କରୋନା ମୁକାବିଲା ନେଇ ଗ୍ରାମସଭାରେ କମିଟି ଗଠନ
ବନ୍ତ,୨୮।୪(ଡି.ଏନ୍.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ପଞ୍ଚାୟତରେ କରୋନା ମୁକାବିଲା ନେଇ ଗ୍ରାମସଭାରେ କମିଟି ଗଠନ କରାଯାଇଛି। ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ସରପଞ୍ଚ ବିଷ୍ଣୁ ମୋହନ ଜେନାଙ୍କ ଆବାହକତ୍ୱ ତଥା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଗୀତାରାଣୀ ପାଣିଗ୍ରାହୀଙ୍କ…
କଣ୍ଟେନମେଣ୍ଟ ଜୋନ୍ରେ ମାସ୍କ ବଣ୍ଟନ ସହ ରୋଗୀଙ୍କ ଲାଗି ସ୍ବତନ୍ତ୍ର ଯାନ ବ୍ୟବସ୍ଥା
ଭଣ୍ଡାରିପୋଖରୀ, ୨୮।୪ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକର ଦୁଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା ହୋଇଥିବା ରହଣିଆ ଓ ତେସିଙ୍ଗା ପଞ୍ଚାୟତକୁ ବିଧାୟକ ପ୍ରଫୁଲ ସାମଲ ବ୍ୟକ୍ତିଗତ ଭାବେ ଦଶ ହଜାର ମାସ୍କ ସହ ରୋଗୀ ମାନଙ୍କୁ ନେବା ଆଣିବା…
ପାଟୁଳି ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ
ଭଣ୍ଡାରିପୋଖରୀ, ୨୮।୪ ( ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତର ମା’ତାରିଣୀ ୟୁଥ କ୍ଲବ ପକ୍ଷରୁ ମହାମାରୀ କରୋନା ପାଇଁ ଘରେ ବସି ରହିଥିବା ପାଟୁଳି, ମୋବାରକପୁର, ଅରେଇକଣାସ୍ଥିତ ଆଦିବାସୀ ସାହି ଗୁଡ଼ିକରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। କ୍ଲବର ସଦସ୍ୟ ଅଜିତ…
କରୋନା ମୁକାବିଲା ପାଇଁ ଆହ୍ବାନ: ଗଠନ ହେଲା ପଞ୍ଚାୟତସ୍ତରୀୟ, ଗ୍ରାମ୍ୟସ୍ତରୀୟ କମିଟି
ଆରଡି,୨୮ା୪(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଆରଡି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର କରୋନା ମୁକାବିଲା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ସରପଞ୍ଚ ଅରବିନ୍ଦ ପାଢ଼ୀ ଏହି କର୍ମଶାଳାର ଅଧ୍ୟକ୍ଷତା କରିଥିବା ବେଳେ ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇ…
ବନ୍ତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ: ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି
ବନ୍ତ,୨୮।୪(ଡି.ଏନ୍.ଏ./ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକରେ ମଙ୍ଗଳବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ଚାରିଗାଁ ଗ୍ରାମରେ ସମ୍ପୃକ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଉକ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି।…
ସର୍ଭେଲାନ୍ସ ଜୋନ୍ରେ ଭଦ୍ରକ ଜିଲାର ୩୨ ପଞ୍ଚାୟତ: ଘରକୁ ଘର ବୁଲି କରାଯିବ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ
ଭଦ୍ରକ ଅଫିସ, ୨୮।୪: ଭଦ୍ରକ ଜିଲାର ୩୨ଟି ପଞ୍ଚାୟତକୁ ସର୍ଭେଲାନ୍ସ ଜୋନ୍ ଘୋଷଣା କରାଯାଇଛି। ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ଜିଲାପାଳ ଜ୍ଞାନ ଦାସ। ପ୍ରତି ପଞ୍ଚାୟତରେ ୧୦ରୁ ଊର୍ଦ୍ଧ୍ୱ କୋଲକାତା ଫେରନ୍ତା ଅଛନ୍ତି। ସର୍ଭେଲାନ୍ସ ଜୋନ୍ରେ ଥିବା ୩୨ଟି…
ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨୮ ହଜାର ୨ ଶହ ଜରିମାନା ଆଦାୟ
ବନ୍ତ,୨୮।୪(ଡି.ଏନ୍.ଏ.): ଭଦ୍ରକ ଜିଲା ବନ୍ତ ପୋଲିସ ପକ୍ଷରୁ ଲକ୍ଡାଉନ୍ କଟକଣାକୁ କଡ଼ାକଡି କରାଯାଇଛି। ତେବେ ଏହି ସମୟରେ ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨୮ ହଜାର ୨ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ା ସେଥିମଧ୍ୟରୁ ୧୧ ଜଣଙ୍କ ଠାରୁ ୨୨ ହଜାର,…
ଭଦ୍ରକରେ ୩ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ ଘୋଷଣା
ଭଦ୍ରକ ଅଫିସ,୨୮।୪: ଭଦ୍ରକ ଜିଲାରେ ମଙ୍ଗଳବାର ଆଉ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୯ରେ ପହଞ୍ଚିଛି। ମଙ୍ଗଳବାର ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ କଲିକତା ଫେରନ୍ତା ବୋଲି କୁହାଯାଉଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ବାସୁଦେବପୁର…
CORONAVIRUS UPDATE: ଭଦ୍ରକରେ କରୋନା ଆକ୍ରାନ୍ତ ସଂଖ୍ୟା ୧୯
ଭଦ୍ରକ ଅଫିସ,୨୮।୪: ରାଜ୍ୟରେ ମଙ୍ଗଳବାର ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତ। ଏମାନଙ୍କ ମଧ୍ୟରୁ ୩ଜଣ ଭଦ୍ରକ ଜିଲାର ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରେ ସୂଚନା ଦିଆଯାଇଛି। ଚିହ୍ନଟ ୩ଜଣଙ୍କ ମଧ୍ୟରୁ ୨ଜଣ ବାସୁଦେବପୁର ବ୍ଲକର…
ଜିଲାସୀମା ସହ ଫେରିଘାଟ ସିଲ୍ କଲା ପୋଲିସ
ଆରଡି, ୨୮ା୪(ଡି.ଏନ.ଏ.)-ଭଦ୍ରକ ଜିଲା ଡିପ୍ ରେଡ ଜୋନ ଘୋଷଣା ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇ ଉଠିଛି। ଏଥିସହିତ ଜିଲା ସୀମା ସହ ଫେରିଘାଟ ସିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି। ସୋମବାର ଆରଡି ଫାଣ୍ଡି ପୋଲିସ ଭଦ୍ରକ-ଯାଜପୁର ସୀମାକୁ ବୋଡକ…
ଆନ୍ଧ୍ରପ୍ରଦେଶରୁ ସାଇକେଲରେ ଫେରିଲେ ଯୁବକ
ଭଣ୍ଡାରିପୋଖରୀ, ୨୮।୪(ଡି.ଏନ୍.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ କୁରିଗାଁ ପଞ୍ଚାୟତ ଢି଼ଅସାହି ଗ୍ରାମର ଜଣେ ଯୁବକ ସୁଦୂର ୭୦୦ କି.ମି. ଆନ୍ଧ୍ରପ୍ରଦେଶରୁ ସାଇକେଲରେ ଆସି ସୋମବାର କୁରିଗାଁରେ ପହଞ୍ଚିଛନ୍ତି। ସେ ୨୨ତାରିଖରେ ବିଜୟନଗରମରୁ ୧୨୦୦ ଟଙ୍କା ଦେଇ ଏକ ପୁରୁଣା ସାଇକେଲ କିଣି…
ନିର୍ମାଣ ଶ୍ରମିକଙ୍କୁ ମିଳୁନି ସହାୟତା ରାଶି
ବନ୍ତ,୨୭।୪(ଡି.ଏନ୍.ଏ.)-ରାଜ୍ୟ ସରକାର କରୋନା ଲକ୍ ଡାଉନ୍ ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁୁ ୧୫ ଶହ ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଏପରିସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଲକ ପଧାନପଡା ଗ୍ରାମର ମହେନ୍ଦ୍ର ଜେନାଙ୍କୁ ଏହି ସହାୟତା ରାଶି ମିଳି…
Archives


