ଫୁଲକୋବି ଖାଇ ଦମ୍ପତି ଗୁରୁତର
ଆର୍.ଉଦୟଗିରି, ୧୮।୩-: ଫୁଲକୋବି ଖାଇ ଦମ୍ପତି ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ମଳାସପଦର ପଞ୍ଚାୟତ ଅନ୍ତର୍ଗତ ହାଲାପଙ୍କା ଗ୍ରାମରେ। ସୂଚନା ଅନୁଯାୟୀ, ଗ୍ରାମର ଦମ୍ପତି ଯବିତ୍ର ଗମାଙ୍ଗ ଏବଂ ନମିତା ଗମାଙ୍ଗ ନିଜ ବାଡ଼ିରେ ଫୁଲକୋବି…
ପୋଲ ତଳକୁ ଖସିଲା କାର: ଜଣେ ମୃତ, ୬ ଗୁରୁତର
ଗଜପତି,୧୪।୩(ଡିଏନ୍.ଏ.): ଗଜପତି ଜିଲା ଅଡ଼ବା ଥାନା ଅଧୀନ ଖାରିଗୁଡ଼ାଠାରେ ସୋମବାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ପରିବାରର ୭ ଜଣଙ୍କୁ ଧରି ଯାଉଥିବା ଏକ କାର ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିପଡ଼ିଛି। ଏଥିରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ…
ଜିଲାପରିଷଦ ସଭାପତି ନିର୍ବାଚନ: ଗଞ୍ଜାମ ଅଞ୍ଜଳି, ଗଜପତି ଜି. ତିରୁପତି, କନ୍ଧମାଳ ନନ୍ଦିନୀ
ଛତ୍ରପୁର/ପାରଳାଖେମୁଣ୍ଡି (ଡି.ଏନ୍.ଏ.)/ ଫୁଲବାଣୀ ଅଫିସ୍, ୧୪ା୩: ଗଞ୍ଜାମ ଜିଲା ପରିଷଦ ସଭାପତି ଭାବେ ଅଞ୍ଜଳି ସ୍ବାଇଁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅଞ୍ଜଳି ଧରାକୋଟ ବ୍ଲକର ୩୧ ନମ୍ବର ଜୋନ୍ରୁ ଜିଲା ପରିଷଦ ସଭ୍ୟା ନିର୍ବାଚିତ ହୋଇଛନ୍ତି। ଜିଲା ପରିଷଦ ସଭାପତି ନିର୍ବାଚନରେ ପ୍ରସ୍ତାବକ…
ଅଧ୍ୟକ୍ଷା ପାଇଁ ୩, କାଉନ୍ସିଲର ଲାଗି ୭୨ ନାମାଙ୍କନ
ପାରଳାଖେମୁଣ୍ଡି,୭ା୩(ଡି.ଏନ୍.ଏ.): ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ରବିବାର ବିଜେଡିରୁ ନିର୍ମଳା ସେଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ସୋମବାର ଶେଷ ଦିନରେ ଭାଜପା ପକ୍ଷରୁ ଏମ. ରାଜେଶ୍ୱରୀ ଓ କଂଗ୍ରେସ ପକ୍ଷରୁ ଖଗେଶ୍ୱରୀ ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି…
ଛେଳି ଚୋରିକୁ ନେଇ କଳି
ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସୀମାନ୍ତ ଗଙ୍ଗାବାଡ ପଞ୍ଚାୟତ ମାଣିକପାଟଣା ଗାଁରେ ରବିବାର ଏହି ଘଟଣା ଘଟିଛି। ଗତ କିଛି…
ଗଜପତି ରାଜାଙ୍କ ଜମି ଜବରଦଖଲ ଅଭିଯୋଗ
ପାରଳାଖେମୁଣ୍ଡି,୬।୩: ଗଜପତି ଜିଲା ସଦର ମହକୁମାରେ ଥିବା ଗଜପତି ରାଜାଙ୍କ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି। ମହାରାଜାଙ୍କର ଗୁମ୍ମା ତହସିଲ ଅନ୍ତର୍ଗତ ବେତଗୁଡାରେ ଥିବା ଜମି ଓ କେତେକ ସରକାରୀ ଜମି ଜଣେ କମାଣ୍ଡାଣ୍ଟ ମାଡ଼ି ବସିଥିବା ଅଭିଯୋଗ ହୋଇଛି। ପାରଳାଖେମୁଣ୍ଡି…
ଗଜପତିରେ କଂଗ୍ରେସଠାରୁ ପଛରେ ଭାଜପା
ପାରଳାଖେମୁଣ୍ଡି,୩।୩(ଡି.ଏନ.ଏ): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଗଜପତି ଜିଲାରେ ନୂଆ ଇତିହାସ ରଚିଛି। ଜିଲାର ମୋଟ ୧୪ଟି ଜିଲା ପରିଷଦ ଆସନରୁ ଦଳ୧୧ଟିରେ ବିଜୟ ଲାଭ କରିଛି । ଅନ୍ୟ ୩ଟି ଆସନ ମଧ୍ୟରୁ ୨ଟିରେ କଂଗ୍ରେସ ଓ ଗୋଟିଏ…
ମହେନ୍ଦ୍ରଗିରିରେ ବିନା ଭକ୍ତରେ ଶିବରାତ୍ରି
ପାରଳାଖେମୁଣ୍ଡି,୨।୩ ଗଜପତି ଜିଲାର ମହେନ୍ଦ୍ରଗିରି ପାହାଡ଼ରେ ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ଶିବରାତ୍ରି ଓ ଜାଗର ଯାତ୍ରା ପାଳନ କରାଯାଇଛି । ପରମ୍ପରା ଅନୁସାରେ, ମହାଶିବରାତ୍ରି ସୋମବାର ରାତିରେ ମହେନ୍ଦ୍ରଗିରିଠାରେ ଜାଗର ପାଳନ ସହ ମହାଦୀପ ଉଠିଛି। ଜିଲାପାଳ ଲିଙ୍ଗରାଜ ପଣ୍ଡା…
ଘରୁ ଡାକିନେଇ ମାରିଦେଲେ
ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍.ଏ.): ଚନ୍ଦ୍ରଗିରି ନିକଟରେ ହାତଗୋଡ଼ ବନ୍ଧା ଜଣେ ଯୁବକଙ୍କ ମୃତଦେହ ଗୁରୁବାର ମୋହନା ପୋଲିସ ଜବତ କରିଥିଲା। ଶୁକ୍ରବାର ମୃତକଙ୍କ ପରିଚୟ ମିଳିଛି। ସେ ହେଲେ ଅଡବା ଥାନା ଖାରୀଗୁଡ଼ା ଲମଡାଙ୍ଗ ଗାଁର ଜୋସେଫ ନାୟକ। ବୁଧବାର ଜୋସେଫ କେତେଜଣ ସାଙ୍ଗମାନଙ୍କ…
ଷ୍ଟ୍ରଙ୍ଗ ରୁମ୍ ଆଗରେ ଜଗି ରହିଛନ୍ତି ନେତା, କର୍ମୀ
ଆର.ଉଦୟଗିରି,୨୫।୨(ଡି.ଏନ୍.ଏ.): ଭୋଟ ବାକ୍ସ ଖୋଲି ବାଲାଟ ପେପର ହେରଫେର ଆଶଙ୍କାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ (ଏସଏସଡି) ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଜଗି ରହିଛନ୍ତି ଭାଜପା ଏବଂ କଂଗ୍ରେସର ନେତା ଏବଂ କର୍ମୀ। ଟେଣ୍ଟ ପକାଇ ଦିନରାତି ପାଳି କରି ୨୪ ଘଣ୍ଟିଆ…
ଆଜି ସାନି ମତଦାନ
ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଉନ୍ନୟନ ଅଧିକାରୀ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ପୁନଃ ମତଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡା। ଆଜି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା…
ଖତ ଖାଉଛି ଦିବ୍ୟାଙ୍ଗଙ୍କ ସହାୟକ ଉପକରଣ
ପାରଳାଖେମୁଣ୍ଡି,୨୪।୨(ଡି.ଏନ୍.ଏ.): ଗଜପତି ଜିଲା ମୋହନା ବ୍ଲକ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଗୋଦାମ ଗୃହରେ ଦିବ୍ୟାଙ୍ଗମାନଙ୍କ ପାଇଁ ଆସୁଥିବା ସହାୟକ ଉପକରଣ ଖତ ଖାଇବାରେ ଲାଗିଛି। ପ୍ରଶାସନ ସବୁ ଜାଣି ଚୁପ ରହିଛି। ଗଜପତି ଜିଲା ମୋହନା ବ୍ଲକର ୩୯ ପଞ୍ଚାୟତରେ…
Archives


