ପଦ୍ମପୁର ସହରରେ ମାଡ଼ିଗଲେଣି ବାଂଲାଦେଶୀ
ପଦ୍ମପୁର, ୭।୮(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଏବେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢୁଛି। ବିଭିନ୍ନ ବ୍ୟବସାୟ ସାଙ୍ଗକୁ ରଙ୍ଗ କାମ, ମିସ୍ତ୍ରୀ କାମ ଆଳରେ ସହରକୁ ରାଜ୍ୟ ବାହାର ଅଣଓଡ଼ିଆ ଆସି କାୟାବିସ୍ତାର କରିବାରେ ଲାଗିଥିବା ଦେଖାଯାଉଛି। ଅଞ୍ଚଳରେ ହଜାର…
ପର୍ଯ୍ୟଟନସ୍ଥଳ ପ୍ଲାଷ୍ଟିକ୍ମୁକ୍ତ ହେବା ଜରୁରୀ
ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଇକୋ ପ୍ରୋଟେକ୍ଟ ଫାଉଣ୍ଡେଶନ ପକ୍ଷରୁ ସୋମବାର ଭଟଲି ବ୍ଲକରେ ରହିଥିବା ଆପଖୋଲ ଜଳପ୍ରପାତରେ ପ୍ଲାଷ୍ଟିକମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜଳପ୍ରପାତ ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହୋଇଥିବାବେଳେ ଏଠାରେ ବହୁସଂଖ୍ୟକ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ତେବେ…
ଦେବେଶ ବିଜେଡ଼ି ରାଜ୍ୟ ସଂଯୋଜକ କମିଟି ସଦସ୍ୟ ହୋଇଥିବାରୁ କୃତଜ୍ଞତା
ବରଗଡ଼,୬ା୮: (ପ୍ରେମାନନ୍ଦ ଖମାରୀ):ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦଳର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରିଛନ୍ତି। ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏଥିରେ ୧୫ଜଣିଆଁ ଟିମ୍ ରହିଛନ୍ତି। ଏହି ଟିମ୍ରେ ବରଗଡ଼ର…
ବିଜେଡି ରାଜ୍ୟ ସଂଯୋଜକ କମିଟି ସଦସ୍ୟ ହେଲେ ଦେବେଶ
ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟ କଳାପର ରାଜ୍ୟସ୍ତରୀୟ ସଂଯୋଜକ କମିଟି ଗଠନ କରି ସୋମବାର ନାମ ଘୋଷଣା କରିଛନ୍ତି। ଏହି କମିଟିରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ୧୫…
ପୁଣି ବଢ଼ିଲା ସୁନା ଦର: ଜାଣନ୍ତୁ କେତେ
ଭୁବନେଶ୍ୱର,୫।୮: ସୋମବାର କଟକ ଓ ଭୁବନେଶ୍ୱରରେ ସୁନାଦର ବଢିଛି । ରବିବାର ଅପେକ୍ଷା ସୁନାର ଦାମ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ ସୁନା ଦର ୭୦,୫୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନାର…
ତେଲଙ୍ଗାନାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ:ମୃତଦେହ ଆଣିବାରେ ସାମାଜିକ କର୍ମୀ ବଢ଼ାଇଲେ ସହଯୋଗର ହାତ
ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ତେଲେଙ୍ଗାନାରେ ରବିବାର ବରଗଡ଼ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ପାଇକମାଳ ବ୍ଲକ ଅନ୍ତର୍ଗତ ଛିନ୍ଦେଇକେଲା ଗ୍ରାମର ଦୟା ଦୀପ। ସେ ତେଲଙ୍ଗାନାର ଏକ ଇଟାଭାଟିରେ କାମ କରୁଥିଲେ। ତେବେ ତାଙ୍କ ମୃତ୍ୟୁ ପରେ…
କଳାକାରଙ୍କ ହକ୍ ପାଇଁ ସଂଗ୍ରାମ ଜାରି ରଖିବାକୁ ଆହ୍ବାନ
ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ରବିବାର ପଶ୍ଚିମ ଓଡ଼ିଶା କଳାକାର ମହାସଂଘର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କଳା, କଳାକାରଙ୍କ ହକ ଓ ସ୍ବାର୍ଥ ପାଇଁ ମହାସଂଘ ନିରନ୍ତର ସଂଗ୍ରାମ ଜାରି ରଖିବ ବୋଲି…
ବେଆଇନ ମଦ, ସଟ୍ଟା କାରବାର ଉପରେ ଚଢ଼ାଉ: ୧୧ ଜଣଙ୍କୁ ବାନ୍ଧିଲା ପୋଲିସ
ବରଗଡ଼ା,୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ, ସଦର ଏବଂ ଗ୍ରାମାଞ୍ଚଳ ଥାନା ପୋଲିସ ବେଆଇନ ମଦ ଏବଂ ସଟ୍ଟା କାରବାର ଉପରେ ଚଢ଼ାଉ କରିଛି। ଚଢ଼ାଉରେ ୧୧ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ନଗଦ ବିପୁଳ ଟଙ୍କା ସହିତ ମଦ, ତାସ, କାଲକୁଲେଟର,…
୫ରେ ବିଦ୍ୟୁତ୍ ଯୋଗାଣ ବନ୍ଦ: ସକାଳ ୮ ଟାରୁ ରହିବନି କରେଣ୍ଟ
ବରଗଡ଼୪।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ ପକ୍ଷରୁ ଆସନ୍ତା ୫ ତାରିଖ ସୋମବାର ଗ୍ରୀଡ୍ ସବଷ୍ଟେଶନର ରକ୍ଷାବେକ୍ଷଣ କାର୍ଯ୍ୟ ପାଇଁ ଜିଲାର ବିଭିନ୍ନ ସ୍ଥାନରେ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି…
ବୟାନବାଜି, ଡାକବାଜିରେ ସୀମିତ ଉଚ୍ଛେଦ ପ୍ରକ୍ରିୟା
ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ): ସରକାରୀ ଜମି ଉପରେ ଜବରଦଖଲ ତଥା ବେଆଇନ ନିର୍ମାଣ ଭଙ୍ଗାଯିବ। ବଡ଼ ଅଟ୍ଟାଳିକାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ସମ୍ମୁଖରେ ବାରମ୍ବାର ଏହା କହି ଆସିଛନ୍ତି। ବରଗଡ଼…
ସ୍ବାଧୀନତା ଦିବସରେ ହେବେ ପୁରସ୍କୃତ
ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ମୁଲବାର ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ର ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ବିଦ୍ୟାଳୟର ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ର…
ବିଭିନ୍ନ ମନ୍ଦିରରୁ ଚୋରି କରି ଜଣେ ଗିରଫ
ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କାଶିପାଲି ଗ୍ରାମର ବଲ୍ଲଭ ଭୁଏ(୪୫)। ଗିରଫ ଅଭିଯୁକ୍ତ ଅମ୍ବାଭୋନା ଥାନା ଅଞ୍ଚଳର ବିଭିନ୍ନ ମନ୍ଦିର, ଅଙ୍ଗନୱାଡ଼ି କେନ୍ଦ୍ରରୁ…
Archives


