ଢେଙ୍କାନାଳ

ଗୋରୁପଲ ପାଇଁ କଲବଲ

କାମାକ୍ଷାନଗର, ୨୧।୭(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରମୁଖ ସହର କାମାକ୍ଷାନଗର ଏନ୍‌ଏସିରେ ବୁଲାଗୋରୁଙ୍କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ସହରାଞ୍ଚଳର ଅଧିକାଂଶ ବ୍ୟସ୍ତବହୁଳ ସଡ଼କରେ ଗାଈ, ବଳଦ, ଷଣ୍ଢ ନିର୍ବିଘ୍ନରେ ବିଚରଣ କରୁଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ, ବିଦ୍ୟାଳୟ ସମ୍ମୁଖ...

ସ୍ବାବଲମ୍ବୀ ହେବାକୁ ସଂକଳ୍ପ

କାମାକ୍ଷାନଗର, ୧୯।୭(ସୁଧୀର ପରିଡ଼ା): ଛତୁଚାଷର ହବ୍‌ ପାଲଟିଛି ଢେଙ୍କାନାଳ ଜିଲାର କାମାକ୍ଷାନଗର ଉପଖଣ୍ଡ। ଅଞ୍ଚଳର ଅନୁକୂଳ ଜଳବାୟୁ ଛତୁ ଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥିବାବେଳେ ବର୍ଷସାରା ଏହାର ଚାହିଦା ରହୁଛି। ତେଣୁ ଯୁବପିଢ଼ି ଏବେ ଏହି ଚାଷ କରିବାକୁ...

ହତ୍ୟା କରି ଫିଙ୍ଗିଦେଇଥିଲେ ସ୍ବାମୀ

ଭୁବନ, ୧୯।୭(ବିପିନ ବିହାରୀ ସେଠୀ): ସ୍ବାମୀ ଘରକୁ ଆଣିଲେ ଦ୍ୱିତୀୟ ସ୍ତ୍ରୀ। ଏହାକୁ ନେଇ ସୃଷ୍ଟି ହୋଇଥିଲା ଦାମ୍ପତ୍ୟ ଜୀବନରେ ଝଡ଼। କଜିଆ ଉଗ୍ରରୂପ ନେବା ପରେ ପ୍ରଥମ ସ୍ତ୍ରୀଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇ ଦେଇଥିଲେ ସ୍ବାମୀ। ପ୍ରମାଣ...

ଅଜଣା ଜନ୍ତୁ ଠାବ ପାଇଁ ଲାଗିଲା କ୍ୟାମେରା

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋର ସମୟରେ ଚାଷୀ ସାଧୁଚରଣ ରାଉତଙ୍କ ଗୁହାଳରେ ଥିବା ୪୨ ମେଣ୍ଢାଙ୍କ ମୃତ୍ୟୁ ହୋଇଥିଲା। କୌଣସି ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢାଗୁଡିକ ମୃତ୍ୟୁ ହୋଇଥିବା...

ପାଇକ ପୁରୁଣାକୋଟ ରାସ୍ତାରେ ୩୮ ହାତୀ

ଢେଙ୍କାନାଳ,୧୮ା୭(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ପାଇକ ପୁରୁଣାକୋଟ ଗ୍ରାମ ରାସ୍ତାରେ ୨ଦିନ ହେବ ୩୮ ହାତୀ ଚଳପ୍ରଚଳ କରୁଥିବାରୁ ଅଞ୍ଚଳବାସୀ ଓ ଯାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ହାତୀପଲ ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳରୁ ହିନ୍ଦୋଳ...

ବର୍ଷା ଆସିଲେ ଦାଣ୍ଡରେ ହୁଡ଼ା

ପରଜଙ୍ଗ, ୧୭।୭(ନିଗମାନନ୍ଦ ଦଳବେହେରା): ଆଷାଢ଼ ଆସିଲେ ଚିନ୍ତା ବଢ଼େ। ବର୍ଷାପାଣି ଯେପରି ଘରେ ନ ପଶିବ, ସେଥିଲାଗି ସଜାଗ ହୋଇଯାଆନ୍ତି ଗାଁ ଲୋକେ। ଏଥିଲାଗି ଘର ସମ୍ମୁଖ ଦାଣ୍ଡରେ ମାଟିରେ ହୁଡ଼ା ବାନ୍ଧନ୍ତି। ପଞ୍ଚାୟତ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀଙ୍କ...

କାଦୁଅରେ ହାତୀଙ୍କ କ୍ରୀଡ଼ା

କମିଛି ଅସହ୍ୟ ତାତି। ପରିବେଶରେ ଶୀତଳତା ଭରିଛି ମୌସୁମୀ ବର୍ଷା। ଏହା ଯେ କେବଳ ମଣିଷଙ୍କ ପାଇଁ ଆଶ୍ୱସ୍ତି ଆଣିନାହିଁ, ଅଧିକନ୍ତୁ ଗରମରେ ସନ୍ତୁଳି ହେଉଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ଭରିଦେଇଛି ଅସୀମ ଖୁସି। ଢେଙ୍କାନାଳ ଜିଲାର କପିଳାସ ପ୍ରାଣୀ ଉଦ୍ୟାନର...

ପୁଣି ଏକ ଦନ୍ତା ଅସୁସ୍ଥ

ସାତମାଇଲ, ୧୫।୭(ସୁଶାନ୍ତ ପତି): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ କର୍ଣ୍ଣପୁର ବିଟ୍‌ ଅନ୍ତର୍ଗତ ଡେଙ୍ଗବୋରେଇ ଜଙ୍ଗଲରେ ଏକ ଦନ୍ତା ହାତୀ ଅସୁସ୍ଥ ହୋଇପଡ଼ିଛି। ଏହା ଜଣାପଡ଼ିବା ପରେ ବନାଞ୍ଚଳ ଅଧିଜାରୀ ଲୋହିତ କୁମାର ରଥ ସଦଳବଳ ପହଞ୍ଚତ୍ ହାତୀର ସ୍ବାସ୍ଥ୍ୟାବସ୍ଥା...

ସୁସ୍ଥ ଲୋକକୁ ସଜାଇଦେଲେ ରୋଗୀ

ଢେଙ୍କାନାଳ, ୧୫।୭(ରତନ ନାୟାର): ‘ମୁଁ ଆଜ୍ଞା ସୁସ୍ଥ ଲୋକ । ପ୍ରତିଦିନ ପରିଶ୍ରମ କରେ। ବାହାବା ନେବା ପାଇଁ ‘୫-ଟି’ ସଚିବଙ୍କ ଆଗରେ ମିଛରେ ରୋଗୀ ସଜେଇ ଦେଲେ। ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...

ଅଜଣା ଜନ୍ତୁ ଆତଙ୍କ: ୪୦ ମେଣ୍ଡା ମୃତ୍ୟୁ

ଢେଙ୍କାନାଳ,୧୫।୭(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ସୋଗରପଶି ପଞ୍ଚାୟତ ଆରଦା ଗ୍ରାମରେ ଶନିବାର ଭୋରରେ ଚାଷୀ ସାଧୁ ଚରଣ ରାଉତଙ୍କ ୪୦ଟି ମେଣ୍ଡାଙ୍କ ମୃତ୍ୟୁ ହୋଇଯାଇଛି । ମୃତ ମେଣ୍ଡାଗୁଡ଼ିକର ବେଳ ଏବଂ ପେଟରେ କ୍ଷତ ଚିହ୍ନ ରହିଥିବା...

ମିଛ ଫଟୋ ଦେଖାଇ ଭୁତେଇଦେଲେ

ଢେଙ୍କାନାଳ,୧୪ା୭(ରତନ ନାୟାର): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ)ର ଲାଭ ନେଇଥିବା ଦର୍ଶାଇ ବ୍ୟାନରରେ ଛାପିଲେ ଯୁବକଙ୍କ ନାମ। ସ୍ତ୍ରୀଙ୍କ ଫଟୋ ମଧ୍ୟ ବ୍ୟବହାର କଲେ। ହେଲେ ସମ୍ପୃକ୍ତ ଯୁବକ ଯେ ରାଜ୍ୟ ସରକାରଙ୍କ ଏଭଳି ବହୁମୁଖୀ ସ୍ବାସ୍ଥ୍ୟ ଯୋଜନାର...

ପ୍ରାର୍ଥନା ସଭାରେ ଛାତିକୁ ମୁଥ

କାମାକ୍ଷାନଗର,୧୩।୭(ସୁଧୀର ପରିଡ଼ା)ପ୍ରାର୍ଥନା ସଭାରେ ଶିକ୍ଷୟିତ୍ରୀଙ୍କ ମୁଥ ମାଡ଼ରେ ଗୁରୁତର ହୋଇଛନ୍ତି ଛାତ୍ର। ଏଭଳି ଅମାନବୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ସଦରସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଅସୁସ୍ଥ ହୋଇପଡ଼ିଥିବା ଷଷ୍ଠ ଶ୍ରେଣୀ ଛାତ୍ର ଗଣପତି ମହାନ୍ତ (୧୨)ଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri