ଢେଙ୍କାନାଳ ଅଫିସ, ୧୩।୩: ଏକ କଣ୍ଟେନରରେ ଆସାମରୁ ଅନୁଗୋଳକୁ ୭୫ ଲକ୍ଷ ଟଙ୍କାର ମଦ ଚୋରା ଚାଲାଣ ବେଳେ ଢେଙ୍କାନାଳ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା। ଗତ…
ହିନ୍ଦୋଳ,୧୨ା୩(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ଭାବେ ସସ୍ମିତା ରାଣୀ ନାଏକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ନିର୍ବାଚନ ପ୍ରକ୍ରିୟାରେ ନାଏକ ଏକମାତ୍ର…
ପରଜଙ୍ଗ, ୧୨ ।୩(ଡି.ଏନ୍.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳରେ ହାତୀପଲ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ହାତୀଙ୍କୁ ଜନବସତି ମୁହଁା କରାଇଥିବାବେଳେ…
ଢେଙ୍କାନାଳ ଅଫିସ, ୧୨ ।୩ ଶେଷ ପର୍ଯ୍ୟନ୍ତ ଟିକଟ ପାଇଁ ଆଶା ବାନ୍ଧି କରିଥିଲେ ଅପେକ୍ଷା। ତେବେ ଦଳୀୟ ନିଷ୍ପତ୍ତି ଆଗରେ ନିରାଶ ହେବାକୁ ପଡ଼ିଲା। ଏବେ…
ଢେଙ୍କାନାଳ ଅଫିସ, ୧୨ ।୩ ଢେଙ୍କାନାଳ ସଦର ରେଞ୍ଜ୍ ଗହମଖୁଣ୍ଟି ରାସ୍ତାରେ କ୍ଷତାକ୍ତ ଅବସ୍ଥାରେ ବୁଲୁଥିବା ଏକ ଦନ୍ତାହାତୀ ଆତଙ୍କ ସୃଷ୍ଟି କରିଛି। ହାତୀର ପଛ ଡାହାଣ…
ଢେଙ୍କାନାଳ ଅଫିସ, ୧୧ା୩ ଢେଙ୍କାନାଳ ଷ୍ଟାଡିୟମ୍ରେ ଅନୁଷ୍ଠିତ ଦ୍ୱିତୀୟ ନାଭାଲ ଟାଟା ହକି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୭ ମହିଳା ହକି ଖେଳାଳି ଗ୍ୟାସ୍ଟ୍ରାଇଟ୍ର ଶିକାର ହୋଇ…
ଢେଙ୍କାନାଳ ଅଫିସ, ୧୧ା୩ ଆସନ୍ତା ୨୪ରେ ବହୁ ପ୍ରତୀକ୍ଷିତ ପୌର ନିର୍ବାଚନ। ଏଥିଲାଗି ସରିଛି ନାମାଙ୍କନ ପ୍ରକ୍ରିୟା। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ୧୪ ତାରିଖରେ ଚୂଡ଼ାନ୍ତ ତାଲିକା…
କାମାକ୍ଷାନଗର, ୧୦ା୩(ଡି.ଏନ୍.ଏ.): ପୌର ନିର୍ବାଚନ ପାଇଁ ବୁଧବାର ନାମାଙ୍କନ ପତ୍ର ଯାଞ୍ଚ ସରିଛି। କାମାକ୍ଷାନଗର ଏନ୍ଏସିର ୧୫ଟି ଓ୍ବାର୍ଡରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ୩୦ କାଉନ୍ସିଲର ପ୍ରାର୍ଥୀ ଏବଂ…
ପରଜଙ୍ଗ, ୧୦ା୩(ଡି.ଏନ୍.ଏ.): ଢେଙ୍କାନାଳ ଜିଲାର ୨୭ ଜିଲା ପରିଷଦ ଜୋନ୍ରୁ ୨୬ଟି କବ୍ଜା କରିଛି ବିଜେଡି। ଦଳକୁ ବିପୁଳ ଜନସମର୍ଥନ ମିଳିଛି ସତ, ହେଲେ ପରଜଙ୍ଗ ବ୍ଲକ…
ଢେଙ୍କାନାଳ ଅଫିସ, ୧୦ା୩: ଢେଙ୍କାନାଳ ପୌର ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ଯାଞ୍ଚ ପରେ ୨୩ ୱାର୍ଡର ୮୫ କାଉନ୍ଲସିଲର ଏବଂ ୭…