ଭଦ୍ରକ

ପୋଲ ନିର୍ମାଣରେ ଅନିୟମିତତା

ବନ୍ତ,୧୫।୫(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ବ୍ଲକ ବରହମପୁର-ଶିଆଳିଆ ଭାୟା ଦୋଳପଦୀ ପୂର୍ତ୍ତ ବିଭାଗ ରାସ୍ତାର ଦୋଳପଦୀଠାରେ ପୋଲ ଓ କଲଭର୍ଟ ନିର୍ମାଣରେ ଅନିୟମିତତା କରାଯାଇଛି। ଫଳରେ ବର୍ଷାଦିନେ ଘରପଦା…

4 years ago

୮୩୦ ଲିଟର ଦେଶୀ ରନ୍ଧାମଦ ଜବତ, ୬ ଗିରଫ

ଭଦ୍ରକ ଅଫିସ,୧୪।୫- ଭଦ୍ରକ ଗ୍ରାମାଞ୍ଚଳ ଥାନI ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ନଳାଙ୍ଗଛକ ନିକଟରେ ପୋଲିସ ଟିମ୍‌ ପାଟ୍ରୋଲିଂ କରୁଥିବା ବେଳେ ବିପୁଳ ପରିମାଣର ଦେଶୀ…

4 years ago

ଆଡ଼ମ୍ବରରେ ପାଳନ ହେବ ଶିବବିବାହ ମହୋତ୍ସବ

ଭଦ୍ରକ ଅଫିସ,୧୨।୫: ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ପୀଠରେ ଆସନ୍ତା ଜୁନ୍‌ ୪ରେ ଶୀତଳଷଷ୍ଠୀ ପର୍ବରେ ଶିବବିବାହ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ…

4 years ago

ହନିଫ୍‌ ମାର୍ଗର ପୁନରୁଦ୍ଧାର ଦାବି

ଭଦ୍ରକ ଅଫିସ,୧୨।୫: ଭଦ୍ରକ ପୌରାଞ୍ଚଳ ଅଧୀନ ମୋଚି ଛକଠାରୁ ପୁରୁଣାବଜାର ପର୍ଯ୍ୟନ୍ତ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ରାସ୍ତା(ହନିଫ୍‌ ମାର୍ଗ)ର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ପ୍ରତ୍ୟେହ ପୁରୁଣାବଜାର…

4 years ago

ପ୍ରେମ ପାଇଁ ୨ ପ୍ରେମିକ ହଟହଟା: ଜଣେ ବାହାହେଲେ, ଜଣେ ଜରିମାନା ଗଣିଲେ

ଭଦ୍ରକ ଅଫିସ, ୧୨।୫: ପ୍ରେମ ପାଇଁ ଦୁଇଜଣ ପ୍ରେମିକଙ୍କୁ ହଟହଟା ହେବାକୁ ପଡ଼ିଛି। ଜଣଙ୍କୁ ବିବାହ କରିବାକୁ ପଡ଼ିଥିବା ବେଳେ ଅନ୍ୟ ଜଣଙ୍କୁ ଜରିମାନା ଗଣିବାକୁ ପଡିଛି।…

4 years ago

ଶୀତଳପୁରକୁ ବିପଦ ସାଳନ୍ଦୀ

ଆରଡ଼ି, ୧୧।୫ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁର ଗାଁ ଦେଇ ବହି ଯାଇଛି ସାଳନ୍ଦୀ ନଦୀ। ଏହି ଗାଁ…

4 years ago

ଧାରଣାରେ ବସିଲେ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ

ବନ୍ତ,୧୦।୫(ଡି.ଏନ.ଏ.) କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବା ନେଇ ଭଦ୍ରକ ଜିଲା ବନ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ଟୁନାବାଳା ଦାଶ ସୋମବାର ବିଇଓ ଅଫିସ ଆଗରେ ଧାରଣାରେ ବସିଥିଲେ। ସକାଳ…

4 years ago

ବାଲି ଚୋରାଚାଲାଣ ରୋକିବାକୁ ନିର୍ଦ୍ଦେଶ

ଧାମନଗର,୧୦।୫ (ଡି.ଏନ.ଏ/ସ୍ବ.ପ୍ର.) ଭଦ୍ରକ ଜିଲା ଧାମନଗର ବିଡିଓଙ୍କ କାର୍ଯ୍ୟାଳୟରେ ସୋମବାର ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ତ୍ରିଲୋଚନ ମାଝି, ଆରକ୍ଷୀ ଅଧୀକ୍ଷକ ଚରଣ…

4 years ago

ବାତ୍ୟା ‘ଅସାନି’କୁ ନେଇ ଚିନ୍ତାରେ ନଦୀକୂଳିଆ

ଚାନ୍ଦବାଲି,୧୦।୫(ଡି.ଏନ୍‌.ଏ.): ବାତ୍ୟା ‘ଅସାନି’ ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦ରୁ ୫୦ କି.ମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ…

4 years ago

ପଥିକଙ୍କୁ ବିଭ୍ରାନ୍ତ କରୁଛି ସୂଚନାଫଳକ

ପଦ୍ମପୁର, ୯।୫ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ ପୂର୍ତ୍ତ ବିଭାଗ ଦ୍ୱାରା ନିର୍ମିତ ବିଭିନ୍ନ ରାସ୍ତାରେ ଲାଗିଥିବା ସୂଚନାଫଳକରେ ସ୍ଥାନର ନାମ ସହ ଦୂରତା ଭୁଲ୍‌ ଲେଖାଥିବା…

4 years ago