ଦେବଗଡ଼

ନାବାଳିକାଙ୍କୁ ବଳାତ୍କାର କରି ଥିଲେ ଫେରାର: ଚେନ୍ନାଇରେ ମାଡ଼ିବସିଲା ପୋଲିସ

ଦେବଗଡ,୧୮।୭(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଫେରାର ଥିବା ଜଣେ ଯୁବକଙ୍କୁ ଗୁରୁବାର ବାରକୋଟ ଥାନା ପୋଲିସ ଚେନ୍ନାଇରୁ ଗିରଫ କରିଛି । ଗିରଫ ଯୁବକ ଜଣକ ଅନୁଗୋଳ ଜିଲା ପାଲଲହଡା ଥାନା…

ଦେବଗଡ଼ରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ

ଦେବଗଡ଼,୧୭।୭(ଶଶାଙ୍କ ଶେଖର ଝାଙ୍କର): ବାଲେଶ୍ୱର ଫକୀର ମୋହନ ସ୍ବବୟଂ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣାରେ କଂଗ୍ରେସ ଗୁରୁବାର ଓଡିଶା ବନ୍ଦ ଡାକରା ଦେଇଛି । ଦେବଗଡ ଜିଲାରେ ମଧ୍ୟ ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବ୍ୟବସାୟିକ ପ୍ରତିଷ୍ଠାନ…

୭ ଦିନ ପରେ ବି ରହସ୍ୟ ଘେରରେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା: ଯୁବତୀଙ୍କ ପରିଚୟ ନପାଇ ମୃତଦେହ ପୋତିଲା ପୋଲିସ

ଦେବଗଡ,୮।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଠିଆନାଳ ଗ୍ରାମର ଏକ ନାଳରୁ ଜଣେ ଅଚିହ୍ନା ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହେବାର ଇତି ମଧ୍ୟରେ ୭ ଦିନ ବିତିଯାଇଛି । ମାତ୍ର ମୃତା ଯୁବତୀଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବାରୁ…

ଭିନ୍ନ ଜାତିରେ ବିବାହ କରିଥିଲେ, ମୃତଦେହ ଛୁଇଁଲାନି ଜାତି ସମାଜ: ମଶାଣିରେ ପୋତିଲେ ସ୍ବେଚ୍ଛାସେବୀ

ଦେବଗଡ଼,୨ା୭(ଶଶାଙ୍କ ଶେଖର ଝାଙ୍କର):ଭିନ୍ନ ଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଜାତି ସମାଜର ଜନସାଧାରଣ। ପ୍ରାୟ ୩ ଘଣ୍ଟା ମୃତଦେହ ପଡ଼ିରହିବା ପରେ ସ୍ବେଚ୍ଛାସେବୀମାନେ ବୋହିନେଇ ମଶାଣିରେ ପୋତିଛନ୍ତି। ମଙ୍ଗଳବାର ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲା ତିଲେଇବଣି ବ୍ଲକ…

ଯୁବତୀଙ୍କୁ ମାରି ନାଳରେ ଫିଙ୍ଗିଦେଲେ !

ଦେବଗଡ଼,୧।୭: ଦେବଗଡ଼ ଜିଲାର କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଠିଆନାଳ ଗାଁର ଏକ ନାଳରୁ ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ଚପଲ ଓ ହେୟାର କ୍ଲିପ୍‌ ପଡ଼ିଥିବା ଦେଖାଯାଇଛି। ଯୁବତୀଙ୍କ ମୁହଁରେ ଓଢ଼ଣୀ ଲାଗିଥିବା ଯୋଗୁଁ ତାଙ୍କର…

କୋରଡକୋଟ ଜଙ୍ଗଲରୁ ମିଳିଲା କଙ୍କାଳ: ତେବେ କାହାର ଏହି କଙ୍କାଳ ଏବେ…

ଦେବଗଡ,୨୯।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଥାନା ଅନ୍ତର୍ଗତ କୋରଡକୋଟ ଜଙ୍ଗଲ ମଧ୍ୟରେ ଏକ ମଣିଷ କଙ୍କାଳ ଠାବ ହୋଇଥିବା ଜଣାପଡିଛି। କେତେକ ଲୋକ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ କୋରଡକୋଟ (କାଇଝରଣ)ଘଞ୍ଚ ଜଙ୍ଗଲ ମଧ୍ୟରେ କୋଣସି ଏକ ଅଜଣା ବ୍ୟକ୍ତିଙ୍କର…

ଦିଅରଙ୍କୁ ବିବାହ କରିବାକୁ ଚାହୁଁଥିଲେ ବିଧବା ଭାଉଜ, ସାନ ଯା’ଙ୍କୁ ମାରିଦେଲେ: ବାନ୍ଧିଲା ପୋଲିସ

ଦେବଗଡ,୨୪।୬(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମରେ ୨୦୨୩ ମସିହା ଜୁନ ମାସରେ ଘଟିଥିବା ବହୁ ଚର୍ଚ୍ଚିତ ପୂଜା ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଆବଶ୍ୟକ ତଥ୍ୟ ଏବଂ ପ୍ରମାଣ ଯୋଗାଡ କରିବା…

ଜିଲାରେ ପାଳନ ହେଉନି ସରକାରୀ ନିୟମ: ବିଧାୟକ ଆଣିଲେ ସାଂଘାତିକ ଅଭିଯୋଗ

ଦେବଗଡ଼,୨୩ା୬(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଜିଲାରେ ସରକାରୀ ନିୟମ ପାଳନ ହେଉନି। ସରକାର ଭିଏଲ୍‌ଏଲ୍‌ ମାଧ୍ୟମରେ ନିର୍ମାଣ କାର୍ଯ୍ୟ କରିବାର ଡିଣ୍ଡିମ ପିଟିଥିଲେ ହେଁ ଅଧିକରୁ ଅଧିକ ଡିପାର୍ଟମେଣ୍ଟାଲ କାମ ହେଉଛି। ତେବେ ଡିପାର୍ଟମେଣ୍ଟାଲ କାମଗୁଡିକ ବିକ୍ରି ହେଉଥିବା ନଜରକୁ ଆସୁଛି।…

ଚାଲାଣ ହେବା ପୂର୍ବରୁ ଖସିଆସିଲେ ନାବାଳିକା, ବାପା-ଭାଇଙ୍କ ନାମରେ ଆଣିଲେ ଏମିତି ଅଭିଯୋଗ

ଦେବଗଡ଼,୧୬ା୬(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ବ୍ଲକ ସଇଡ଼ା ପଞ୍ଚାୟତର ଶରଣକୋଟ ଗ୍ରାମରେ ଚାଲାଣ ହେବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏକ ୧୫ ବର୍ଷର ନାବାଳିକା। ସରୁଆଳି ପଞ୍ଚାୟତର ଖୁଣ୍ଟା ଗ୍ରାମରୁ କିଛି ଯୁବକ ଶରଣକୋଟ ଗ୍ରାମକୁ ଏକ ବୋଲେରୋ ଯୋଗେ…

କାଜୁ ବଗିଚାରେ ମହିଳାଙ୍କୁ କଚାଡ଼ି ମାରିଲା ହାତୀ

ଦେବଗଡ଼,୮ା୬(ଶଶାଙ୍କ ଶେଖର ଝାଙ୍କର): ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଆଉଁଳିରେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା କୈଳାସ ପ୍ରଧାନଙ୍କ ସ୍ତ୍ରୀ କଳାବତୀ ପ୍ରଧାନ ବୋଲି ଜଣାପଡ଼ିଛି। କାଜୁ ବଗିଚାରେ ମହିଳାଙ୍କୁ କଚାଡ଼ି…

ଘରକୁ ଫେରିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ୨ ଯୁବକଙ୍କ ଜୀବନ

ଦେବଗଡ଼,୬ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅନ୍ତର୍ଗତ ପ୍ରଭାସୁଣୀସ୍ଥିତ କ୍ରସର ନିକଟ ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ବାଇକ୍‌କୁ ଅଜଣା ଗାଡ଼ି ଧକ୍କା ଦେବାରୁ ଦୁଇ ବାଇକଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ଯୁବକ ବାରକୋଟ…

ଅନ୍ୟଜାତିରେ ବିବାହ କରିଥିବାରୁ ମୃତଦେହ ଛୁଇଁଲେନି ଆତ୍ମୀୟସ୍ବଜନ: ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ

ଦେବଗଡ,୨୭।୫(ଶଶାଙ୍କ ଶେଖର ଝାଙ୍କର): ସାମାଜିକ ବାସନ୍ଦ ଭୟରେ ଛୁଇଁଲେ ନିଜ ଆତ୍ମୀୟଙ୍କ ମୃତଦେହ । ଅନ୍ତିମ ସଂସ୍କାର କଲେ ସାମାଜିକ କର୍ମୀ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଆଜି ଏକ ଅଭାବନୀୟ ଘଟଣା ବାରକୋଟ ବ୍ଲକ ଅନ୍ତର୍ଗତ ବଳମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?