ଦେବଗଡ଼

CORONAVIRUS UPDATE: ୩ ନୂଆ ଜିଲାକୁ ଛୁଇଁଲା କରୋନା: କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନ ସୁଦ୍ଧା ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଅପରପକ୍ଷେ ୩ ନୂଆ ଜିଲାକୁ ଛୁଇଁଛି କରୋନା। କେନ୍ଦୁଝର, ଦେବଗଡ଼…

୬୦ ଲିଟର ମହୁଲି ମଦ ଜବତ, ୫ ଗିରଫ

ଦେବଗଡ଼,୨୯ା୪(ଡି.ଏନ୍‌.ଏ.)-ଅବକାରୀ ବିଭାଗ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୬୦ ଲିଟର ମହୁଲି ମଦ ଓ ୧୮୮୦ କେଜି ମହୁଲ ପୋଚ ଜବତ କରାଯାଇଛି ା ଉପରୋକ୍ତ ଘଟଣାରେ ୫ଟି ମାମଲା ରୁଜୁ ହୋଇଛି ା ୫ ଅଭିଯୁକ୍ତଙ୍କୁ ଅବକାରୀ…

୨୪ ଘଣ୍ଟାରେ ୫ ଦୋକାନ ସିଲ୍‌

ଦେବଗଡ଼,୨୯ା୪(ଡି.ଏନ.ଏ.)-ଲକ୍‌ଡାଉନ କଟକଣା ସତ୍ତ୍ୱେ ନିର୍ଦ୍ଧାରିତ ସମୟଠାରୁ ଅଧିକ ସମୟ ଦୋକାନ ଖୋଲା ରଖିବା ଏବଂ କୌଣସି କାମ ନ ଥାଇ ବାହାରେ ବୁଲାବୁଲି କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଜିଲା ପ୍ରଶାସନ ା ମାସ୍କ ବ୍ୟବହାର କରୁ…

ମାନବିକତା ନ ଭୁଲିବାକୁ ପୋଲିସକୁ ପରାମର୍ଶ ଦେଲେ ଏସ୍‌ପି

ଦେବଗଡ,୨୬ା୪(ଡି.ଏନ.ଏ.): ଦେବଗଡ ଆଦର୍ଶ ଥାନା ପରିସରରେ ରବିବାର ଏସ୍‌ପି ରାହୁଲ ଜୈନ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଲକ୍‌ ଡାଉନ୍‌, ସାମାଜିକ ଦୂରତ୍ୱ ଏବଂ ମାସ୍କ ବ୍ୟବହାର ଉପରେ ବୁଝାଇଛନ୍ତି। ଏ ସବୁ ନୀତି ନିୟମଗୁଡିକୁ ଠିକ ଭାବେ କାର୍ଯ୍ୟକାରୀ କରିବା…

ଅଗଣାରେ ଶୋଇଥିଲେ ଯୁବକ: ସାପ କାମୁଡ଼ାରେ ଜୀବନ ଗଲା

ଦେବଗଡ,୨୬ା୪(ଡି.ଏନ.ଏ.):ଦେବଗଡ ଥାନା ଅଧୀନ ଖଜୁରୀବାହାଳ ଗ୍ରାମରେ ଶନିବାର ରାତିରେ ସାପ କାମୁଡାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ ଖଜୁରୀବାହାଳ ଗ୍ରାମର ସତାରୀ ସାମାଡ(୨୬) ସବୁଦିନ ଭଳି ନିଜ ଘର ଅଗଣାରେ ଶୋଇଥିବା ବେଳେ ସାପ ତାଙ୍କୁ କାମୁଡି ଦେଇଥିଲା।…

କରୋନା ଯୁଦ୍ଧରେ ଆଉ ଜଣେ ଯୋଦ୍ଧାଙ୍କ କାହାଣୀ

ଦେବଗଡ଼,୨୫ା୪(ଡି.ଏନ.ଏ.) ଗତ ଜାନୁୟାରୀ ୨୯ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ମହିଳା କନ୍‌ଷ୍ଟେବଳ ସଂଯୁକ୍ତା ପାତ୍ର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ତଥାପି କରୋନା ମୁକାବିଲାରେ ତାଙ୍କ ସହକର୍ମୀମାନେ କାମରେ ଲାଗିଥିବାରୁ ଏହି…

ମହୁମାଛି ଆକ୍ରମଣରେ ଜୀବନ ଗଲା

ଦେବଗଡ଼,୨୨ା୪(ଡି.ଏନ.ଏ.): ଦେବଗଡ ସହରର ମିରଗିଡିଆ ସାହିର ଅର୍ଜୁନ ମୁଣ୍ଡା (୫୫) ନାମକ ଜଣେ ବ୍ୟକ୍ତିଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ନିଜର କେତେକ ସାଥୀଙ୍କ ସହ ନିକଟସ୍ଥ ଜଙ୍ଗଲକୁ ଭୋଜି କରିବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲରେ ଥିବା ମହୁମାଛି…

ଜଙ୍ଗଲରେ ବନରକ୍ଷୀଙ୍କୁ ଆକ୍ରମଣ, ସରକାରୀ ଗାଡି ଭଙ୍ଗାରୁଜା

ଦେବଗଡ଼,୨୨ା୪(ଡି.ଏନ.ଏ): ଦେବଗଡ ବନଖଣ୍ଡ କୁଣ୍ଢେଇଗୋଳା ସେକ୍ସନ ଅଧୀନ ସଂଘାପଶି ଜଙ୍ଗଲରେ ବନରକ୍ଷୀ କାର୍ତ୍ତିକେୟ ପ୍ରଧାନଙ୍କୁ ଆକ୍ରମଣ ହୋଇଛି। ପଡୋଶୀ ଅନଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାଟକୁମୁଣ୍ଡା ଗ୍ରାମର କେତେକ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଛନ୍ତି। ଏମାନେ ଗଛ କାଟି ଚୋରି…

ଘରକୁ ଘର ବୁଲି ଚାଲିଛି ସର୍ଭେ

ଦେବଗଡ଼,୨୨ା୪(ଡି.ଏନ.ଏ)-ଦେବଗଡ଼ ଜିଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମିଶନ ମୁଡ୍‌ରେ ଚାଲିଛି ସର୍ଭେ ା ଅଙ୍ଗନଓ୍ବାଡି କର୍ମୀ, ସହାୟିକା, ଏଏନଏମ୍‌ ଏବଂ ଆଶାକର୍ମୀଙ୍କ ଟିମ୍‌ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରତି ଘରକୁ ଯାଇ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସର୍ଭେ କରୁଛନ୍ତି ା କୌଣସି…

ମାଛ ବିକ୍ରି ଆରମ୍ଭ କଲେ ସ୍ବୟଂ ସହାୟକ ଗୋଷ୍ଠୀ

ଦେବଗଡ,୨୨ା୪(ଡି.ଏନ.ଏ.)-ଲକ୍‌ ଡାଉନ ସମୟରେ ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ା ଏହା ହୃଦୟଙ୍ଗମ କରି ରାଜ୍ୟ ସରକାର କେତେକ କ୍ଷେତ୍ରରେ କରୋନା ପାଇଁ ନିଆଯାଇଥିବା କେତେକ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ା ଏହାକୁ ଆଖି ଆଗରେ ରଖି ଦେବଗଡ଼ ଜିଲାର…

ପ୍ରଭାବ ପକାଇଛି ଲକ୍‌ ଡାଉନ, ଭୋକ୍‌ ଉପାସରେ କଟୁଛି ଦିନ

ବାରକୋଟ, ୧୯।୪ (ଡି.ଏନ.ଏ.)- ଲକ୍‌ ଡାଉନ ପ୍ରଭାବରେ ଦିନ ମଜୁରିଆଙ୍କ ଅବସ୍ଥା ଦୟନୀୟ ସ୍ଥିତିରେ ପହଞ୍ଚତ୍ଛି। ଏମାନଙ୍କ ଲାଗି ଅବଶ୍ୟ ସରକାରୀ ସହାୟତା କିଛି ମାତ୍ରାରେ ସହାୟକ ହେଉଛି। ତଥାପି ଅନେକ ଯୋଗ୍ୟ ହିତାଧିକାରୀ ସରକାରୀ ସହାୟତାରୁ ବଞ୍ଚତ୍ତ ହୋଇଛନ୍ତି। ଏଭଳି…

ମାସ୍କ ପିନ୍ଧିଲେନି, ଜରିମାନା ଦେଲେ

ଦେବଗଡ,୧୯।୪ (ଡି.ଏନ.ଏ.)-ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଅବମାନନା କରିଥିବା ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଶନିବାର ଦେବଗଡ ଜିଲାର ୧୨୯ଜଣ ଅମାନିଆଙ୍କଠାରୁ ୨୫ହଜାର ୮୦୦ଟଙ୍କା ଜରିମାନା ଆଦାୟ କରାଯାଇଛି ା

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?