରୁ ଜଣେ…
କାଳ ସାଜିଲା ସେଲ୍ଫି ନିଶା
ପାରଳାଖେମୁଣ୍ଡିି,୧୬।୧୨: ସେଲ୍ଫି ନିଶା କେତେ ଯେ ଭୟଙ୍କର ଏଠାରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ୁଛି। ପାରଳାଖେମୁଣ୍ଡି ରେଳଷ୍ଟେସନରେ ଛିଡ଼ା ହୋଇଥିବା କୋଭିଡ୍ ସ୍ପେଶାଲ ଟ୍ରେନ ଉପରେ ଛିଡ଼ା ହୋଇ ସେଲ୍ଫି ନେବାବେଳେ ଜଣେ ନାବାଳକ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ…
ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଉନି ଉଠାଜଳସେଚନ ପ୍ରକଳ୍ପ
କାଶୀନଗର,୧୬।୧୨(ଡି.ଏନ୍.ଏ.): କାଶୀନଗର ବ୍ଲକ ଓ ଏନ୍ଏସିର ଚାଷ ଜମିକୁ ଜଳସେଚନ ପାଇଁ ୨୦୧୯ରେ ବଥବା ଠାରେ ବୃହତ୍ ଉଠାଜଳସେଚନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ପରେ କାମ ଆରମ୍ଭ ହେଲା। ୨କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ପାଇଁ…
ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଗଜପତି,୧୫।୧୨(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣି ବ୍ଲକ ଲାବନ୍ୟଗଡ଼ ପଞ୍ଚାୟତର ଏସ୍ .ରାଉତପୁର ସ୍କୁଲ ସହାୟକ ଶିକ୍ଷକ ଦୁସମନ୍ତ ନାୟକଙ୍କ ଘରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ହୋଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ନାୟକଙ୍କ ଏଡେଦେଲା…
ରାସ୍ତାକଡ଼ରେ ପ୍ରସବ କଲେ ମହିଳା
ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପାରଳାଖେମୁଣ୍ଡି ରାଜନହର ମୁଖ୍ୟ ରାସ୍ତା କଡ଼ରେ ଜଣେ ଅସହାୟ ମହିଳା ପ୍ରସବ କରିଛନ୍ତି। ମହିଳା ଜଣକ ଭିକ୍ଷା ମାଗି ଚଳୁଥିଲେ। ପୂର୍ବାହ୍ନରେ ସେ ରାସ୍ତାକଡ଼ରେ ଭିକ୍ଷା ମାଗୁଥିବା ବେଳେ…
ଗଜପତିରୁ ୪ ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍.ଏ.): ଗଜପତିରେ ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାରଳା ପୌର ପରିଷଦରୁ ୩ ଜଣ, ଗୋଷାଣିରୁ ଜଣେ ଆକ୍ରାନ୍ତ ହୋଇଥିବା ଗଜପତି ଜିଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି। ଏମାନଙ୍କୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୯୦୩ରେ…
ଜେଲରେ ଟଳିପଡ଼ିଲେ ବିଚାରାଧୀନ କଏଦୀ
ଗଜପତି, ୯।୧୧(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କର ସୋମବାର ସକାରେ ମୃତ୍ୟୁ ଘଟିଛି। ସେ ହେଲେ ଜୟପାଲ ସିଂ। ତାଙ୍କ ଘର ହରିଆଣାରେ ବୋଲି ଜଣାପଡ଼ିଛି । ତେବେ ଜୟପାଲ ଗଞ୍ଜେଇ ଚାଲାଣ ମାମଲାରେ ଗତ ଅକ୍ଟୋବର…
ଅଟୋ-ବାଇକ୍ ମୁହାଁମୁହିଁ ଧକ୍କା
ଗୁଣୁପୁର, ୨୬।୧୦(ଡି.ଏନ୍.ଏ.): ରାୟଗଡ଼ା-ଗଜପତି ଜିଲା ସୀମାନ୍ତ କତାଗୁଡା ଘାଟିରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି l ପ୍ରକାଶ ଯେ, ଶିରିଝୋଲୀ ଗ୍ରାମରୁ ଏକ ବାଇକ ଯୋଗ…
Archives


