ଢେଙ୍କାନାଳ

ରୁଙ୍ଗଟା ମାଇନ୍ସରେ ଅଘଟଣ: ମେକାନିକାଲ ଷ୍ଟ୍ରକଚର୍‌ ଭୁଶୁଡ଼ି ଘଟଣାସ୍ଥଳରେ ୩ ମୃତ

ଢେଙ୍କାନାଳ,୨୪।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକର ଝାଡ଼ବନ୍ଧ ଗ୍ରାମ ସ୍ଥିତ ରୁଙ୍ଗଟା ମାଇନ୍ସ ଲିମିଟେଡ଼ କଂପାନୀରେ ଅଘଟଣ। ଏକ ମେକାନିକାଲ ଷ୍ଟ୍ରକଚର୍‌ ଭୁଷୁଡ଼ି ୩ଜଣ ଙ୍କ ମୃତ୍ୟୁ ଆଶଙ୍କା। ଭୁଷୁଡ଼ି ପଡ଼ିଥିବା କନଷ୍ଟ୍ରକସନ୍ ତଳେ ବହୁ ଶ୍ରମିକ ଚାପି ହୋଇ…

ବାର୍‌ହା ଶିକାରୀ ଗିରଫ

ଭୁବନ,୧୬ା୬(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ରବିବାର ଚଢ଼ାଉ କରାଯାଇ ବାର୍‌ହା ମୃତଦେହ ଜବତ କରାଯିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ଭୁବନ ଥାନା ଉଷକଣ ଗ୍ରାମ ମାଟିଆ ସାହିର ପ୍ରହଲ୍ଲାଦ ପ୍ରଧାନ…

୨୩ ବର୍ଷ ପରେ ମିଳିଲା ମନ୍ତ୍ରୀପଦ

ଢେଙ୍କାନାଳ,୧୩ା୬(ରତନ ନାୟାର)ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀକୁ ୨୩ବର୍ଷ ପରେ ମିଳିଛି ମନ୍ତ୍ରୀପଦ। ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ଭାଜପା ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ପାହ୍ୟା ମିଳିଛି। ଏହି ଖବର ମିଳିବା ପରେ ଢେଙ୍କାନାଳ ଭାଜପା ଶିବିରରେ ଖୁସିର ଲହରି…

୨ ଶ୍ରମିକ ଜଳିଗଲେ

କାମାକ୍ଷାନଗର,୧୦ା୬(ସୁଧୀର ପରିଡ଼ା): ଘର କାମ କରୁଥିବା ବେଳେ ଘଟିଛି ଅଘଟଣ। ଲୁହା ରଡ୍‌ ଭିଡୁଥିବା ସମୟରେ ୩୩ କେଭି ଲାଇନ୍‌ ତାରରେ ଲାଗି ୨ଶ୍ରମିକ ଗୁରୁତର ହୋଇଛନ୍ତି। ଏମାନେ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦)। ଏଭଳି…

ବଜ୍ରପାତରେ ଚାଲିଗଲା ଫାଇନାନ୍ସ କର୍ମଚାରୀଙ୍କ ଜୀବନ, ୨ ଗୁରୁତର

କାମାକ୍ଷାନଗର,୬।୭: ଢେଙ୍କାନାଲ ଜିଲା କାମାକ୍ଷାନଗର ରଙ୍ଗାଲି ବାମପାଶର୍‌ବ କୋନାଲ ନିକଟସ୍ଥ ବାଘୁଆ ଗ୍ରାମରେ ଶୁକ୍ରବାର ଏକ ଅଘଟଣ ଘଟିଛି। ବଜ୍ରପାତରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ…

ଢେଙ୍କାନାଳ ଜିଲାରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନ

ଢେଙ୍କାନାଳ,୬ା୬(ରତନ ନାୟାର)ଏକଦା କଂଗ୍ରେସର ଦୁର୍ଗ ଥିଲା ଢେଙ୍କାନାଳ ଜିଲା। ୧୯୭୪, ୧୯୭୭, ୧୯୮୦, ୧୯୮୫ ନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଢେଙ୍କାନାଳ ବିଧାନସଭାରୁ ବିଜୟୀ ହେବା ସହିତ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରି ରଖିଥିଲେ।…

ରାସ୍ତାକଡ଼କୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌

କାମାକ୍ଷାନଗର,୨୯।୫: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମ ନିକଟରେ ବୁଧବାର ସାରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି। ଏଥିରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ବସ୍‌ଟି ଢେଙ୍କାନାଳରୁ କାମାକ୍ଷାନଗର ଆଡକୁ ଆସୁଥିବା…

ଭୋଟଦାନରୁ ବଞ୍ଚିତ ହେଲେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର

ଢେଙ୍କାନାଳ,୨୬ା୫(ରତନ ନାୟାର): ଢେଙ୍କାନାଳର ବିଶିଷ୍ଟ ସାହିତି୍ୟକ, ଗବେଷକ ଓ ଭାଷାବିତ୍‌ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଶନିବାର ଭୋଟଦାନରୁ ବଞ୍ଚିତ ହୋଇଛନ୍ତି। ସେ ଓ ତାଙ୍କ ସ୍ତ୍ରୀ ଛାୟାରାଣୀ ମିଶ୍ର ଏବଂ ପୁତ୍ର ଅସିତ କୁମାର ମିଶ୍ର ଭୋଟ ପରିଚୟପତ୍ର ନେଇ…

ଢେଙ୍କାନାଳରେ ଭୋଟ ଦେଲେ ତଥାଗତ

ଢେଙ୍କାନାଳ,୨୫।୫(ରତନ ନାୟାର): ତେଙ୍କାନାଳ ଜିଲାରେ ଶନିବାର ସମସ୍ତ ବୁଥରେ ଭୋଟ ଗ୍ରହଣ ହେଉଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାରେ ୨୦. ୯୨ ପ୍ରତିଶତ ମତଦାନ ହୋଇଛି। କଙ୍କଡ଼ାହାଡ଼ ବ୍ଲକର ବାଘମୁଣ୍ଡା ଗ୍ରାମର ୬୫ ନମ୍ବର ବୁଥ ଅଂଚଳରେ ରାସ୍ତା ପାଇଁ ଭୋଟ…

ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା,୨୩ା୫(ଜଗନ୍ନାଥ ଧଳ): ଅନୁପ୍ରବେଶ ଓ ଆତଙ୍କବାଦ ସହିତ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି ା ଏହି ଜିଲାର ୪୮ କି.ମି. ଖୋଲାମେଲା ସମୁଦ୍ର ତଟ…

ଲୋକଙ୍କ ଆଶୀର୍ବାଦ ମାଗିଲେ ବ୍ରଜ

ତାଳଚେର,୨୩।୫ (ମନୋଜ ପ୍ରଧାନ): ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ପଦ୍ମାବତୀପୁର ଓ ଡେରା ପଞ୍ଚାୟତର ସମସ୍ତ ଗ୍ରାମରେ ବ୍ରଜ ନିର୍ବାଚନ ପ୍ରଚାର କରିବା ସହ ଏକ ବିକଶିତ ତାଳଚେର ଗଠନ…

ଭାଜପା ପାଇଁ ଭୋଟ ମାଗିଲେ ଅରୁଣ ଗୋଭିଲ

ଢେଙ୍କାନାଳ,୨୩ା୫(ରତନ ନାୟାର): ରାମାୟଣ ଧାରାବାହିକର ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ଭାଜପା ନେତା ଅରୁଣ ଗୋଭିଲ ବୁଧବାର ଢେଙ୍କାନାଳ ସହରରେ ଭାଜପା ପାଇଁ ଭୋଟ ମାଗିଛନ୍ତି। ଅପରାହ୍ନ ସାଢେ ୩ଟାରେ ଭାଜପା ପକ୍ଷରୁ ଆୟୋଜିତ ଏକ ରୋଡ୍‌ ଶୋ’ରେ ସାମିଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri