ବରଗଡ଼

ବେଛପରି ରାଜସ୍ବ ଗଁ। ଜେ.ନୂଅଁ।ପାଲି

ବିଜେପୁର, ୧୮।୩ (ଡି.ଏନ୍‌.ଏ.)- ଲୁକ୍‌କର ବସବାସକେ ନେଇ ଗଁ। ଜମ୍‌କିସି। ଲୁକ୍‌କର ଚାଲିଚଲନ୍‌, କାମବୁତା, ଭଲଗୁନ ଗଁ। ର ଗଉରବ ବଢ଼ାସି। ହେଲେ କେନ୍‌ସି କାରନରୁ ଗଁ। ବାସୀ ଗଁ। ଛାଡ଼ଲେ ପଦା ପାଲଟି ଯାଏସି। ଇତାକେ ଦେଶୀ ଭାଷାଥି ବେଛପରି…

ବାଢ଼ୁନ୍‌ ବେପାର ଦେଉଛେ ଦାନା: ଭତା, ଆବାସ ଯୋଜନାରୁ ବଁଚିତ୍‌ ପରିବାର

ଅତାବିରା, ୧୮।୩ (ଡି.ଏନ୍‌.ଏ.)- କେନ୍ଦ୍ର ଆର ରାଏଜ୍‌ ଉଭଏ ସରକାର ଗରିବ୍‌ ଦୁଖିକର ଲାଗି ଅନେକ ଯୋଜନା କାଯ୍‌କାରୀ କରୁଛନ୍‌। ହେଲେ ସର୍ଭେରେ ଭୁଲଭଟକା, ସରକାରୀ ଅଧ୍‌କାରୀ, କରମ୍‌ଚାରୀକଁର ଖାମ୍‌ଖିଆଲି ମନଭାବ ଲାଗି ହକ୍‌ଦାର ହିତାଧିକାରୀ ସରକାରୀ ଯୋଜନାର ଲାଭ ପାଏବାରୁ…

ନୃସିଂହନାଥ ମନ୍ଦିରରେ କଟକଣା

ପାଇକମାଳ,୧୭।୩(ଡି.ଏନ.ଏ) ବରଗଡ଼ ଜିଲାର ଅନ୍ୟତମ ତୀର୍ଥକ୍ଷେତ୍ର ପାଇକମାଳ ବ୍ଲକ ନୃସିଂହନାଥ ମନ୍ଦିରରେ ପ୍ରଥମଥର ପାଇଁ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରାଯାଇଛି। କରୋନା ଭାଇରସ ସଂକ୍ରମଣ ଆଶଙ୍କା ଥିବାରୁ ସୋମବାରଠାରୁ ଜାରି ହୋଇଥିବା ଏହି କଟକଣା ଅନୁଯାୟୀ, ଆସନ୍ତା ୩୧ତାରିଖ…

ସ୍କୁଲ ବନ୍ଦ ନ କରିବାକୁ ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ

ବରଗଡ଼ ଅଫିସ,୧୬।୩: ବରଗଡ଼ ଜିଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପ୍ରାଥମିକ ସ୍କୁଲରେ ଛାତ୍ରୀଛାତ୍ର କମ ଥିବା ଦର୍ଶାଇ ଉକ୍ତ ସ୍କୁଲକୁ ବନ୍ଦ କରିଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ସ୍କୁଲକୁ ବନ୍ଦ କରାଗଲେ ସେମାନଙ୍କ ପିଲାଛୁଆ ପାଠପଢ଼ାରୁ…

ସାମାଜିକ ବାସନ୍ଦ ଅଭିଯୋଗ, ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ପରିବାର

ବରଗଡ଼ ଅଫିସ,୧୬।୩: ବରଗଡ଼ ଜିଲା କାଶିପାଲି ଗ୍ରାମର ୪ ପରିବାରଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏକ ଦୋକାନ ନିର୍ମାଣକୁ କେନ୍ଦ୍ର କରି ଆକ୍ରୋଶମୂଳକ ଭାବେ ସେମାନଙ୍କ ବିରୋଧରେ ଏଭଳି କରାଯାଇଛି ବୋଲି ଉକ୍ତ ୪ ପରିବାରର ଲୋକେ ଅଭିଯୋଗ…

ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବି: ଏପ୍ରିଲ ୧ କଳାଦିବସ, ୨୯ରେ ମହାବନ୍ଦ ଡାକରା

ବରଗଡ଼ ଅଫିସ, ୧୪।୩- ସ୍ବତନ୍ତ୍ର କୋଶଲ ପ୍ରଦେଶ ଗଠନ ଦାବିରେ ପୁଣି ଆନ୍ଦୋଳନ ତେଜି ଉଠୁଛି। ଏହାକୁ ନେଇ ଆସନ୍ତା ଏପ୍ରିଲ ୧ତାରିଖକୁ କଳା ଦିବସ ଭାବେ ପାଳନ କରାଯିବ ଏବଂ ଏପ୍ରିଲ ୨୯ ତାରିଖ କୋଶଲ ମହାବନ୍ଦ କରାଯିବ। ଶନିବାର…

କରୋନା ପାଇଁ ବେପାର ମାନ୍ଦା: କିଲୋ ୫୦ ଟଙ୍କାରେ ବି ଚିକେନ୍‌ ନେବାକୁ ଲୋକେ ଅମଙ୍ଗ

ବିଜେପୁର,୧୪।୩(ଡି.ଏନ୍‌.ଏ.): ଚାରିଆଡ଼େ କରୋନା ଭୟ। ଚାଇନାରୁ ସୃଷ୍ଟ ଏହି ସଂକ୍ରମଣ ଏବେ ବିଶ୍ୱବାସୀଙ୍କ ନିଦ ହଜାଇସାରିଲାଣି। ଭାରତରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଛି। ଏପରିସ୍ଥଳେ ଲୋକମାନେ କରୋନା ଭୟରେ ମାଂସ ଖାଇବା ବନ୍ଦ କରିଦେଇଛନ୍ତି। ବରଗଡ଼ ଜିଲା ବିଜେପୁର…

ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: ରକ୍ତ କର୍କଟ ପୀଡ଼ିତ ଶିଶୁଙ୍କ ଚିକିତ୍ସା ସହାୟତା ପାଇଁ ନିବେଦନ କଲେ ସ୍ବେଚ୍ଛାସେବୀ

ବରଗଡ଼ ଅଫିସ, ୧୪।୩- ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ ନଂ-୧୬ ଡ୍ୟାମ୍‌ କଲୋନୀ (ଗାନ୍ଧୀନଗର) ନିବାସୀ ଅଜୟ ଦୀପଙ୍କ ଏକମାତ୍ର ଶିଶୁପୁତ୍ର ରୋହିତ(୫) ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ପରିବାର ଲୋକେ ତାଙ୍କୁ ମୁମ୍ବାଇସ୍ଥିତ ଟାଟା…

ଆଦର୍ଶ ବିବାହ: ବାଳାଶ୍ରମର ସସ୍ମିତାଙ୍କୁ ଜୀବନସାଥୀ କଲେ ହରିୟାଣାର ଧର୍ମବୀର

ବରଗଡ଼ ଅଫିସ,୧୨।୩- ବିବାହରେ ନ ଥିଲା ଯାନିଯୌତୁକ। କେବଳ ପରସ୍ପର ଫୁଲମାଳା ବିନିମୟରେ ବରଗଡ଼ ସହର ଉପକଣ୍ଠ ଡାଙ୍ଗସ୍ଥିତ ବିମଳାଦେବୀ ବାଳାଶ୍ରମର ଜଣେ ଅସହାୟ ଯୁବତୀ ସସ୍ମିତା ଷଡ଼ଙ୍ଗୀଙ୍କୁ ଜୀବନସାଥୀ କରିଛନ୍ତି ହରିୟାଣାର ଧର୍ମବୀର ଶର୍ମା। ବାତ୍ସଲ୍ୟ (ବିମଳାଦେବୀ ଚାରିଟେବୁଲ ସୋସାଇଟି)…

ଚାଷୀଙ୍କ ଦୁଃଖ

ଅଧିକ ଧାନ ଉତ୍ପାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏହି ଜିଲାର ଚାଷୀଙ୍କ ଦୁଃଖ, ଦୁର୍ଦ୍ଦଶା ମଧ୍ୟ କମ୍‌ ନୁହେଁ। ଅନାବୃଷ୍ଟି, ସ୍ବଳ୍ପ ବୃଷ୍ଟିପାତ ଯୋଗୁ କେତେବେଳେ ମରୁଡ଼ି ତ ଆଉକେବେ ମାଟିଆ ଗୁଣ୍ଡି(ଚକଡ଼ା) ଭଳି ରୋଗପୋକ…

ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବରଗଡ଼-ଭଟଲି ମୁଖ୍ୟ ରାସ୍ତା ଅବରୋଧ

ଭଟିଲି,୧୧।୩(ଡି.ଏନ୍‌.ଏ.): ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ଭଟଲି ରେଞ୍ଜ କମିଟି ପକ୍ଷରୁ ବୁଧବାର ରାସ୍ତା ଅବରୋଧ କରାଯାଇଛି। ବରଗଡ଼-ଭଟଲି ମୁଖ୍ୟ ରାସ୍ତା ଗୋପାଳପୁର ଛକଠାରେ ବନ୍ଦ କରାଯାଇଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହୋଇଛି। କର୍ମଚାରୀମାନଙ୍କ ଦରମା ବୃଦ୍ଧି,…

ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଅତାବିରା/ଚିପିଲିମା/ଭେଡେନ,୧୦।୩(ଡି.ଏନ୍‌.ଏ.): ହୋଲିକୁ ନେଇ ଚାରିଆଡ ଉତ୍ସବମୁଖର ଥିବା ବେଳେ ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ୫୪ନଂ ଜାତୀୟ ରାଜପଥ ଭେଡେନ ଥାନା ତଥା ରୁଷୁଡ଼ା ଫାଣ୍ଡି ଅଧୀନ ମେହେନା ଛକ ନିକଟରେ ମଙ୍ଗଳବାର ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri