Odisha Elections 2024

ଢେଙ୍କାନାଳ

ଗେଙ୍ଗୁଟିଆ ପଞ୍ଚାୟତରେ ଭତ୍ତା ବଣ୍ଟନରେ ଅବ୍ୟବସ୍ଥା: ମିଳିନି ଡିସେମ୍ବର ଟଙ୍କା

ପରଜଙ୍ଗ, ୩।୧(ଡି.ଏନ.ଏ.) – ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀକୁ ନେଇ ସୃଷ୍ଟି ହୋଇଥିବା ତୁମ୍ବିତୋଫାନ ନ ଥମୁଣୁ ପରଜଙ୍ଗ ବ୍ଲକରେ ଏବେ ଭତ୍ତା ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗେଙ୍ଗୁଟିଆ ପଞ୍ଚାୟତର ହିତାଧିକାରୀଙ୍କୁ ଡିସେମ୍ବର ମାସର ଭତ୍ତା...

ଫେରିଗଲା ନୂଆପୋଖରୀ ଉନ୍ନତୀକରଣ ଅନୁଦାନ: ଅଂଶୁପା ଢାଞ୍ଚାରେ ହେବ ବିକାଶ

ଢେଙ୍କାନାଳ ଅଫିସ, ୩।୧ – ପୌର ପରିଷଦର ଇଚ୍ଛାଶକ୍ତି ଅଭାବରୁ ଢେଙ୍କାନାଳର ଐତିହ୍ୟସମ୍ପନ୍ନ ନୂଆ ପୋଖରୀ (ଭାଗୀରଥି ସାଗର) ଉନ୍ନତୀକରଣ ପାଇଁ ଆସିଥିବା ୨୭ ଲକ୍ଷ ଟଙ୍କା ଫେରିଯାଇଛି। ଅନୁଦାନ ଅର୍ଥ ଖର୍ଚ୍ଚ ନ ହୋଇ ଫେରିଯିବା ପୌର ପ୍ରଶାସନର...

କପିଳାସ ପୀଠରେ ୩୦ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୨।୧ – ଇଂଲିଶ ନବବର୍ଷର ବୁଧବାର ଥିଲା ପ୍ରଥମ ଦିନ। ଏହାକୁ ନେଇ ସବୁଠି ଦେଖାଦେଇଥିଲା ବିପୁଳ ଉତ୍ସାହ। ପରିବାର, ସାଙ୍ଗସାଥୀଙ୍କ ଶୁଭମନାସି ଦିଅଁ ଦର୍ଶନରୁ ଆରମ୍ଭ ହୋଇଥିଲା ସକାଳ। ନବବର୍ଷ ଉପଲକ୍ଷେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ...

ନଚାଇଲେ ରିୟା, ଝୁମାଇଲେ ଦୀପ୍ତିରେଖା

ଢେଙ୍କାନାଳ ଅଫିସ, ୨ା୧ – ଢେଙ୍କାନାଳ ଶିବମଣ୍ଡପ ସନ୍ତୋଷୀ ଗାର୍ଡେନରେ ରାଇଜିଂଷ୍ଟାର କ୍ଲବ ପକ୍ଷରୁ ବୁଧବାର ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ନବବର୍ଷକୁ ସ୍ବାଗତ କରାଯାଇଛି। ଓଲିଉଡ ଅଭିନେତ୍ରୀ ରିୟାଙ୍କ ମନଛୁଅଁା ନୃତ୍ୟ ଏବଂ ଦୀପ୍ତିରେଖାଙ୍କ ସଙ୍ଗୀତର ଯାଦୁ ଶୀତୁଆ...

ଦିଅଁ ଦର୍ଶନରେ କଟିଲା ଦିନ: କପିଳାସ ପୀଠରେ ୩୦ହଜାର ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ, ୧।୧: ଇଂଲିଶ ନବବର୍ଷର ବୁଧବାର ଥିଲା ପ୍ରଥମ ଦିନ। ଏହାକୁ ନେଇ ସବୁଠି ଦେଖାଦେଇଥିଲା ବିପୁଳ ଉତ୍ସାହ। ପରିବାର, ସାଙ୍ଗସାଥୀଙ୍କ ଶୁଭମନାସି ଦିଅଁ ଦର୍ଶନରୁ ଆରମ୍ଭ ହୋଇଥିଲା ପ୍ରଥମ ଦିନ। ନବବର୍ଷ ଉପଲକ୍ଷେ ଢେଙ୍କାନାଳ ଜିଲାର ପ୍ରସିଦ୍ଧ...

ରାସ୍ତା ନାହିଁ, ଅଟକିଲା ଆମ୍ବୁଲାନ୍ସ: ଖଟିଆରେ ୨ କି.ମି. ବୁହାହେଲେ ବୃଦ୍ଧ

ପରଜଙ୍ଗ, ୧।୧ (ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଂହା ଥାନା ରଘୁଆବିଲି ଗ୍ରାମରେ ପଦାକୁ ଆସିଛି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର। ଗାଁକୁ ରାସ୍ତା ନ ଥିବାରୁ ଅଧାବାଟରେ ୧୦୮ ଆମ୍ବୁଲାନ୍ସ ଅଟକିଯାଇଥିଲା। ଫଳରେ ଜଣେ ଅସୁସ୍ଥ ବୃଦ୍ଧ...

ପ୍ରତିଭା ସମ୍ମାନ, ସ୍ବାଗତମ୍‌-୨୦୨୦ ଉଦ୍‌ଯାପିତ: କଳାକାର ସୃଷ୍ଟିରେ ଜିଲା ସ୍ବତନ୍ତ୍ର

ଢେଙ୍କାନାଳ ଅଫିସ, ୧।୧- ଢେଙ୍କାନାଳ କଳା ସଂସ୍କୃତିର ମାଟି। ଏଠାରେ ବର୍ଷତମାମ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି। ନଭେମ୍ବରଠାରୁ ଅଦ୍ୟାବଧି ସହରରେ ନିୟମିତ ବିଭିନ୍ନ ସମାରୋହ ଚାଲିଛି। ପ୍ରତିଭାବାନ୍‌ କଳାକାର ସୃଷ୍ଟି କରିବାରେ ଢେଙ୍କାନାଳ ଜିଲା ସମଗ୍ର ରାଜ୍ୟରେ...

କପିଳାସ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ: ଅଭିଜ୍ଞତାର ବନ୍ଧନ କଥା ‘ଚରନ୍‌ ଏ ସୋମୋୟେ’

ଢେଙ୍କାନାଳ ଅଫିସ,୩୦ା୧୨ – ଢେଙ୍କାନାଳ କଳାପରିଷଦ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମସ୍ଥିତ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ କଲିକତାର ବିଭବ ନାଟ୍ୟ...

କାର ଧକ୍କାରେ ବାଇକ ଚାଳକ ମୃତ: କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ପରଜଙ୍ଗ,୨୯।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ. ଜାତୀୟ ରାଜପଥର ଦଦରାଘାଟି ଡ୍ୟାମଠାରୁ ଅଳ୍ପ ଦୂରରେ ରବିବାର ସାରେ ଏକ ଅଜଣା କାର ଧକ୍କାରେ କୁଲେଇ ଗ୍ରାମର ଚଗଲା ରଣା (୨୧)ଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ...

ସପ୍ତଶଯ୍ୟା ଉତ୍ସବ ଉଦ୍‌ଘାଟିତ: ମମତାକୁ ପାଥେୟକରି ମା’ ମାଟିର ବିକାଶ କର

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳ ଜିଲା ସଦର ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ସନ୍ଧ୍ୟାରେ ପ୍ରଥମ ସପ୍ତଶଯ୍ୟା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଏମ୍‌ପି ମହେଶ ସାହୁ ଯୋଗଦେଇ ଏହାକୁ...

ବେସରକାରୀ ବିଦ୍ୟାଳୟରୁ ୧୧ ଛାତ୍ରୀଛାତ୍ର ଉଦ୍ଧାର: ଘରୋଇ କାମରେ ଲଗାଯାଉଥିବା ଅଭିଯୋଗ

କାମାକ୍ଷାନଗର,୨୯।୧୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ମହୁଲପାଳ ପଞ୍ଚାୟତରେ ଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନରୁ ଶନିବାର ପ୍ରଶାସନ ୧୦ ବର୍ଷରୁ କମ୍‌ ବୟସର ୧୧ ଜଣ ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରି ଅଭିଭାବକଙ୍କ ଜିମା ଦେଇଛି। ପାଠ ପଢ଼ା ନଁ।ରେ...

କପିଳାସ ନାଟ୍ୟ ମହୋତ୍ସବର ଚତୁର୍ଥ ସନ୍ଧ୍ୟା: ବିଡ଼ମ୍ବିତ ଶୈଶବର ଅକୁହାକଥା ‘କାହାନୀ ଏକ୍‌ କଂସ୍‌ କୀ’

ଢେଙ୍କାନାଳ ଅଫିସ,୨୯ା୧୨ – ଢେଙ୍କାନାଳର କଳାପରିଷଦ ଅନୁଷ୍ଠାନ ପକ୍ଷରୁ ୩୯ତମ ବାର୍ଷିକ ଉତ୍ସବ ଅବସରରେ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଶନିବାର ଚତୁର୍ଥ ସନ୍ଧ୍ୟାରେ ନୂଆଦିଲ୍ଲୀର ଡ୍ରାମାଟୋଲୋଜୀ ଥିଏଟର ଗ୍ରୁପ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri