ବିଦ୍ୟୁତ୍ ଫାଶରେ ହାତୀ
ଢେଙ୍କାନାଳ ଅଫିସ, ୧୮।୧ – ଅସୁରକ୍ଷିତ ହାତୀବଂଶ। ଜଙ୍ଗଲରେ ଖାଦ୍ୟାଭାବ, ଶିକାରୀ ଭୟ। ଜଙ୍ଗଲ ତଳି ଅଞ୍ଚଳରେ ବିଦ୍ୟୁତ୍ ଫାଶ। ପାଦେ ପାଦେ ଜୀବନ ପ୍ରତି ବିପଦ ଧରି ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛି ଏହି ବିଶାଳକାୟ ପ୍ରାଣୀ। ଢେଙ୍କାନାଳ ଜିଲାରେ…
ବକେୟା ବାଦ୍ ଦିଅ, ନଗଦ ବିଲ୍ ଆଦାୟ କର
ଢେଙ୍କାନାଳ ଅଫିସ, ୧୮।୧ – ବକେୟା ବିଦ୍ୟୁତ୍ ବିଲ୍ ପୈଠ କରୁଥିବା ଉପଭୋକ୍ତାଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଛି ସେସୁ। ଏହାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ଶୁକ୍ରବାର ସନ୍ଧ୍ୟାରେ ଜିଲାର ବିଦ୍ୟୁତ୍ ଉପଭୋକ୍ତା ସୁରକ୍ଷା…
ବିଦ୍ୟୁତ୍ ଫାଶ ନେଲା ଦନ୍ତା ଜୀବନ
ସାତମାଇଲ, ୧୫।୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳରେ ଶିକାରୀଙ୍କ ବିଦ୍ୟୁତ୍ ତାର ନେଇଛି ଏକ ଦନ୍ତା ଜୀବନ। ସାତମାଇଲ ନିକଟ ଗୁରିଲୋ କାଜୁପଡ଼ିଆରୁ ବୁଧବାର ଉକ୍ତ ହାତୀର ମୃତଦେହ ଉଦ୍ଧାର କରାଯାଇଛି। କାଜୁ ବଗିଚାରେ ଏକ ଦନ୍ତା ମରି ପଡ଼ିଥିବା ଦେଖି…
ହାତୀ ମୃତଦେହ ଠାବ
ହିନ୍ଦୋଳ, ୧୫।୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ସାତମାଇଲ ନିକଟସ୍ଥ ଗୁରିଲୋ କାଜୁ ପଡିଆରେ ବୁଧବାର ଏକ ଦନ୍ତାହାତୀର ମୃତଦେହ ଦେଖିବାକୁ ମିଳିଛି। ହାତୀଟିର ବୟସ ପ୍ରାୟ ୧୪ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ଶିକାରୀମାନଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ୍…
ପାଞ୍ଚକାହାଣିଆ ନିକଟରେ ବାଇକକୁ ପିଟିଲା ଟ୍ରକ୍, ୨ଜଣଙ୍କ ଜୀବନ ଗଲା
ଢେଙ୍କାନାଳ ଅଫିସ,୧୫।୧: ଢେଙ୍କାନାଳ ସହର ନିକଟସ୍ଥ ୫୫ନଂ ଜାତୀୟ ରାଜପଥର ପାଞ୍ଚକାହାଣିଆ ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କା ଦେବାରୁ ବାଇକ୍ରେ ଯାଉଥିବା ଯୁବତୀଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ରାଜପଥରେ ଗାଡ଼ି ମୋଟର…
ଆଇଆଇଏମ୍ସିରେ ଆରମ୍ଭ ହେଲା ‘ଫିଲ୍ମଚକ୍କର-୩’: ‘ଜୀବନକୁ ପ୍ରଭାବିତକରେ ପ୍ରଯୁକ୍ତିବିଦ୍ୟା’
ଢେଙ୍କାନାଳ ଅଫିସ, ୧୫।୧-ପୂର୍ବରୁ ଚଳଚ୍ଚିତ୍ର ନିର୍ମାଣ ଯେତିକି କଷ୍ଟକର ଥିଲା ସେଥିକି କଷ୍ଟ ଥିଲା ତାହାର ପ୍ରଦର୍ଶନ ଏବଂ ସାଇତି ରଖିବା ପଦ୍ଧତି। ଧୀରେ ଧୀରେ ଟେକ୍ନୋଲୋଜିର ଆଗମନ ହେଲା। ସାଉଣ୍ଡ ରେକର୍ଡିଂଠାରୁ ଆରମ୍ଭ କରି ଫିଲ୍ମକୁ ଡଜିଟାଇଜେଶନ କରିବା ସହଜ…
କାର୍ଯ୍ୟରେ ଅବହେଳା: ବଦଳିଲେ ଫାଣ୍ଡି ଅଧିକାରୀ
କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଦଳିଛନ୍ତି ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ। ଏସ୍ପି ଅନୁପମା ଜେମ୍ସଙ୍କ ନିର୍ଦ୍ଦେଶରେ ତାଙ୍କୁ ପରଜଙ୍ଗ ଥାନାକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପରଜଙ୍ଗ ଥାନା ଏସ୍ଆଇ ପଦ୍ମନାଭ ଲେଙ୍କାଙ୍କୁ ଦାୟିତ୍ୱ ଦିଆଯାଇଛି।…
ମିତା ସାହୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟ ଚାଲାଣ
ପରଜଙ୍ଗ, ୧୪।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ଗତ ୬ ତାରିଖ ବିଳମ୍ବିତ ରାତିରେ ସଂଘଠିତ ଜଘନ୍ୟ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୋଲିସ। ଯୌତୁକ ଲୋଭ ଏବଂ ଚରିତ୍ର ସନ୍ଦେହରୁ ଗର୍ଭବତୀ ସ୍ତ୍ରୀ…
୭ରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା
ଢେଙ୍କାନାଳ ଅଫିସ, ୧୪।୧ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଫେବୃୟାରୀ ୭ରୁ ୯ ଯାଏ ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସୋମବାର ଅପରାହ୍ନ ୩ଟାରେ ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ…
ନାଧରା ରାମଚଣ୍ଡୀ ମହୋତ୍ସବ:ଆଧ୍ୟାତ୍ମିକତା-ସଂସ୍କୃତିର ଯୁଗଳବନ୍ଦୀ
ଓଡ଼ାପଡ଼ା,୧୪ା୧(ଡି.ଏନ.ଏ.)ଆଧ୍ୟାତ୍ମିକତା ସହ ସଂସ୍କୃତିର ନିଆରା ଯୁଗଳବନ୍ଦୀ ହେଉଛି ରାମଚଣ୍ଡୀ ମହୋତ୍ସବ। ସୁସ୍ଥ ସୁନ୍ଦର ସମାଜ ଗଠନ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ୩ୟ ବର୍ଷରେ ପହଞ୍ଚତ୍ଛି। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ନାଧରାର ପ୍ରସିଦ୍ଧ ଶକ୍ତିକ୍ଷେତ୍ର ମା’ ରାମଚଣ୍ଡୀଙ୍କ…
ଅଧିକାରୀଙ୍କ ହସ୍ତକ୍ଷେପ ପରେ ଉଠିଲା ଧାନ
କାମାକ୍ଷାନଗର, ୧୩।୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କାଦୁଆ ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ମିଲରଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ସୋମବାର ଚାଷୀ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଚାଷୀମାନେ କଙ୍କଡ଼ାହାଡ଼ରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ଫେରାଦ…
କାର୍ଯ୍ୟରେ ଅବହେଳା: ବଦଳିଲେ ଫାଣ୍ଡି ଅଧିକାରୀ
ପରଜଙ୍ଗ, ୧୩।୧(ଡି.ଏନ.ଏ.)-କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଦଳିଛନ୍ତି ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ। ଏସ୍ପି ଅନୁପମା ଜେମ୍ସଙ୍କ ନିର୍ଦ୍ଦେଶରେ ତାଙ୍କୁ ପରଜଙ୍ଗ ଥାନାକୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ପରଜଙ୍ଗ ଥାନା ଏସ୍ଆଇ ପଦ୍ମନାଭ ଲେଙ୍କାଙ୍କୁ ଦାୟିତ୍ୱ…
Archives


