ବରଗଡ଼ରେ ପତାକା ଉତ୍ତୋଳନ କଲେ ଜିଲାପାଳ
ବରଗଡ଼ ଅଫିସ, ୨୬।୧- ବରଗଡ଼ରେ ରବିବାର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଜଜ୍ ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଜିଲାସ୍ତରୀୟ ସାଧାରଣ ଦିବସରେ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ପତାକା ଉତ୍ତୋଳନ ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ…
ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଜିଲାପାଳ
ବରଗଡ଼ ଅଫିସ, ୨୩।୧: ବରଗଡ଼ରେ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଗୁରୁବାର ପାଳିତ ହୋଇଛି। ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି। ଏଥିସହ ମହାତ୍ମା ଗାନ୍ଧୀ ଓ ସ୍ବଭାବ…
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବରଗଡ଼ରେ ହେବ କ୍ୟାନ୍ସର ହସ୍ପିଟାଲ
ବରଗଡ ଅଫିସ,୨୧।୧- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ବରଗଡ ଗସ୍ତରେ ଆସି ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା, ବିଜ୍ଞାନ କେନ୍ଦ୍ର ଉଦଘାଟନ କରିଛନ୍ତି। ଏହାସହିତ ଜିଲାର ଅନ୍ୟ କେତେକ ପ୍ରକଳ୍ପର ଉଦଘାଟନ ଓ…
୫୩ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ
ପାଇକମାଲ, ୨୧।୧ (ଡି.ଏନ.ଏ)- ବରଗଡ଼ ଜିଲା ପାଇକମାଲ ବ୍ଲକ ଜାମସେଠ ପଁଚେତ୍ ଖରାମାଲ ପ୍ରାଥମିକ ସ୍କୁଲରେ ୫୩ ଝନ୍ ଛାତ୍ରୀଛାତ୍ରକେ ଝନେ ଶିକ୍ଷକ ଅଛନ୍। ଏନ୍ତାଥି ଛୁଆକର ପାଠ୍ପଢ଼ାରେ ବହୁତ ଖେଲ୍ଢ଼େପ ହେଉଥିବାର ଅଭିଭାବକମାନେ ଅଭିଯୋଗ କରିଛନ୍। ସୂଚନା ଅନ୍ସାରେ…
ଆପ୍ନେ ଆରପାରେ: ୩ ଝି’ର ଭବିଷତ୍ ଚିନ୍ତାରେ ପୁଷ୍ପକାନ୍ତି
ଅତାବିରା, ୨୧।୧ (ଡି.ଏନ୍.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ଦେଶଭଟିଲି ପଁଚେତ୍ ବିଶିପାଲି ଗଁାର ନିସାହା ବିଧବା ମହିଲା ପୁଷ୍ପକାନ୍ତି ଝାଙ୍କର(୩୦)। ଆପ୍ନେ ପ୍ରଶାନ୍ତ ଝାଙ୍କରକୁଁ ଦିନାକେତେ ତଲେ ହରେଇଛନ୍। ଏନ୍ତାଥି ପୁଷ୍ପକାନ୍ତି ୩ ଝି’ର ଭବିଷତ୍ ଚିନ୍ତାରେ ଭାଂଗି…
ଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର: ମିଳୁନି ପରିଚୟ
ବରଗଡ଼ ଅଫିସ,୨୦।୧: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଚୋରଗ୍ରୀଣ୍ଡୋଲା ଗ୍ରାମରେ ଅସହାୟ ଅବସ୍ଥାରେ ବୁଲୁଥିବା ଜଣେ ନାବାଳିକାଙ୍କୁ ସୋମବାର ଉଦ୍ଧାର କରାଯାଇଛି । ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର଼ ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ଗ୍ରାମବାସୀଙ୍କଠାରୁ ଏ ନେଇ ସୂଚନା ପାଇଥିଲେ।…
୨୧ରେ ବରଗଡ ଆସିବେ ମୁଖ୍ୟମନ୍ତ୍ରୀ
ବରଗଡ ଅଫିସ,୨୦।୧: ଆସନ୍ତା ୨୧ ତାରିଖ ଅର୍ଥାତ୍ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତ କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା(ଖେଦାପାଲି) ନିକଟରେ ନିର୍ମିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନା…
ସୁକନ୍ୟା ଯୋଜନାରେ ଜମାରାଶି ଆତ୍ମସାତ ଅଭିଯୋଗ, ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଲେ ଉପଭୋକ୍ତା
ବରଗଡ ଅଫିସ, ୨୦।୧- ବରଗଡ ବ୍ଳକ ଅନ୍ତର୍ଗତ ବରାହଗୋଡାସ୍ଥିତ ଡାକଘରରେ ସୁକନ୍ୟା ଯୋଜନାରେ ଜମା ହୋଇଥିବା ଜମାରାଶିକୁ କିଛି ଡାକ କର୍ମଚାରୀ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ଉକ୍ତ ଗ୍ରାମର ଗ୍ରାମବାସୀମାନେ ନିଜ ପିଲାଛୁଆଙ୍କୁ ଧରି ସୋମବାର…
ରାସ୍ତା ଉପରେ ଧାନ ଗଦାକରି ବିରୋଧ ପ୍ରଦର୍ଶନ କଲେ ଚାଷୀ
ପଦ୍ମପୁର,୨୦।୧(ଡି.ଏନ.ଏ.)-ବରଗଡ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦୁଇ ମାସ ବିତି ଯାଇଛି। ଅଥଚ ଜିଲାର ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ। ବିଭାଗୀୟ ଅବହେଳା ଯୋଗୁ ଜିଲାର ଏହି ଉପଖଣ୍ଡ ଅନ୍ତର୍ଗତ ଲଖମରା ପ୍ରାଥମିକ କୃଷି ସମବାୟ…
ଖଟିଆରେ ବୁହାହେଲେ ଗର୍ଭବତୀ: ସାଧାରଣରେ ଅସନ୍ତୋଷ
ବିଜେପୁର,୧୯।୧(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ କନଡିହି ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ କଲଭର୍ଟ କାମ ଚାଲିଥିବାରୁ ରବିବାର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହିନେବାକୁ ପଡ଼ିଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।…
ପୋଲିଓ, ଟିକାକରଣର ଶୁଭାରମ୍ଭ କଲେ ଜିଲାପାଳ
ବରଗଡ଼ ଅଫିସ, ୧୯।୧: ବରଗଡ଼ ଜିଲାରେ ରବିବାର ପୋଲିଓ ଟିକାକରଣ ଚାଲିଛି। ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଜିଲା ମୁଖ୍ୟ ଚିକିତ୍ସାଳୟରେ ସକାଳ ୮ଟାରେ ଜଣେ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାର ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ ସମୟରେ ଜିଲା ମୁଖ୍ୟ ଡାକ୍ତରଖାନାର…
ଅସ୍ତ୍ରୋପଚାର ସମୟରେ ପ୍ରସୂତି ମୃତ, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲେ ପରିବାର
ବରଗଡ଼ ଅଫିସ, ୧୮।୧- ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଶନିବାର କନ୍ୟା ସନ୍ତାନ ଜନ୍ମ ଦେବା ପରେ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ମୃତା ମହିଳା ଜଣକ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ବେହେରା ଗ୍ରାମର ଉମାକାନ୍ତ ବନଛୋରଙ୍କ ସ୍ତ୍ରୀ…
Archives


