କେମିତି ସ୍ବାମୀଙ୍କୁ ମାରିଲେ କାହାଣୀ ବଖାଣିଲେ ସ୍ତ୍ରୀ, କହିଲେ ପ୍ରଥମେ ନିଦ ବଟିକା ଦେଇ …..
ଗଜପତି(ଗିରିଧାରୀ ପରିଛା):୮।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଜଙ୍ଗମ ସାହିରେ ପାରିବାରିକ ହିଂସାରୁ ସ୍ବାମୀ ବିଜୟ କୁମାରଙ୍କୁ ସ୍ତ୍ରୀ ହତ୍ୟା ଘଟଣାରେ ଆଜି ପାରଳାଖେମୁଣ୍ଡି ପୋଲିସ ସିନ୍ ରିକ୍ରିଏଶନ କରିଛି । ଆଜି ମୃତ ବିଜୟ କୁମାରଙ୍କ ସ୍ତ୍ରୀଙ୍କୁ ଘଟଣାସ୍ଥଳକୁ ଆଣି...
ସ୍ତ୍ରୀ କଲେ ସ୍ବାମୀଙ୍କୁ ହତ୍ୟା, ସନ୍ଦେହରେ…
ଗଜପତି,୭।୧୨(ଗିରିଧାରୀ ପରିଛା): ପାରିବାରିକ ହିଂସାକୁ କେନ୍ଦ୍ର କରି ସ୍ତ୍ରୀ କରିଲେ ସ୍ବାମୀଙ୍କୁ ହତ୍ୟା । ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡି ଜଙ୍ଗମସାହିରେ। ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଜଙ୍ଗମ ସାହିର ଡିଲେଶରଙ୍କ ପୁଅ ବିଜୟ କୁମାରଙ୍କୁ ତାଙ୍କ...
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର, ମନ୍ଦିର ଭଙ୍ଗାରୁଜାକୁ ତେଜିଲା ବିରୋଧ
ପାରଳାଖେମୁଣ୍ଡି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ବିଶ୍ବହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ପକ୍ଷରୁ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ମଠମନ୍ଦିର ଭଙ୍ଗାରୁଜାକୁ ବିରୋଧ କରାଯାଇଛି। ସର୍ବଭାରତୀୟ ହିନ୍ଦୁ ଜାଗରଣ ମଞ୍ଚର ଆହ୍ବାନରେ ଏକ...
ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିବାରୁ ଅଙ୍ଗନବାଡି କର୍ମୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଲୋକେ
ଗଜପତି,୫।୧୨(ଗିରିଧାରୀ ପରିଛା):ଗଜପତି ଜିଲା ରାୟଗଡ ବ୍ଲକ ହଟିବାଡି ଗ୍ରାମରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହଟିବାଡି ଗ୍ରାମର ମହିଳା ଓ କିଛି ଝିଅ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ। ହେଲେ ଗ୍ରାମର କିଛି ମହିଳା ଏହି ଯୋଜନାରୁ କିଛି ଭୁଲ...
ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ମାରି ଖାଇଥିଲା ମହାବଳ, କ୍ୟାମେରାରେ ହେଲା କଏଦ
ଗଜପତି,୫ା୧୨(ଗିରିଧାରୀ ପରିଚ୍ଛା): ବନ ବିଭାଗର ଟ୍ରାପ୍ କ୍ୟାମେରାରେ କଏଦ ହେଲା ମହାବଳ। ବୁଧବାର ସନ୍ଧ୍ୟାରେ ଅନ୍ଧାରିଝୋଳା ନିକଟରେ କାଜୁ ଜଙ୍ଗଲରେ ଟ୍ରାପ୍ କ୍ୟାମେରା ଖଞ୍ଜି ଥିଲା ବନ ବିଭାଗ। ମଙ୍ଗଳବାର ବିଳମ୍ବିତ ରାତିରେ ଜାକବ ସବରଙ୍କ ଗୁହାଳରୁ ଗାଈକୁ ଘୋଷାଡ଼ି...
ଦ୍ରୁତ ଗତିରେ ଆସୁଥିଲା ବସ୍, ଚକାତଳେ ପଶିଗଲେ ବାଇକ୍ଚାଳକ, ଆଉ ତା’ ପରେ…
ଗଜପତି,୪ା୧୨(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଦେବିତି ଗ୍ରାମ ନିକଟରେ ଗୋଟିଏ ଘରୋଇ ବସ୍ ସହ ବାଇକ୍ର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ...
ଗୁହାଳରୁ ଘୋଷାଡ଼ି ନେଇ ଗୋରୁକୁ ଫାଡ଼ି ଖାଇଲା ବାଘ, ପରେ…
ଗଜପତି,୪।୧୨(ଗିରିଧାରୀ ପରିଛା): ପୁଣି ଗୋରୁକୁ ମାରି ଖାଇଲା ମହାବଳ। ଗୁହାଳରୁ ଘୋଷାଡି ନେଇ ଖାଇଲା ମହାବଳ। କହ୍ନେଇପୁର ନିକଟ ଅନ୍ଧାରିଝୋଳା ଗାଁର ଘଟଣା ବିଳମ୍ବିତ ରାତ୍ରୀରେ ଗୁହାଳରୁ ଘୋଷାଡି ଶହେ ମିଟର ଦୂର କାଜୁ ତୋଟାରେ ମାରି ପ୍ରାୟ ୫୦...
ବାଘଶାଳା ନିକଟରେ ପଡ଼ିଛି ବାଘର ପାଦଚିହ୍ନ, ଗତିବିଧି ଉପରେ ନଜର ରଖିବାକୁ…
ଗଜପତି:(ଗିରିଧାରୀ ପରିଛା):୩।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠ ବାଘଶାଳା ନିକଟକୁ ଆସୁଛି କି ବାଘ? ବାଘର ପାଦ ଚିହ୍ନକୁ ଠାବ କରିଛି ବନବିଭାଗ। ସ୍ଥାନୀୟଲୋକେ ବାଘ ପାଦଚିହ୍ନ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସୂଚନାପାଇ ବନ ବିଭାଗର ଏକ...
୮ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ
ମୋହନା,୨୯।୧୧( ମନ୍ମଥ ମିଶ୍ର ): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଜତିନ୍ଦ୍ର କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ ରେ ଅପରେସନ ଗ୍ରୀନ କ୍ଲିନ୍ ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାର ଅଡବା ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ କାଟି...
ଅପରେଶନ ଗ୍ରୀନ କ୍ଲିନ: ୭ କୋଟି ଟଙ୍କାର ଗଞ୍ଜେଇ ନଷ୍ଟ କଲା ପୋଲିସ
ମୋହନା,୨୮ା୧୧(ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେଶନ ଗ୍ରୀନ କ୍ଲିନ ଆରମ୍ଭ ହୋଇଥିବା ବେଳେ ଅଡ଼ବା ଥାନା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି। ଅଡ଼ବା ଥାନା ଅନ୍ତର୍ଗତ କେଶରୀଗୁଡ଼ା...
୯ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ଗଜପତି ପୋଲିସ
ମୋହନା,୨୭।୧୧( ମନ୍ମଥ ମିଶ୍ର): ଗଜପତି ଜିଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ଅପରେସନ ଗ୍ରୀନ କ୍ଲିନ୍ । ଅଡ଼ବା ଥାନା ଅନ୍ତର୍ଗତ ଗୁଲୁବା ଓ ଅନ୍ତରବା ପଞ୍ଚାୟତରେ ଥିବା ହାଚିପଙ୍କା ଓ କଣ୍ଟାପଦର ଗାଁ ନିକଟସ୍ଥ ଜଙ୍ଗଲ...
ସୁଭଦ୍ରା ପାଇଁ ବଦଳିଲା ବ୍ୟାଙ୍କ ଖୋଲିବା ସମୟ: ସକାଳ ୧୦ଟା ପରିବର୍ତ୍ତେ ସକାଳ ୭ଟାରୁ….
ମୋହନା,୨୭।୧୧(ମନ୍ନମଥ ମିଶ୍ର): ଇକେୱାଇସ ନ ଥିବାରୁ ସୁଭଦ୍ରା ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି। ଗୋଟିଏ ପରେ ଗୋଟିଏ କିସ୍ତି ଆସିବା ପରେ ସୁଭଦ୍ରା ଟଙ୍କା ପାଇବା ପାଇଁ ଗଜପତି ଜିଲା ମୋହନା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ମହିଳାମାନଙ୍କ ପ୍ରବଳ ଭିଡ଼...
Archives


