ଅଜଣା ଦୁର୍ବୃତ୍ତଙ୍କ ଏସିଡ ମାଡ଼ରେ ଯୁବକ ଗୁରୁତର
ସାବରଙ୍ଗ,୧।୩(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ଲଷ୍ମୀଦାସ ପୁର ପଞ୍ଚାୟତର ରାମଚନ୍ଦ୍ରପୁର ଗ୍ରାମର ଜଣେ ଯୁବକଙ୍କ ଉପରେ ଏସିଡ ମାଡ଼ ହୋଇଛି। ଜଗବନ୍ଧୁ ପଳେଇ ନାମକ ଏହି ଯୁବକ ଜଣଙ୍କ ଶୁକ୍ରବାର ରାତିରେ ଘରେ ଶୋଇଥିଲେ। ବିଳମ୍ବିତ ରାତ୍ରିରେ ଅଜଣା…
ମହିଳାଙ୍କୁ ଭୁଜାଲିଲେ ହାଣି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା
ସାବରଙ୍ଗ,୨୭ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୟାକଣୀଡ଼ିହି ଗ୍ରାମରେ ବୁଧବାର ବିଳମ୍ବିତ ରାତ୍ରିରେ ପରମେଶ୍ୱର ସାହୁଙ୍କ ବୋହୂଙ୍କୁ ଭୁଜାଲିରେ ହାଣି ୧୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟ୍ କରିଛନ୍ତି। ମହିଳା ବାଧା ଦେବାରୁ ତାଙ୍କ ମୁଣ୍ଡକୁ ଭୁଜାଲିର ହାଣି…
ବାବା ଆଖଣ୍ଡଳମଣିଙ୍କ ପୀଠରେ ଅସମ୍ଭବ ଭିଡ
ଧୂଷୁରୀ, ୨୬।୨, (ଦୀପ୍ତି ରଞ୍ଜନ ନାୟକ ) : ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ମହା ଶିବରାତ୍ରୀ ପାଇଁ ଭକ୍ତଙ୍କର ସୁଅ ଛୁଟିଛି । ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ପୀଠରେ ରୁଣ୍ଡ ହୋଇଛନ୍ତି…
ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆରଡି ପୀଠକୁ ୧୦କୋଟି ଟଙ୍କା
ଭଦ୍ରକ,୨୬।୨: ଆରଡ଼ି ପୀଠ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ମହାଶିବରାତ୍ରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ୧୦ କୋଟି ଘୋଷଣା କରିଛନ୍ତି। ଭଦ୍ରକ ଆଖଣ୍ଡଳମଣି ପୀଠ ଉନ୍ନତିକରଣ ପାଇଁ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଦେବା…
ଓଭର ବ୍ରିଜରୁ ତଳକୁ ଖସିଲା ୨ ଟ୍ରକ ଆଉ ତା’ ପରେ…
ଭଦ୍ରକ, ୨୬।୨(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ନିକଟରେ ଘଟିଛି ବଡ଼ ଦୁର୍ଘଟଣା। ଦୁର୍ଘଟଣାରେ ବ୍ରିଜରୁ ତଳକୁ ଖସିଛି ୨ ଟ୍ରକ। ଏଥିରେ ୩ ଗୁରୁତର ହୋଇଛନ୍ତି। ସୂଚନାଥାଉ କି, ବିଳମ୍ବିତ ରାତିରେ ଗୋଟିଏ ଟ୍ରକ୍କୁ ପଛରୁ…
ପ୍ରେମିକାଙ୍କୁ ଗଳାକାଟି କରିଥିଲେ ହତ୍ୟା, ଏବେ ପୋଲିସ ଧରିବାରୁ ପିଇଲେ ବିଷ
ସାବରଙ୍ଗ,୨୬।୨(କାଲିପଦ ରାୟ ): ଚୂଡ଼ାମଣି ସାମୁଦ୍ରିକ ଥାନା ଅଧୀନ ବିଶ୍ୱରଞ୍ଜନ ପୁହାଣ ସୋର ଲିଙ୍ଗାପଡା ଅଞ୍ଚଳର ଜଣେ ଯୁବତୀ ଜ୍ୟୋର୍ତିମଇଙ୍କୁ ୫ ବର୍ଷ ପୂର୍ବରୁ ଭଲ ପାଉଥିଲେ। ଯୁବତୀ ଜଣଙ୍କ ତାଙ୍କୁ ବାହା ହେବାପାଇଁ ମନା କରିବାରୁ ତାଙ୍କ ଗଳକାଟି ହତ୍ୟା…
ଘରେ ପଶି ହାଣିଲେ: ବଡ଼ବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର
ଭଣ୍ଡାରିପୋଖରୀ,୨୫।୨(ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦେଓପଦା(ମେଘା) ଗ୍ରାମରେ ମଙ୍ଗଳବାର ଏକ ବର୍ବର କାଣ୍ଡ ଘଟିଛି। ଘରେ ପଶି ଜଣେ ଦୁର୍ବୃତ୍ତ ମାରଣାସ୍ତ୍ରରେ ଶାଶୁ ଓ ଦୁଇ ବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ବଡ଼ ବୋହୂଙ୍କ ମୃତ୍ୟୁ…
ବିଡିଓଙ୍କ ଅଫିସ ଆଗରେ ଧାରଣାରେ ବସିଲେ ସାମାଜିକ କର୍ମୀ
ସାବରଙ୍ଗ,୨୫।୨(କାଳିପଦ ରାୟ): ଭଦ୍ରକ ଜିଳା ବାସୁଦେବପୁର ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ସକାଳେ ସାମାଜିକ କର୍ମୀ ବୈଲୋଚନ ଜେନା ଧାରଣାରେ ବସିଛନ୍ତି। ସୋମବାର କିଛିକାମ ବିଷୟରେ ଆଲୋଚନା କରିବା ପାଇଁ ଜେନା ବିଡ଼ିଓଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବିଡ଼ିଓ ତନ୍ମିତା…
ଚୋରା କୋଇଲା ବୋଝେଇ ପିକଅପ୍ ଜବତ
ସାବରଙ୍ଗ,୨୫।୨(କାଳିପଦ ରାୟ):ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ ପୋଲିସ ଏକ ଚୋରା କୋଇଲା ବୋଝେଇ ପିକଅପ୍କୁ ଜବତ କରିଛି। ଗାଡିଟି ସେରପୁର ଆଡୁ ଆସୁଥିବାବେଳେ ଥାନା ଏଏସଆଇ ରବୀନ୍ଦ୍ର ସିଂ, କନକ ହାଁସଦା, କମଳା ପତି, ହାବିଲଦାର ସୁଶାନ୍ତ ମହାପାତ୍ର, ବିନୋଦ…
ବିଭିନ୍ନ ସ୍ଥାନରେ ଚଢ଼ାଉ, ବିପୁଳ ପରିମାଣର ମଦ ଜବତ
ସାବରଙ୍ଗ,୨୪ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୧୦୦ ଲିଟର ବିଦେଶୀ ଓ ଦେଶୀ ମଦ ଜବତ କରିଛ। ସଦର ଏସ୍ଡିପିଓ ବିଚିତ୍ରା ନନ୍ଦ ସେଠୀଙ୍କ ନେତ୍ରତ୍ୱରେ ଏନେଇ ଥାନାରେ ୫ଟି ମାମଲା ରୁଜୁ ହେବା…
ଦୋକାନ ସଟର ଭାଙ୍ଗି ଗହଣା ଲୁଟ୍
ସାବରଙ୍ଗ,୨୪ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଇଚ୍ଛାପୁର ବାସୁଦେବପୁର ରାସ୍ତାର ଗଗନ ବାବୁ ଛକଠାରେ ଥିବା ମା’ ମଙ୍ଗଳା ଗହଣା ଦୋକାନରୁ ରବିବାର ବିଳମ୍ବିତ ରାତ୍ରିରେ ସଟର ଭାଙ୍ଗି ୧୨ ଭରି ସୁନା ଅଳଙ୍କାର ଓ ୪ କେଜି…
ବଜ୍ରପାତରେ ଜଳିଗଲା ଦୁଇ ବଖରା ଘର:୪ ଗାଈ ଜୀବନ୍ତ ଦଗ୍ଧ
ଭଦ୍ରକ,୨୩।୨(ସନାତନ ରାଉତ): ଭଦ୍ରକ ଜିଲା ସୁଦେବପୁରର ବ୍ଲକ ଅଧୀନ ଲୁଙ୍ଗା ପଞ୍ଚାୟତର ବଡ କିଆରୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତ ଘଟିଛି। ଏଥିରେ ଝୁନୁଲତା ମଳିକ ଓ କାମିନୀ ମଳିକଙ୍କର ଦୁଇ ବଖର ଜଳି ଯାଇଛି। ୪ଟି ଗାଈ ଜୀବନ୍ତ ଜଳି…
Archives


