ଦେବଗଡ଼

ହାତୀ ଉପଦ୍ରବ:ଭାଙ୍ଗିଲା ଘର-ଅଙ୍ଗନୱାଡି କେନ୍ଦ୍ର

ଦେବଗଡ,୨୦ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ବନଖଣ୍ଡ କଂସର ଫରେଷ୍ଟ ସେକ୍ସନ ସଡୋ ବିଟ ଅନ୍ତର୍ଗତ ବେଲୁଆମ ଏବଂ ସଡୋ ଗ୍ରାମରେ ରବିବାର ରାତିରୁ ଏକ ଦନ୍ତା ହାତୀର ଉପଦ୍ରବ ଜାରି ରହିଛି। ହାତୀଟି ଗାଁ ଭିତରେ ପଶି ଘର ଭାଙ୍ଗିବା ସହ…

ଲୋକଙ୍କ ଅଭିଯୋଗ ଶୁଣିଲେ ଅଧିକାରୀ: ଖୁବ୍‌ଶୀଘ୍ର ହେବ ସମାଧାନ

ଦେବଗଡ଼,୨୦ା୫(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲା ତିଲେଇବଣି ବ୍ଲକ ସୁଗୁଡ଼ା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୪୫ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ…

ଶିକ୍ଷକଙ୍କୁ ଦରମା ପ୍ରଦାନ ପାଇଁ ଜିଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର

ଦେବଗଡ଼,୧୭ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକରେ କାର୍ଯ୍ୟରତ ଏନ୍‌ପିଏସ୍‌ ଶିକ୍ଷକଙ୍କୁ ଗତ ମାସର ଦରମା ପ୍ରଦାନ କରାଯାଇ ନ ଥିବା ବେଳେ ପରିବାର ଗୁଜୁରାଣ ମେଣ୍ଟାଇବାରେ ସେମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଣୁ ଦରମା…

ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ଜିଲା କଂଗ୍ରେସ ପକ୍ଷରୁ ଦାବିପତ୍ର

ଦେବଗଡ଼,୧୭ା୫(ଶଶାଙ୍କ ଶେଖର ଝାଙ୍କର): ସରକାରଙ୍କ ଅବହେଳା ଯୋଗୁ ଦେବଗଡ଼ ଜିଲାର ଅନେକ ଯୋଗ୍ୟ ହିତାଧକାରୀ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ରହିଛନ୍ତି। ସରକାରଙ୍କ ଏହି ଯୋଜନାରୁ ବଞ୍ଚିତ ଥିବା ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ ପାଇଁ ଦେବଗଡ଼ ଜିଲା କଂଗ୍ରେସ…

ବହୁଚର୍ଚ୍ଚିତ ସୁରେଶ ଶବର ହତ୍ୟା ଘଟଣା: ୧୫ ଦିନ ପରେ ଅଭିଯୁକ୍ତ ଗିରଫ

ଦେବଗଡ,୧୬।୫(ଶଶାଙ୍କ ଶେଖର ଝାଙ୍କର):ଗତ ଏପ୍ରିଲ ୩୦ ତାରିଖ ରାତ୍ରୀରେ ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯)ହତ୍ୟା ଘଟଣାର ଅଭିଯୁକ୍ତକୁ ପୋଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହତ୍ୟାକାରୀ…

ମନରେଗାରେ ଅନିୟମିତତା ଜାରି:ମେଶିନ କରୁଛି କାମ, ଏନଏମଏମଏସ୍‌ରେ ଅପଲୋଡ ହେଉଛି ଜାଲ ଫଟୋ

ଦେବଗଡ, ୧୪/୫(ଶଶାଙ୍କ ଶେଖର ଝାଙ୍କର):ଗତ କିଛିମାସ ହେଲା ମନରେଗା ଯୋଜନାର ନିର୍ମାଣ କାର୍ଯ୍ୟରେ ଅନିୟମିତତା ନେଇ ତିଲେଇବଣି ବ୍ଲକ ଅନ୍ତର୍ଗତ ତାଳକୁଣ୍ଡି ଗ୍ରାମପଞ୍ଚାୟତ ଚର୍ଚ୍ଚାରେ ରହିଆସିଛି । ଶ୍ରମିକମାନଙ୍କୁ କର୍ମ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଏହି…

ଶିକାରୀ ସୁରେଶ ଶବର ହତ୍ୟା ଘଟଣାର ପର୍ଦ୍ଦାଫାଶ: ପରକୀୟା ପ୍ରୀତିରୁ ଘଟିଛି ହତ୍ୟାକାଣ୍ଡ

ଦେବଗଡ,୧୩।୫(ଶଶାଙ୍କ ଶେଖର ଝାଙ୍କର):ଗତ ଏପ୍ରିଲ ୩୦ରେ ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯) ହତ୍ୟା ଘଟଣାର ଇତିମଧ୍ୟରେ ୧୨ ଦିନ ବିତିଯାଇଛି। ମାତ୍ର ଅଦ୍ୟାବଧି ହତ୍ୟାକାରୀ ଗିରଫ ହୋଇନାହାନ୍ତି। ତେବେ ହତ୍ୟାକାରୀ…

ବିଷ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ୧୫ ଦିନ ତଳେ ଦୁହେଁ…

ଦେବଗଡ଼,୧୧ା୫(ଶଶାଙ୍କ ଶେଖର ଝାଙ୍କର): ଏକ ଅଭାବନୀୟ ଘଟଣାକ୍ରମରେ ପ୍ରାୟ ୧୫ ଦିନ ହେଲା ଏକାଠି ରହୁଥିବା ପ୍ରେମୀଯୁଗଳ ଶନିବାର ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିବା ସହ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ସୂଚନାନୁଯାୟୀ ଦେବଗଡ଼ ଜିଲା କଣ୍ଟାପାଲି…

ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର ହତ୍ୟା ଘଟଣା: ୧୦ ଦିନ ପରେ ବି ପୋଲିସର ହାତ ଖାଲି 

ଦେବଗଡ଼,୧୧।୫(ଶଶାଙ୍କ ଶେଖର ଝାଙ୍କର): ଏପ୍ରିଲ ୩୦ରେ ରାତିରେ ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ମର୍ହା ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ବନ୍ୟଜନ୍ତୁ ଶିକାରୀ ସୁରେଶ ଶବର(୫୯) ହତ୍ୟା ଘଟଣାର ଇତିମଧ୍ୟରେ ୯ ଦିନ ବିତିଯାଇଛି । ମାତ୍ର ଏବେ ବି…

ଲମ୍ବି ଲମ୍ବି ଯାଉଛି କଳା କାରନାମାର ତାଲିକା: ଉଇଲିୟମଙ୍କ ବିରୋଧରେ ଆଉ ୨ ଠକେଇ ମାମଲା ରୁଜୁ

ଦେବଗଡ,୧୦।୫(ଶଶାଙ୍କ ଶେଖର ଝାଙ୍କର): ନିଜକୁ ନେତା, ମନ୍ତ୍ରୀ ଓ ନିଜକୁ ପ୍ରଭାବଶାଳୀ ନେତା ମନ୍ତ୍ରୀଙ୍କ ପାଖଲୋକ ଦର୍ଶାଇବା ସହ ସେମାନଙ୍କ ସହିତ ଉଠାଇଥିବା ଫଟୋ ଦେଖାଇ ଲକ୍ଷଲକ୍ଷ ଟଙ୍କା ଠକେଇ କରି ଜେଲ ହାଜତରେ ଥିବା ହାଇପ୍ରୋଫାଇଲ ଠକ ଉଇଲିୟମ ହେନେଜଙ୍କ…

ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା

ଦେବଗଡ,୧୦।୫(ଶଶାଙ୍କ ଶେଖର ଝାଙ୍କର):ଭାରତୀୟ ସେନାର ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ଦେବଗଡ ପୌର ପରିଷଦ ପକ୍ଷରୁ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦେବଗଡ ପୌର ପରିଷଦ ନିର୍ବାହୀ ଅଧିକାରୀ କୃପାସିନ୍ଧୁ ସ୍ବାଇଁଙ୍କ ଆବାହନରେ ଏବଂ ପୌର ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ…

ରାସ୍ତା ଅବରୋଧକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

ଦେବଗଡ଼,୯ା୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରାଞ୍ଚଳରେ ରାସ୍ତା ଅବରୋଧ କରି ବ୍ୟବସାୟୀମାନଙ୍କ ବିରୋଧରେ ପୌର ପରିଷଦ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସ୍ବରୂପ ପୌରାଞ୍ଚଳର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋକାନ ଖୋଲି ରାସ୍ତା ଉପରେ ସାମଗ୍ରୀ ରଖୁଥିବା ବ୍ୟବସାୟୀଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri