ଦେବଗଡ଼

ଦେବଗଡ଼ ଜିଲାରେ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ

ଦେବଗଡ଼, ୨୭।୫(ଡି.ଏନ୍‌.ଏ.): ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଏବଂ ଜିଲା ଦୌରା ଜଜ୍‌ ତଥା ଅଧ୍ୟକ୍ଷ, ଜିଲା ଆଇନ ସେବା ପ୍ରାଧିକରଣ, ଦେବଗଡ଼ ଗୌତମ ଶର୍ମା ଏବଂ ସଚିବ, ଜିଲା ଆଇନ ସେବା ପ୍ରାଧିକରଣ, ଦେବଗଡ଼…

ବଳତ୍କାର ମାମଲାରେ ବିଚାରଧୀନ ବନ୍ଦୀଙ୍କ ସହ ପୀଡ଼ିତାଙ୍କ ବିବାହ

ଦେବଗଡ଼,୨୩ା୫(ଡି.ଏନ୍‌.ଏ.): ବଳାତ୍କାର ଅଭିଯୋଗରେ ୪ ବର୍ଷ ଧରି ବିଚାରଧୀନ ବନ୍ଦୀ ଥିବା ଯୁବକଙ୍କ ସହ ପୀଡ଼ିତା ଯୁବତୀଙ୍କ ମଙ୍ଗଳବାର ବିବାହ ହୋଇଛି। ଜେଲ କର୍ତ୍ତୃପକ୍ଷ ଓ ପୋଲିସ ବିଭାଗ ପକ୍ଷରୁ ଏହା ଆୟୋଜନ କରାଯାଇଥିଲା। ଯୁବତୀ ଓ ଯୁବକ ହେଲେ ଦେବଗଡ଼…

ସଫେଇ କର୍ମଚାରୀଙ୍କୁ ମିଳୁନିି ଦରମା

ଦେବଗଡ଼୯।୫(ଡି ଏନ ଏ): ଦେବଗଡ଼ର ମୁନିସିପାଲିଟି ପୌର ପରିଷଦର ସଫେଇ କର୍ମଚାରୀମାନେ ଏକ ମାସର ଦରମା ପାଇଁ ନ ଥିବାରୁ ମଙ୍ଗଳବାର ମୁନିସିପାଲିଟି କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପୌର ପରିଷଦ ସଫେଇ କର୍ମଚାରୀ ସଂଘର ସଭାପତି ଧର୍ମେନ୍ଦ୍ର କୁମାର…

ଉଚ୍ଛେଦ ପ୍ରକ୍ରିୟାରେ ଲୁଚକାଳି ଖେଳୁଛି ଜିଲା ପ୍ରଶାସନ

ଦେବଗଡ଼, ୩୦।୪ (ଡି.ଏନ୍‌.ଏ.) ଦେବଗଡ଼ ସହରସ୍ଥିତ କଲେଜ ରୋଡ ଶନିମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରେ ଲୁଚକାଳି ଖେଳୁଛି ଜିଲା ପ୍ରଶାସନ। ବାରମ୍ବାର ଉଚ୍ଛେଦ ପାଇଁ ଆସି ବିଭିନ୍ନ ଆଳ ଦେଖାଇ ଫେରିଯାଉଛନ୍ତି। ଶୁକ୍ରବାର ପୁଣି…

ଟଙ୍କା ବଳରେ ବିଧାୟକ ଟିକେଟ ହାତେଇବାକୁ ଉଦ୍ୟମ

ଦେବଗଡ଼, ୨୩।୪: (ଡି.ଏନ୍‌.ଏ.) ଦେବଗଡ଼ ଜିଲାରେ ତିନୋଟି ବ୍ଲକ, ୭୦ପଞ୍ଚାୟତ ଗୋଟିଏ ମ୍ୟୁନିସିପାଲିଟି ରହିଛି। ଗୋଟିଏ ଜିଲା ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ। ଦେବଗଡ଼ ଜିଲାରେ ଯେତିକି ଉନ୍ନତି ହେବା କଥା ହୋଇପାରୁନାହିଁ। ଏଠାରେ ନେତା, ନେତ୍ରୀ ସମସ୍ତେ ବ୍ୟକ୍ତିଗତ ଫାଇଦା…

ବାଲିଘାଟରେ ଏସ୍‌ଟିଏଫ୍‌ ଚଢ଼ାଉ

ଦେବଗଡ଼,୨୨।୪(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଉକ୍ତ ଘଟଣାରେ ବାରକୋଟ ତହସିଲ ପକ୍ଷରୁ ୩ ଲକ୍ଷ ୨୬ ହଜାର ୬ ଶହ ଟଙ୍କା ଜରିମାନା କରାଯିବା ସହ…

ଜିଲା ମୁଖ୍ୟ ଚିକିତ୍ସାଳୟ ପାଖରେ ନାହିଁ ଶୌଚାଳୟ

ଦେବଗଡ,୨୧।୪: (ଡି ଏନ ଏ) ଦେବଗଡ ପୌରପାଳିକାର ଜନସଂଖ୍ୟା ବଢିବାରେ ଲାଗିଛି। ସହରର ପରିମଳ ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଇ ବିଭନ୍ନ ସ୍ଥାନରେ ଶୌଚାଳୟ ଏବଂ ଗୋଷ୍ଠୀ ଶୌଚାଳୟ ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଉଛି। ହେଲେ ବ୍ୟସ୍ତବହୁଳ ସଦର ମହକୁମାସ୍ଥିତ ମୁଖ୍ୟ…

ପୋଖରୀ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଦେବଗଡ଼, ୧୯।୪(ଡି.ଏନ୍‌.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ଏଥିପାଇଁ ଯେଉଁମାନେ ପୋଖରୀ ଜବରଦଖଲ କରିଛନ୍ତି, ସେମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ହେଲେ ଉଚ୍ଛେଦ କାମ ବାରମ୍ବାର ଘୁଞ୍ଚିବା…

ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା

ଦେବଗଡ଼,୫।୪(ଡି.ଏନ୍‌.ଏ.): ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା । ମଙ୍ଗଳବାର ବିଳମ୍ବିତ ରାତିରେ ଦେବଗଡ ପ୍ରଧାନପାଟ ରାସ୍ତାରେ ଥିବା ଭାରତ ଫାଇନାନ୍ସ ଅଫିସ ସମ୍ମୁଖରେ ଏଭଳି ଘଟିଛି। ମୃତ ମହିଳା ଜଣକ ସମ୍ବଲପୁର ଜିଲା କୁଚିଣ୍ଡା…

ଜବରଦଖଲ ଉଚ୍ଛେଦରେ ପ୍ରଶାସନର ପଛଘୁଞ୍ଚା

ଦେବଗଡ଼,୩।୪(ଡି.ଏନ୍‌.ଏ.): ଦେବଗଡ଼ ସହର କଲେଜ ରୋଡ ଶନି ମନ୍ଦିର ନିକଟ ଷୋହଳ ବଖରି କଟା (ପୋଖରୀ) ଉନ୍ନତିକରଣ କରାଯାଉଛି। ହେଲେ ଏହି ପୋଖରୀର କିଛି ଜାଗାକୁ କେତେଜଣ ବ୍ୟକ୍ତି ଜବରଦଖଲ କରିରଖିଛନ୍ତି। ଫଳରେ ଆଗକୁ ଉନ୍ନତିକରଣ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେବା…

ବିଭିନ୍ନ ଓ୍ବାର୍ଡକୁ ପାନୀୟ ଜଳ ଯୋଗାଣ

ଦେବଗଡ଼,୩୧ା୩(ଡି.ଏନ୍‌.ଏ.): ବାରକୋଟ ବ୍ଲକ କଲା ପଞ୍ଚାୟତର ବିଭିନ୍ନ ଓ୍ବାର୍ଡକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଶୁକ୍ରବାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ଓ୍ବାର୍ଡ ନମ୍ବର ୧, ୨,୩ ଏବଂ ୫ର ବାସିନ୍ଦାଙ୍କ ପାଇଁ ଏହି ପ୍ରକଳ୍ପରୁ ପାନୀୟ ଜଳ…

ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ପୋଲିସର ତଦନ୍ତ ଆରମ୍ଭ

ଦେବଗଡ଼,୨୫।୩ (ଡି.ଏନ. ଏ.): ରିଆମାଳ ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଥିବା ବେଳେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି l ତେବେ ଘରେ ପଶି ଜଣେ ଅଜଣା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗ୍ରାମର ଯୋଗୀନ୍ଦ୍ର ନାଗ ନାମକ ବ୍ୟକ୍ତିଙ୍କ ମୃତ୍ୟୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri