କଟକ

ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀ:୩ ଦଳ ପାଇଁ ସମ୍ମାନର ପ୍ରଶ୍ନ

ବାଙ୍କୀ, ୨୬।୨(ଜ୍ଞାନରଞ୍ଜନ ମିଶ୍ର):କଟକ ଜିଲା ଅନ୍ତର୍ଗତ ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀ ବାଙ୍କୀ ଏନ୍‌ଏସି, ବାଙ୍କୀ ବ୍ଲକ, ଡମପଡ଼ା ବ୍ଲକ ଏବଂ ବାରଙ୍ଗ ବ୍ଲକର ୮ଟି ପଞ୍ଚାୟତକୁ ନେଇ ଗଠିତ। ଏଠାରୁ ବିଜେଡି ପ୍ରାର୍ଥୀ ଲଗାତର ୩ ଥର ଜିତି ଆସିଛନ୍ତି। ୨୦୦୪ରେ…

‘୨୦୧୯ର ପ୍ରତିଶୋଧ ନେବ ଭାଜପା’

କଟକ,୨୬ା୨(ଶିଳ୍ପା ପ୍ରିୟଦର୍ଶିନୀ):ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ଭାଜପା ପକ୍ଷରୁ ବିରୋଧ କରାଯାଉଛି। ବହୁସଂଖ୍ୟକ ଯୁବତୀଯୁବକ ମଧ୍ୟ ଏହାକୁ ବିରୋଧ କରୁଛନ୍ତି। ଆଗାମୀ ନିର୍ବାଚନରେ ବିଜେଡିକୁ ହରାଇ ରାଜ୍ୟ ଏବଂ କେନ୍ଦ୍ରରେ ଭାଜପା ଡବଲ ଇଞ୍ଜିନ ସରକାର ଗଢିବ। ଭାଜପା ଓଡ଼ିଶାରେ ନିଶ୍ଚିତ…

ଭିଜିଲାନ୍ସ ଜାଲରେ କଟକ ନିଆଳି ଥାନା ASI ବିଜୟ ଭଞ୍ଜ

ଭୁବନେଶ୍ୱର,୨୫ା୨: ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ନିଆଳି ଥାନା ଏଏସଆଇ ବିଜୟ ଭଞ୍ଜ। ମାମଲା ରୁଜୁ ଧମକ ଦେଇ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ବିଜୟ। ଏହାପରେ ବିଜୟଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ…

ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ଆଶାୟୀଙ୍କୁ ନେଇ ଚାଲିଛି ଅଙ୍କକଷା

କଟକ,୨୫।୨(ଶିଳ୍ପା ପ୍ରିୟଦର୍ଶିନୀ): ୨୦୨୪ ନିର୍ବାଚନ ପାଇଁ ଚାଲିଛି ସମସ୍ତ ଦଳ ମଧ୍ୟରେ ଅଙ୍କକଷା। ଏପରିକି ଦଳରୁ ଏକାଧିକ ଆଶାୟୀ ପ୍ରାଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ବିଧିବଦ୍ଧ ଭାବେ ଆଶାୟୀଙ୍କ ନାଁ ଘୋଷଣା ହୋଇନାହିଁ ସତ, ହେଲେ ଚର୍ଚ୍ଚା ଦିନକୁ…

ଏସ୍‌ସିବିରେ ଲିଫ୍ଟ ଅଚଳ, ରୋଗୀ ହଇରାଣ

କଟକ,୨୫ା୨(ଶିଳ୍ପା ପ୍ରିୟଦର୍ଶିନୀ)ଶ୍ରୀରାମ ଚନ୍ଦ୍ର ଭଞ୍ଜ (ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ସମସ୍ୟା ଲାଗିରହିଛି। ଏଠାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନ ଥିବାବେଳେ ହସ୍ପିଟାଲର ସ୍ନାତକୋତ୍ତର ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗରେ ଲିଫ୍ଟ ଅଚଳ ହୋଇପଡ଼ିଛି। ଫଳରେ ରୋଗୀ ଓ…

ଇଂଲିଶରେ କପିକରି ଧରାପଡ଼ିଲେ ୪୨ ପରୀକ୍ଷାର୍ଥୀ

କଟକ,୨୪ା୨ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ପରିଚାଳିତ ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାର ଦ୍ୱିତୀୟ ଭାଷା ଇଂଲିଶରେ ୪୨ ଜଣ ପରୀକ୍ଷାର୍ଥୀ ଶୁକ୍ରବାର ମାଲପ୍ରାକ୍ଟିସ୍‌(ଏମ୍‌ପି) ହୋଇଛନ୍ତି। ସେମାନେ ପରୀକ୍ଷା ହଲ୍‌ରେ ଅସତ୍‌ ଉପାୟ ଅବଲମ୍ବନ କରି ଉତ୍ତର ଲେଖୁଥିବାବେଳେ ସ୍କ୍ବାଡ୍‌…

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି, ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସରିବ କାମ

କଟକ,୨୩।୨(କାର୍ତ୍ତିକ ସାହୁ): ଭାରତୀୟ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା (ଏଏସ୍‌ଆଇ) ପୁରୀ ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାର୍ଯ୍ୟ ଆସନ୍ତା ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶେଷ କରିବ। ଏହି ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରାଯିବ…

ସ୍କୁଲ ଯାଇ ନିଖୋଜ ହୋଇଯାଇଥିଲେ ୨ ନାବାଳିକା ଛାତ୍ରୀ: ହେଲେ ଉଦ୍ଧାର

କଟକ,୨୨ା୨(କାର୍ତ୍ତିକ ସାହୁ): ବିଳାସପୁର ପୋଲିସର ସୂଚନା କ୍ରମେ କଟକ ଆର୍‌ପିଏଫ୍‌ ୨ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରିଛି।ସୂଚନା ଅନୁସାରେ, ୨୧ତାରିଖରେ ନାବାଳିକାଦ୍ୱୟ ସ୍କୁଲକୁ ଯାଇ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ। ଏନେଇ ବିଳାସପୁର ଜିଲା ସରକଣ୍ଡା ଥାନାରେ ଏକ ମାମଲା(ନଂ.୨୫୨/୨୦୨୪) ରୁଜୁ ହୋଇଥିଲା। ପୋଲିସ…

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ମାର୍ଚ୍ଚ ୨୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ କାର୍ଯ୍ୟ

କଟକ,୨୨ା୨(କାର୍ତ୍ତିକ ସାହୁ): ଭାରତୀୟ ପ୍ରତ୍ନତତ୍ତ୍ୱ ଗବେଷଣା ସଂସ୍ଥା(ଏଏସ୍‌ଆଇ) ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ୍‌ର ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ୍‌ ଡ. ଦିବିଶାଦ…

ବାରବାଟୀ ଷ୍ଟାଡିୟମରେ ହେବ ଆଇପିଏଲ ମ୍ୟାଚ!

କଟକ,୨୨।୨: କଟକ ବାରବାଟୀ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ ହୋଇପାରେ। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ୨ଟି ମ୍ୟାଚ କଟକ ଏବଂ ପୁଣେରେ ଖେଳିପାରେ। ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ଅନ୍ୟତ୍ର ମ୍ୟାଚ ହେବା ନେଇ ସୂତ୍ରରୁ ପ୍ରକାଶ ପାଇଛି। ବିଗତ…

ନାଲକୋ ଛକରେ କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଟ୍ରାଫିକ ପୋଷ୍ଟ

ବାରଙ୍ଗ,୨୨।୨: ପୁଣି ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ନାଲକୋ ଛକରେ କାର୍‌ ଟ୍ରାକ୍ଟର ମୁହାଁମୁହିଁ ଧକ୍କା। ଜୋରଦାର ଧକ୍କାରେ ଭାଙ୍ଗିଲା ଟ୍ରାଫିକ ପୋଷ୍ଟ। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦୁଇଟି ପିସିଆର ସହ ମୈତ୍ରୀ ବିହାର…

ରାଜ୍ୟ ଆଇନଜୀବୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି:ବାର୍‌ ଆସୋସିଏସନ୍‌କୁ ନିର୍ବାଚନୀ ଖର୍ଚ୍ଚ ବନ୍ଦ

କଟକ,୨୧ା୨ (କାର୍ତ୍ତିକ ସାହୁ) ବହୁ ପ୍ରତିକ୍ଷିତ ଆଡ୍‌ଭୋକେଟ୍‌ ଏକାଡେମୀ ଗଠନ ନିମନ୍ତେ ରାଜ୍ୟ ଆଇନ୍‌ଜୀବୀ ପରିଷଦ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ତତ୍‌ସଂକ୍ରାନ୍ତୀୟ ଆବଶ୍ୟକୀୟ ଭିତ୍ତିଭୂମି ପାଇଁ ଭୂମି ଓ ପାଣ୍ଠି ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ତୁରନ୍ତ ଅନୁରୋଧପତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri