ମିଲ୍ରେ କଟ୍ନିଛଟନି, ଜିଲାପାଳଙ୍କୁ ଫେରାଦ
ବରଗଡ଼,୧୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ମାସେ ପୂରିବ। କିନ୍ତୁ ଜିଲାର ମଣ୍ଡି ଗୁଡ଼ିକରେ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ହୋଇପଡ଼ିଛି। କେତେକ ମିଲର୍ସଙ୍କ ସ୍ବେଚ୍ଛାଚାରିତା ଏବଂ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ଯୋଗୁ ଏଭଳି…
କ୍ଷତିପୂରଣରୁ ବାଦ୍, ବଢ଼ିଲା ଚାଷୀ ଅସନ୍ତୋଷ: ଚାଷୀ ପ୍ରତିନିଧି ଦଳ ଜିଲାପାଳଙ୍କୁ ଫେରାଦ
ବରଗଡ଼, ୧୧।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁନ ମାସ ଶେଷ ସପ୍ତାହରେ ହୋଇଥିବା ଅଦିନିଆ ବର୍ଷାରେ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ରବି ଧାନ ଅମଳ ଓ ସଂଗ୍ରହ ସମୟରେ ହୋଇଥିବା ଏଭଳି ବର୍ଷାରେ କ୍ଷେତ, ଖଳାରେ ପଡ଼ିଥିବା ଚାଷୀଙ୍କ ଧାନ…
ଚାକିରିକୁ ପୂରିନି ଦେଢ ବର୍ଷ, କନିଷ୍ଠ ଯନ୍ତ୍ରୀଙ୍କୁ ଗ୍ରାସିଲା ଟଙ୍କା ଲୋଭ: ଭିଜିଲାନ୍ସ ହାବୁଡରେ ପଡ଼ି…
ବରଗଡ,୧୦।୬(ପ୍ରେମାନନ୍ଦ ଖମାରୀ): ୮ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ଛନ୍ତି ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ ମହିଳା କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା…
୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ: ମାଡିବସିଲା ଭିଜିଲାନ୍ସ
ବରଗଡ଼, ୧୦।୬(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଗାଇସିଲଟ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମଙ୍ଗଳବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ସ୍ଥାନୀୟ ଆରଡି ରାସ୍ତାରୁ କଂସଡୋଲ ରାସ୍ତା ଉନ୍ନତିକରଣ ବାବଦ ଟଙ୍କା ରିଲିଜ କରିବା ପାଇଁ ସେ ପ୍ରଦୀପ…
ସିଏମ୍ ଟ୍ରଫି ଚମ୍ପିଆନ: ବରଗଡ଼ ଏଫସିକୁ ଜିଲା ପ୍ରଶାସନର ସମ୍ବର୍ଦ୍ଧନା
ବରଗଡ଼,୯।୬(ପ୍ରେମାନନ୍ଦ ଖମାରୀ) : ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମଠାରେ ରବିବାର ହୋଇଥିବା ହୋଇଥିବା ୧୫ ବର୍ଷରୁ କମ୍ ସିଏମ ଟ୍ରଫି – ୨୦୨୫ ଫୁଟବଲ ପ୍ରତିଯୋଗିତାରେ ବରଗଡ ଏଫସି ପ୍ରତିପକ୍ଷ ଭୁବନେଶ୍ୱରକୁ ୩-୨ ଗୋଲ ବ୍ୟବଧାନରେ ପରାସ୍ତ କରି ଚାମ୍ପିଆନ ହୋଇ…
ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣା: ଧରାପଡ଼ିଲେ ୨ ଅଭିଯୁକ୍ତ, ସିନ୍ ରିକ୍ରିଏଟ୍ କଲା ପୋଲିସ
ବରଗଡ଼,୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖ ଲେକଚର୍ କଲୋନୀ ପାଖରେ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଦେବରାଜ ପାଣିଗ୍ରାହୀ (୪୫)ଙ୍କୁ ହତ୍ୟା ପରେ ମୃତଦେହକୁ ଅଧା ପୋତିଦେବା ଘଟଣାର ପର୍ଦ୍ଦାଫାଶ ହୋଇଛି। ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ…
ଝରଣାର ନାଁ ପାପନାଶିନୀ
ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପାହାଡ଼ ପାଦଦେଶରେ ରହିଛି ତୀର୍ଥକ୍ଷେତ୍ର ହରିଶଙ୍କର ଓ ନୃସିଂହନାଥ। ସୁଉଚ୍ଚ ପାହାଡ଼, ସଂକୀର୍ଣ୍ଣ ଗିରିପଥ, ଘଞ୍ଚ ଜଙ୍ଗଲ ଏବଂ ପ୍ରସ୍ତର ଦେହରେ ଘର୍ଘର ନାଦରେ କେଉଁ ଅନାଦି କାଳରୁ ବୋହିଯାଉଥିବା ଜୀବନଦାୟିନୀ ଝରଣାର ଅପୂର୍ବ ମନୋରମ ଦୃଶ୍ୟ…
ବରଗଡ଼ ଏଫସି ଜିତିଲା ୨୦୨୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟନସିପ
ଭୁବନେଶ୍ୱର,୮ା୬: ବରଗଡ଼ ଏଫସି ଓଡ଼ିଶାରେ ଆୟୋଜିତ ୨୦୨୫ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚାମ୍ପିୟନସିପରେ ବିଜୟୀ ହୋଇଛି। ବରଗଡ଼ ଏଫସି ରବିବାର ରାଉରକେଲା ସହରର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ୧୫ ବର୍ଷରୁ କମ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଭୁବନେଶ୍ୱର ଏଫସିକୁ ୩-୨…
ଶନିବାରରୁ ଫେରି ନ ଥିଲେ ଘରକୁ: ରାସ୍ତାରୁ ମିଳିଲା ଫଳ ଦୋକାନୀଙ୍କ ମୃତଦେହ
ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲେଙ୍ଗୁ ମିଶ୍ର ଛକ-ହସ୍ପିଟାଲ ରାସ୍ତା ପାର୍ଶ୍ବ ଡ୍ରେନ କଡ଼ରୁ ରବିବାର ସକାଳୁ ସ୍ଥାନୀୟ ଜଣେ ଫଳ ଦୋକାନୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ, ବରଗଡ଼ ବିଶିପଡା ବାସିନ୍ଦା ଶଙ୍କର ତାଣ୍ଡି(୫୫) । ସେ ଶନିବାର…
ମଣ୍ଡିରୁ ଉଠୁନି ଧାନ, ତାଲା ପକାଇଲେ ଚାଷୀ
ଅତାବିରା,୭ା୬(ଯୁଧିଷ୍ଠିର ମହାମାତ୍ର): ବରଗଡ଼ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ…
ବରଗଡ଼ରେ ଚାଞ୍ଚଲ୍ୟ: ହତ୍ୟା ପରେ ମୃତଦେହକୁ ଅଧା ପୋତିଦେଲେ ଦୁର୍ବୃତ୍ତ
ବରଗଡ଼, ୭।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ପଣ୍ଡରୀପଥର ପାଖରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ପରେ ଦୁର୍ବୃତ୍ତମାନେ ମାଟିରେ ଅଧା ଶରୀର ପୋତିଦେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ଜଣକ ସ୍ଥାନୀୟ ଅଞ୍ଚଳର ଦେବରାଜ ପାଣିଗ୍ରାହୀ (୪୫) ବୋଲି ସୂଚନା…
ବିସିଏ ସେମିଷ୍ଟର ପରୀକ୍ଷାରେ ବିକାଶର ସଫଳତା: ଶ୍ରେଷ୍ଠ ୧୦ ତାଲିକାରେ ବିଶ୍ୱବିଦ୍ୟାଳୟର ୨୫ ଛାତ୍ରୀଛାତ୍ର
ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷର ବିସିଏ ଷଷ୍ଠ ସେମିଷ୍ଟର-୨୦୨୫ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ବରଗଡ଼ସ୍ଥିତ ବିକାଶ ସ୍କୁଲ ଅଫ୍ ବିଜ୍ନେସ୍ ମ୍ୟାନେଜମେଣ୍ଟ କଲେଜର ବିସିଏ ବିଭାଗର ୨୫ଜଣ ଛାତ୍ରୀଛାତ୍ର ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଦଶ ତାଲିକାରେ ସ୍ଥାନ ପାଇଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନର ଭୂପେଶ ପାଣିଗ୍ରାହୀ ଏବଂ ସ୍ବସ୍ତି…
Archives


