ଭଦ୍ରକ

ଆଜି ୮ ଘଣ୍ଟିଆ ଆଗରପଡ଼ା ବନ୍ଦ ପାଳନ କଲା ବିଜେଡି

ଭଦ୍ରକ,୨୮ା୮(ସନାତନ ରାଉତ): ଭଦ୍ରକ ଜିଲାର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ଅଗରପଡ଼ା ବଜାରକୁ ଏନ୍‌ଏସି ଘୋଷଣା ଦାବିରେ ବିଜେଡି ପକ୍ଷରୁ ଗୁରୁବାର ୮ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଫଳରେ ଦୋକାନ ବଜାର ଓ ବିଭିନ୍ନ ଅଫିସ ବନ୍ଦ ରହିବା ସହ ଗାଡ଼ି…

୭ ଦିନ ପରେ ପହଁରି ପହଁରି କୂଳରେ ପହଁଞ୍ଚିଲେ ମତ୍ସ୍ୟଜୀବି

ବାସଦେବପୁର,୨୮।୮(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଚୂଡ଼ାମଣି ଗ୍ରାମର ୪ ଜଣ ମତ୍ସ୍ୟଜୀବି ଗତ ୨୧ ତାରିଖ ଦିନ ସମୁଦ୍ରକୁ ମାଛ ଧରିବାକୁ ଯାଇ ଫେରି ନ ଥିଲେ। ଗତ କାଲି ରାତିରେ ମାଛ ପେଟି ସାହାଯ୍ୟରେ ପହଁରି…

ଏହି ଜିଲାରେ ବନ୍ୟା ସ୍ଥିତି: ୨ ଦିନ ପାଇଁ ସ୍କୁଲ, ଅଙ୍ଗନବାଡ଼ି ବନ୍ଦ

ଭଦ୍ରକ,୨୪।୮: ଲଗାଣ ବର୍ଷା ଓ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ଭଦ୍ରକ ଜିଲାର ଧାମନଗର ବ୍ଲକରେ ସୃଷ୍ଟି ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଧାମନଗରର ୪ଟି ପଞ୍ଚାୟତ—ସୋହଡ଼ା, ପଧାନୀ, ଅର୍ଜୁନପୁର…

ଗୋରୁ ଗାଡ଼ି ଜାଳିଦେଲେ ଗୋ’ ରକ୍ଷକ

ଭଦ୍ରକ,୨୧ା୮(ସନାତନ ରାଉତ): ଭଦ୍ରକ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଭୋର୍‌ ସମୟରେ ଏକ ଗୋରୁ ଗାଡ଼ିକୁ ଜାଳି ଦେଇଛନ୍ତି ଗୋ’ ରକ୍ଷକ l ୧୨ଟି ଗୋରୁ ଉଦ୍ଧାର କରିଛି ଗ୍ରାମାଞ୍ଚଳ ପୋଲିସ ସୂଚନା ମୁତାବକ…

ସ୍ବାଧୀନତା ଆନ୍ଦୋଳନରେ ଭଦ୍ରକର ଅବଦାନ ଅତୁଳନୀୟ: ମନ୍ତ୍ରୀ

ଭଦ୍ରକ,୧୫ା୮(ସନାତନ ରାଉତ): ଭଦ୍ରକ କଲେଜ ପଡ଼ିଆରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା…

୨ ମହିଳାଙ୍କ ହାତଗୋଡ଼ ବାନ୍ଧି ମୁହଁରେ ସେଲୋ ଟେପ୍‌ ଲଗାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ, ଚୋରି ବ୍ୟାଗ୍‌ ଖସି ପଡ଼ିବାରୁ…

ବାସୁଦେବପୁର,୧୩ା୮(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଢୁଆଁ ବଜାର ନିକଟରେ ଅବସ୍ଥିତ ପଳନ୍ଦ୍ର ମିଶ୍ରଙ୍କ ଘରେ ମଙ୍ଗଳବାର ରାତିରେ ସଶସ୍ତ୍ର ଡକାୟତି ହୋଇଛି, ଘରେ କେହି ପୁରୁଷ ଲୋକ ନ ଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ସତ୍ୟଭାମା ଓ…

ବାଥ୍‌ରୁମରୁ ଯୁକ୍ତ-୩ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ତଦନ୍ତ ଜାରି

ଭଦ୍ରକ,୧୨।୮: ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମଙ୍ଗଳବାର ଏକ ଘରୋଇ ମେସ୍‌ର ବାଥ୍‌ରୁମରୁ ଉଦ୍ଧାର ହୋଇଛି। ବାସୁଦେବପୁର ଅଞ୍ଚଳର ଏହି ଛାତ୍ରୀ ରାକ୍ଷୀ ପାଇଁ ଘରକୁ ଯାଇ ଗତକାଲି ଭଦ୍ରକ…

ଦଳ ଭର୍ତ୍ତି ପୋଖରୀରୁ ମିଳିଲା ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ

ତିହିଡ଼ି,୬ା୮(ସଞ୍ଜିତ ବଳ): ଏକ ଦଳ ଭର୍ତ୍ତି ପୋଖରୀରୁ ବୁଧବାର ସକାଳେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ନାଁ ଧନେଶ୍ୱର ଖିଲାର(୩୦) ଏବଂ ତାଙ୍କ ଘର ତିହିଡ ବ୍ଲକ ପୀରହାଟ ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ତଳଦୁମୁକା ଗ୍ରାମରେ…

କାଉଡ଼ିଆଙ୍କ ପାଦ ସେବା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ଧାମନଗର,୩।୮(ଦେବେନ୍ଦ୍ର ଆନ୍ଦିଆ): ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଆରଡ଼ି ଆଖଣ୍ଡଳମଣି ପୀଠକୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କ ପାଦ ସେବା କରିଛନ୍ତି। କାଉଡ଼ିଆମାନେ ସୋମବାର ବାବାମଣିଙ୍କୁ ଜଳଲାଗି କରିବେ। ରବିବାର ଅପରାହ୍ନରୁ ସା…

ରାସ୍ତା କଡ଼ ବିଲରୁ ଚାଷୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭଦ୍ରକ, ୩୧।୭(ସନାତନ ରାଉତ):ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ଗେଲଟୁଆ ପଞ୍ଚାୟତ କୁଶଗଡ଼ିଆ ରାସ୍ତା କଡ଼ ବିଲରୁ ଏକ ମୃତଦେହ ଉଦ୍ଧାର କରିଛି ପୋଲିସ l ମୃତକ କୁଆ ବଗମରା ଗାଁର ଚାଷୀ ସନ୍ତୋଷ ମଲିକ (୬୨) ବୋଲି ପୋଲିସ ସୂଚନା ଦେଇଛି…

ସତର୍କ ସଙ୍କେତ ଉପରେ ବୈତରଣୀ ଜଳସ୍ତର: ଧାମନଗର ଚାନ୍ଦବାଲିରେ ବନ୍ୟା ଆଶଙ୍କା

ଭଦ୍ରକ, ୩୧।୭(ସନାତନ ରାଉତ): ବୈତରଣୀ ବନ୍ୟା ଜଳ ଦୁଇ ଦିନ ତଳେ ହ୍ରାସ ପାଇଥିବାବେଳେ ଗୁରୁବାର ସକାଳୁ ପୁଣି ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି l ସକାଳୁ ଭଦ୍ରକ ଜିଲା ଆଖୁଆପଦା ଆନିକଟ ନିକଟରେ ବୈତରଣୀ ଜଳ ସ୍ତର ସତର୍କ…

ଏହି ୪ ବ୍ଲକରେ ସ୍କୁଲ ଛୁଟି ଘୋଷଣା

ଭଦ୍ରକ,୩୦ା୭: ଭଦ୍ରକ ଜିଲାର ୪ ବ୍ଲକରେ ଆଜି ଅର୍ଥାତ୍‌ ବୁଧବାର ସ୍କୁଲ ଛୁଟି ଘୋଷଣା କରାଯାଇଛି। ଜିଲାର ତିହିଡ଼ି, ଧାମନଗର, ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସମସ୍ତ ସ୍କୁଲ ଆଜି ଦିନକ ପାଇଁ ଛୁଟି ଘୋଷଣା କରାଯାଇଛି। ଲଗାଣ ବର୍ଷା ପାଇଁ ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri