ବରଗଡ଼

ରକ୍ତ ଭଣ୍ଡାର ଦାବି, ସିଡିଏମ୍‌ଓଙ୍କୁ ଫେରାଦ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଭଣ୍ଡାର ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ରୋଗୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି। ଶୁକ୍ରବାର ବରଗଡ଼ର ସ୍ବେଚ୍ଛାସେବୀ…

ବରଗଡ଼ରେ ବଢି ଚାଲିଛି ନିଶା କାରବାର

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢି ଚାଲିଛି ନିଶା କାରବାର। ବେଆଇନ ନିଶା କାରବାର ରୋକିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି। ପୋଲିସ ଏବଂ ଅବକାରୀ ମଧ୍ୟ ଚିରାଚରିତ ଢଙ୍ଗରେ ବିଭିନ୍ନ ସମୟରେ ଚଢାଉ କରୁଛନ୍ତି। କିନ୍ତୁ ଜିଲାରେ ନିଶା…

ଛିଡ଼ା ହୋଇଥିବା ହାଇଓ୍ବାକୁ ପଛରୁ ପିଟିଲା ବାଇକ୍‌, ଚାଲିଗଲା ଚାଳକଙ୍କ ଜୀବନ 

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ ବରଗଡ ଭଟଲି ରାସ୍ତାର ପିପଲମୁଣ୍ଡା ବୁଲାଣି ନିକଟରେ ବୁଧବାର ରାତି ପ୍ରାୟ  ୮ ଟା ୩୦ମିନିଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଚାଳକ ମୃତ୍ୟୁ ବରଣ କରିଛନ୍ତି ।…

ପେନ୍‌ସନ୍‌, ଚାକିରି ସର୍ତ୍ତାବଳୀ ଦାବିରେ ଗର୍ଜିଲା ୬୬୨ ବର୍ଗ କଲେଜ ସଂଘ

ବରଗଡ଼,୬ା୮(ପ୍ରେମାନନ୍ଦ ଖମାରୀ): ପେନ୍‌ସନ୍‌ ଓ ଚାକିରି ସର୍ତ୍ତାବଳୀ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ୬୬୨ ବର୍ଗ କଲେଜ ସଂଘ। ବରଗଡ଼ ଜିଲା ୬୬୨ ବର୍ଗ ଅନ୍ତର୍ଗତ ମହାବିଦ୍ୟାଳୟଗୁଡ଼ିକର ଅଧ୍ୟାପକ ଓ କର୍ମଚାରୀମାନେ ବୁଧବାର ସ୍ଥାନୀୟ ବରଗଡ଼ ଗାନ୍ଧୀଛକ ନିକଟରୁ ଏକ ଶୋଭାଯାତ୍ରାରେ ଆସି…

ସାର, କୀଟନାଶକ ବିକ୍ରିରେ ଅନିୟମିତତା: ୮ ରିଟେଲରଙ୍କ ଲାଇସେନ୍ସ ରଦ୍ଦ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାର, କୀଟନାଶକ ବିକ୍ରିରେ ଅନିୟମିତତା ନେଇ ଜିଲା କୃଷି ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି କ୍ରମରେ କୃଷି ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିଭିନ୍ନ ସାର, କୀଟନାଶକ ବିକ୍ରିରେ ଅନିୟମିତତା ଧରାପଡ଼ିବା ପରେ ୮…

ପାକ୍ସ ପୁନର୍ଗଠନରୁ ଅସନ୍ତୋଷ, ଡିଆରସିଏସଙ୍କୁ ଚାଷୀ ଫେରାଦ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ) – ରାଜ୍ୟ ସରକାର ଚାଷୀଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ପୁନର୍ଗଠନ କରିଛନ୍ତି। ତେବେ ଏହାକୁ ନେଇ କେତେକ ସ୍ଥାନରେ ଚାଷୀମାନେ ଖୁସି ପ୍ରକଟ କରିଥିବାବେଳେ ଆଉ କେତେକ ସ୍ଥଳରେ ନୂତନ ପାକ୍ସକୁ…

ଫେସବୁକରୁ ପ୍ରେମ ଆରମ୍ଭ, ପ୍ରତାରଣାରେ ଶେଷ : ଯବାନଙ୍କ ବିରୋଧରେ ମାମଲା

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ଜଣେ ଯୁବତୀ ତାଙ୍କ ଯବାନ ପ୍ରେମିକଙ୍କ ବିରୋଧରେ ପ୍ରେମ ପ୍ରତାରଣା ଅଭିଯୋଗ ଆଣିଛନ୍ତି। ତେବେ ବରଗଡ ଟାଉନ ଥାନା ପୋଲିସ ଏ ନେଇ ଗତ ଜୁନ୍ ମାସରୁ ଏକ ମାମଲା (ନଂ-୨୬୯/୨୫) ରୁଜୁ କରିଥିବାବେଳେ ପ୍ରେମ…

ମନ୍ତ୍ରୀ-ଅଧିକାରୀଙ୍କ କଥାରେ ନାହିଁ ତାଳମେଳ: ସରଳୀକରଣ ହୋଇନି ପଞ୍ଜୀକରଣ, ମିଳିନି କ୍ଷତିପୂରଣ

ବରଗଡ଼, ୫।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ପୁଣି ଚାଷୀ ଅସନ୍ତୋଷ ତେଜି ଉଠିଛି। ଖରିଫ ଧାନବିକ୍ରି ପଞ୍ଜୀକରଣ ବ୍ୟବସ୍ଥାରେ ଜଟିଳତା, ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଇନ୍‌ପୁଟ ସବ୍‌ସିଡି ନ ମିଳିବା, ବୀମା କ୍ଷତିପୂରଣ ଅପହଞ୍ଚ ଆଦି ସମସ୍ୟାକୁ ନେଇ ଜିଲାର ଚାଷୀମାନେ…

ଦବୁଛି ଦନ୍ତା ବ୍ରିଜ, ରାଜପଥରେ ଯାତାୟତ ବିପଦସଙ୍କୁଳ

ବରଗଡ଼, ୪।୮(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହର ଉପକଣ୍ଠ ଦନ୍ତାବ୍ରିଜ ବିପଦସଙ୍କୁଳ ହୋଇପଡିଛି। ବରଗଡ଼ -ସମ୍ବଲପୁର ରାସ୍ତାର କଲାପାଣି ନିକଟରେ ଦନ୍ତାନଦୀ ଉପରେ ରହିଥିବା ଏହି ବ୍ରିଜର ଗୋଟିଏ ପାର୍ଶ ଦବିବାରେ ଲାଗିଛି। ଫଳରେ ଫାଟ ସୃଷ୍ଟି ହେବା ସହିତ ଯାତାୟତ…

କେନ୍ଦୁ କାଠ ବୋଝେଇ ପିକଅପ ଗାଡ଼ିକୁ ମାଡିବସିଲା ବନବିଭାଗ, କାଠର ମୂଲ୍ୟ ହେବ…

ପଦ୍ମପୁର,୪।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗ ଦ୍ୱାରା ରବିବାର ରାତିରେ ପଦ୍ମପୁର ପାଟନାଗଡ ରାସ୍ତା ଦହିତାଠାରେ ଏକ କେନ୍ଦୁ କାଠ ବୋଝେଇ ପିକଅପ ଗାଡି (ଓଆର ୦୫ଏଇ ୮୩୨୫)କୁ ବନ ବିଭାଗ ଜବତ କରିଛି । ଜବତ କାଠର ମୂଲ୍ୟ ୧…

କୁଇଶିରା, ଜାମପାଲିରେ ଭିନ୍ନ ଏକ ବାହୁଡା଼ଯାତ୍ରା: ଆଷାଢ଼ ବଦଳରେ ହୁଏ ଶ୍ରାବଣରେ

ବରଗଡ଼,୪।୮(ପ୍ରେମାନନ୍ଦ ଖମାରୀ):ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସାଧାରଣତଃ ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ । ମହାପ୍ରଭୁ ଅଣସରରୁ ଫେରି ନବଯୌବନ ବେଶ ହେବା ପରେ ଜନ୍ମବେଦୀକୁ ନିଜ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ…

ପଞ୍ଜୀକରଣ ନୂଆନୀତିକୁ ବିରୋଧ: ୧୨ରେ ଚାଷୀଙ୍କ ବିକ୍ଷୋଭ

ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ସମତା ଭବନରେ ରବିବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ଖରିଫ ଋତୁରେ ସରକାରଙ୍କ ନୂତନ ପଞ୍ଜୀକରଣ ନିର୍ଦ୍ଦେଶାବଳୀ ବ୍ୟବସ୍ଥାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri