ଜିଲା ମୁଖ୍ୟ ଡାକଘରେ ସାଧାରଣ ଗ୍ରାହକ ସେବା ବ୍ୟବସ୍ଥା
ଭଦ୍ରକ ଅଫିସ, ୧୬ା୫-ଭଦ୍ରକ ଜିଲା ମୁଖ୍ୟ ଡାକ ଘରେ ଶୁକ୍ରବାର ସାଧାରଣ ଗ୍ରାହକ ସେବା ବ୍ୟବସ୍ଥା ଉଦ୍ଘାଟିତ ହୋଇଛି। ଏହି ସେବା ରାଜ୍ୟରେ ପ୍ରଥମ କରି ଭଦ୍ରକରେ ଉପଲବ୍ଧ ହୋଇଛି। କେନ୍ଦ୍ର ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନା ଅଧୀନରେ ଏହା ଏକ…
ବାଲିଘାଟ ନିଲାମ ନେଇ ତତ୍ପରତା: କ୍ଷେତ୍ର ପରିଦର୍ଶନ କଲେ ତହସିଲଦାର
ବନ୍ତ,୧୫।୫(ଡି.ଏନ୍.ଏ./ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ସାଳନ୍ଦୀ ନଦୀର ବିଭିନ୍ନ ବାଲିଘାଟ ନିଲାମ ପାଇଁ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ତହସିଲଦାର ଇନ୍ଦିରା ସାହୁ ଖଣି ଯୋଜନାର ପଞ୍ଜୀକୃତ ଯୋଗ୍ୟ ବ୍ୟକ୍ତି, ଆଗରପଡା ରାଜସ୍ବ ନୀରିକ୍ଷକଙ୍କ ସହିତ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ…
ନିଳୋକ ପଞ୍ଚାୟତ ୧୨ ଘଣ୍ଟିଆ ସଟ୍ଡାଉନ୍
ବନ୍ତ,୧୫।୫(ଡି.ଏନ୍.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତର ସରପଞ୍ଚ ଅଶୋକ କୁମାର ମହାନ୍ତି ଶନିବାର ସକାଳ ୬ଟାରୁ ସା ୬ଟା ପର୍ଯ୍ୟନ୍ତ ସମଗ୍ର ପଞ୍ଚାୟତକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି। ଏ ନେଇ ସେ ଶୁକ୍ରବାର…
ଷୋଳମପୁରରେ ୩ୟ କରୋନା ପଜିଟିଭି ଚିହ୍ନଟ ପରେ ଗ୍ରାମକୁ ସାନିଟାଇଜ଼ କରାଗଲା
ଭଣ୍ଡାରିପୋଖରୀ, ୧୫।୫ (ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତର ତୃତୀୟ କରୋନା ପଜିଟିଭ ଗୁରୁବାର ଚିହ୍ନଟ ହୋଇଥିଲେ। ତାଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ…
ଭଲପାଇ ପ୍ରତାରଣା ଅଭିଯୋଗ: ଯୁବକ କୋର୍ଟଚାଲାଣ
ଭଣ୍ଡାରିପୋଖରୀ, ୧୫।୫(ଡି.ଏନ୍.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ ଅଞ୍ଚଳର ଜନୈକ ଯୁବତୀଙ୍କୁ ମନୋହରପୁର ଗ୍ରାମର ବିଶ୍ୱଜିତ ପଲେଇ ୨୦୧୭ ମସିହାରୁ ଭଲପାଇ ଆସୁଥିଲେ। ଯୁବତୀଙ୍କ ସହ ସମ୍ପର୍କ ରଖିବା ପରେ ବିଶ୍ୱଜିତ୍ ତାଙ୍କୁ ଧୋକା ଦେଇଥିବା ନେଇ ଗୁରୁବାର ରାତିରେ…
କରୋନା ଆକ୍ରାନ୍ତ ଚିହ୍ନଟ ପରେ ୫ କ୍ୱାରାଣ୍ଟାଇନ୍ ସେଣ୍ଟରକୁ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା
ଭଦ୍ରକ ଅଫିସ,୧୫ା୫: ଶୁକ୍ରବାର ଭଦ୍ରକ ଜିଲାରେ ୬ ଜଣ କରୋନା ରୋଗୀ ଚି଼ହ୍ନଟ ହୋଇଛନ୍ତି। ଏହାପରେ ପ୍ରଶାସନ ପକ୍ଷରୁ ୫ଟି କ୍ୱାରାଣ୍ଟାଇନ୍ ସେଣ୍ଟର ଏବଂ ଏହାର ଚତୁଃପାର୍ଶ୍ୱରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି କରାଯାଇଛି। ସେଗୁଡିକ ହେଲା ଧାମନଗର ବ୍ଲକର ନଦୀ…
ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଲା
ଭଦ୍ରକ ଅଫିସ,୧୫ା୫: ଶୁକ୍ରବାର ଭଦ୍ରକରେ ଆଉ ୬ ଜଣ କରୋନା ପଜିଟିଭ୍ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଛୁଇଁଛି। ଚି଼ହ୍ନଟ ହୋଇଥିବା ଆକ୍ରାନ୍ତମାନେ କ୍ୱାରାଣ୍ଟାଇନ୍ ସେଣ୍ଟରରେ ଥିଲେ। ସମସ୍ତେ କୋଲକାତା ଫେରନ୍ତା ବୋଲି ଜଣାପଡ଼ିଛି।
ତାମିଲନାଡୁରୁ ୧୩୦୦ କି.ମି. ଚାଲି ଆସିଲେ
ଭଣ୍ଡାରିପୋଖରୀ, ୧୫ା୫(ଡି.ଏନ.ଏ.)-ମହାମାରୀ କରୋନା ଲାଗି ଦେଶବ୍ୟାପୀ ଲକ୍ଡାଉନ କରାଯାଇଥିବାରୁ ରାଜ୍ୟ ବାହାରେ ରହି କାମ କରୁଥିବା ଓଡ଼ିଆଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। କିଏ ସାଇକେଲରେ ତ କିଏ ଚାଲି ଚାଲି ନିଜ ଭିଟାମାଟିକୁ ଫେରୁଛନ୍ତି। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଦୁଇ…
ବନ୍ତ ବ୍ଲକରେ ୨ୟ କରୋନା ପଜିଟିଭ ଚିହ୍ନଟ
ବନ୍ତ,୧୪।୫(ଡି.ଏନ୍.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ଗୁରୁବାର ୨ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଗତ ୯ ତାରିଖରେ କର୍ଣ୍ଣାଟକରୁ ଆସି ଗୋବିନ୍ଦପୁର କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିଲେ। ଭଣ୍ଡାରିପୋଖରୀରେ ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ନିଆଯାଇଥିଲା। ପରେ ତାଙ୍କ ସ୍ବାବ…
କ୍ୱାରାଣ୍ଟାଇନରେ ରହିଲେ ୨୬୩ ପ୍ରବାସୀ
ବନ୍ତ,୧୪।୫(ଡି.ଏନ୍.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ବୁଧବାର ସୁଦ୍ଧା ୨୬୩ ଜଣ ପ୍ରବାସୀ ପହଞ୍ଚିଛନ୍ତି। ସୋମବାର ସୁଦ୍ଧା ୧୫୧ ଜଣ ଫେରିଥିବାବେଳେ ଗତ ଦୁଇ ଦିନ ମଧ୍ୟରେ ୧୧୨ ଜଣ ଫେରିଛନ୍ତି। ସମସ୍ତ ପ୍ରବାସୀଙ୍କୁ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି। ତେବେ ବିଭିନ୍ନ ରାଜ୍ୟରେ…
କରୋନା ରୋକିବା ଲାଗି ସରପଞ୍ଚଙ୍କ ଶପଥ ପାଠ
ଭଣ୍ଡାରିପୋଖରୀ,୧୪ା୫(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ସଂଗୀତା ଖଣ୍ଡେଇଙ୍କ ତତ୍ତ୍ୱାବଧାନରେ କରୋନା ମହାମାରୀ ପରିପ୍ରେକ୍ଷୀରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁଲଣାସ୍ଥିତ କ୍ୱାରାଣ୍ଟାଇନ୍ ଶିବିରରେ ଥିବା ପ୍ରବାସୀମାନଙ୍କ ପାଇଁ ଅଙ୍ଗନଓ୍ବାଡ଼ି, ଆଶା କର୍ମୀ,ପଞ୍ଚାୟତ କାର୍ଯ୍ୟନିର୍ବାହୀ…
ଭଦ୍ରକରେ ଆଉ ୯ କରୋନା ପଜିଟିଭ୍ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ଛୁଇଁଲା
ଭଦ୍ରକ ଅଫିସ, ୧୪।୫: ଭଦ୍ରକ ଜିଲାରେ ଗୁରୁବାର ସକାଳେ ଆଉ ୯ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ୪୦କୁ ଛୁଇଁଛି। ସମସ୍ତ ଆକ୍ରାନ୍ତ କ୍ୱାରାଣ୍ଟାଇନ୍ରେ ରହିଥିବା ଜଣାପଡ଼ିଛି। ସୂଚନା ମୁତାବକ ନୂଆ ଚିହ୍ନଟ ହୋଇଥିବା…
Archives


