ସ୍ବାସ୍ଥ୍ୟକାନ୍ଥରେ କରୋନା ସଚେତନତା: ଆଶା, ଅଙ୍ଗନଓ୍ବାଡି କର୍ମୀ ତତ୍ପର
ବିଜେପୁର, ୨୪।୩(ଡି.ଏନ୍.ଏ.): କରୋନା ଭାଇରସ୍ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ବ୍ୟକ୍ତିଗତ ସଚେତନତା ହିଁ ଏହାକୁ ପ୍ରତିରୋଧ କରିପାରିବ। ତେଣୁ ସହରଠାରୁ ଗାଁ ପର୍ଯ୍ୟନ୍ତ ସମସ୍ତେ ତତ୍ପର ହୋଇପଡ଼ିଛନ୍ତି। ଏହି କ୍ରମରେ ବରଗଡ଼ ଜିଲା ବିଜେପୁର ବ୍ଲକର ଗାଁ ଗହଳିରେ…
ଡକୁଆ ସାଜିଛେ ସୋସିଆଲ୍ ମିଡିଆ
ବିଜେପୁର, ୨୫।୩ (ଡି.ଏନ୍.ଏ.)- ସମିଆର ଧାରେ ପଡି ରୀତିନୀତି, ରିକ୍ମା ବଦ୍ଲିବାରଟା ସୁଆଭାବିକ୍ ଆଏ। ସେଦିନ୍ କେନ୍ତା ଥିଲା, ଆଏଜ୍ କେନତା ହେଉଛେ ବଲି ବିସ୍ମାତ୍ ହେବାରଟା ଠିକ୍ ନୁହେ। ଆଏଜ୍କାଲି ବି କାମ୍ବୁତା ଭିତ୍ରେ ପୁରାତନ୍ କାଲର୍ ଛାପ୍ କେତେ…
ଚାଇନା ପାର୍ସଲକୁ ନେଇ ଲୋକେ ଆତଙ୍କିତ
ବିନିକା,୨୪।୩(ଡି.ଏନ୍.ଏ.)-କରୋନା ଭାଇରସ୍ ନେଇ ବିଶ୍ୱବାସୀ ଆତଙ୍କିତ ଥିବା ବେଳେ ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ମଙ୍ଗଳବାର ସୁବର୍ଣ୍ଣପୁର ଜିଲାର ବିନିକା ଉପ ଡାକଘରକୁ ଚାଇନାରୁ ଏକ ପାର୍ସଲ ଆସିଛି। ଏହା ଜଣାପଡିବା ପରେ ଏହାକୁ ନେଇ ଚର୍ଚ୍ଚା…
କରୋନା ସଚେତନତା: ସ୍ଥାନାନ୍ତର ହେଲା ଡେଲି ମାର୍କେଟ
ବିଜେପୁର, ୨୩।୩(ଡି.ଏନ୍.ଏ.): କରୋନା ସଂକ୍ରମଣ ଦେଶରେ କାୟା ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହାର ଔଷଧ ବାହାରି ନାହିଁ। ତେଣୁ ସତର୍କତା ହିଁ ଏକମାତ୍ର ବିକଳ୍ପ। ଫଳରେ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତାମୂଳକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ବରଗଡ଼…
୧୦ଥର ଆବେଦନ କରି ନିରାଶ ଘଟ୍ନା: ଭତା ପାଏଲେ ବୁରୁଧ୍ ଦମ୍ପତି
ଗଣ୍ଡତୁରୁମ, ୨୩।୩ (ଡି.ଏନ୍.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗାଁର ଘନ ଦେହେରୀ(୯୦) ଆର ତାକର ମାଏକିନା ସାଲିଣି(୮୫)। ଦମ୍ପତି ଭତାର ଲାଗି ପାଖାପାଖି ୧୦ ଥର ଆବେଦନ କରି ନିରାଶ ହେଇଥିଲେ। ଇ ବାବ୍ଦେ ଗଲା ୨୦୧୯ ଡିସେମ୍ବର…
ଜନତା କର୍ଫ୍ୟୁ: ଜରୁରିକାଳୀନ ସେବାକୁ ଛାଡ଼ି ସବୁ ବନ୍ଦ
ସରଣ୍ଡା,୨୨ା୩(ଡି.ଏନ୍.ଏ.): ସମଗ୍ର ବିଶ୍ୱ କରୋନା ସହ ସଂଘର୍ଷ କରୁଥିବାବେଳେ ଏହି ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା ଜନତା କର୍ଫ୍ୟୁକୁ ସରଣ୍ଡାରେ ବିପୁଳ ଜନ ସମର୍ଥନ ଦେଖିବାକୁ ମିଳିଛି। ବରଗଡ଼ ଜିଲା ଅତାବିରା…
‘ଜନତା କର୍ଫ୍ୟୁ’ରେ ଶୂନଶାନ୍ ବରଗଡ଼
ବରଗଡ଼ ଅଫିସ,୨୨।୩- କରୋନା ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା ଜନତା କର୍ଫ୍ୟୁ ବରଗଡ଼ରେ ଅନୁଭୂତ ହୋଇଛି। ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୂନଶାନ୍ ହୋଇ ପଡିଛି। ଉଭୟ…
ଗଞ୍ଜେଇ, କଫ୍ ସିରପ୍ ଚାଲାଣ ବେଳେ ଠାବ: ପିସ୍ତଲ, ଗୁଳି ଜବତ, ୬ ଅଭିଯୁକ୍ତ ଗିରଫ
ବରଗଡ଼ ଅଫିସ,୨୧।୩: ବରଗଡ଼ ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍ ଓ ବରପାଲି ଥାନା ପୋଲିସ ଶନିବାର କଫ ସିରପ ଏବଂ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଠାବ କରିଛି। ଏହା ବରପାଲି ରାସ୍ତାର ଏକ ଢାବା ନିକଟରେ ଠାବ ହୋଇଥିବା ବେଳେ…
ଲଲାଗୁଲା ହେଇ ଜୀବନ୍ ବିତଉଛନ୍ ଅଁଧ୍ ବୁରୁଧ୍: ଥଇଥାନ ଲାଗି ଦାବି କଲେ ଗଁ।ବାସୀ
ଅତାବିରା, ୨୧।୩ (ଡି.ଏନ୍.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ସଂକିର୍ଡ଼ା ପଁଚେତ୍ ସଦର ଗଁାରେ ବାସ କରୁଛନ୍ ସୁରୁବାବାୁ ପତି(୬୬)। ଅନେକ ବଛର ତଲେ ସେ ଝନେ ଟ୍ରାକ୍ଟର ଡ୍ରାଇଭର ହିସାବେ ନିଜର ପେଟ୍ ପାଲୁଥିଲେ। ହେଲେ ଗୁଟେ ସଡ଼କ…
କଅଁଲି ବଏସେ ପେଟ୍ପୁଷା ଚିନ୍ତା
ବିଜେପୁର, ୨୦।୩ (ଡି.ଏନ୍.ଏ.)- ଆଝିର୍ ଦୁନିଆଁଥି କିଛି ଅସମ୍ଭବ ନୁହେ। ବାହାଜାଂଗଲ ମାଜ୍ଲେ ପେଟ୍ କେଭେ ଅପୁଷା ନାଇଁ ରହେ। ହେଲେ ଏଛେନ୍ ବି ନିଜର୍ ଭାଏଗ୍କେ ଦୋଷ ଦେଇ କିଛି ଲୋକ୍ କବାର୍ବୁତା ନାଇଁକରି କରି ଅଭାବ୍ ଅସୁବିଧାଥି ଦିନ୍…
ବରଗଡ଼ରେ ଝଡ଼ବର୍ଷା ସହ କୁଆପଥର ମାଡ଼
ବରଗଡ଼ ଅଫିସ, ୧୯।୩: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରୁ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଏଥିରେ ଜନଜୀବନ ପ୍ରଭାବିତ ହୋଇଛି। ଝଡ଼ବତାସ ଯୋଗୁ କେତେକ ସ୍ଥାନରେ ଗଛ, ଡାଳ ଭାଙ୍ଗି ପଡ଼ିଥିବାବେଳେ ଯାତାୟାତ ବାଧାପ୍ରାପ୍ତ…
ବିଜେପୁର ଅଞ୍ଚଳରେ ବରଫପାତ: ବ୍ୟାପକ ପରିବା ଫସଲ ନଷ୍ଟ, ଚିନ୍ତାରେ ଚାଷୀ
ବିଜେପୁର,୧୯।୩(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଅଞ୍ଚଳରେ ଗୁରୁବାର ଅପରାହ୍ନରେ ବରଫପାତ ହୋଇଛି। ଫଳରେ ଚାଷୀଙ୍କ ଲକ୍ଷାଧିକ ଟଙ୍କାର ପରିବା ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଅପରାହ୍ନ ୪ଟାରେ ହଠାତ୍ ଝଡ ତୋଫାନ ସହ ବର୍ଷା ହୋଇଥିଲା। ଏଥିସହ ପ୍ରାୟ ପାଞ୍ଚ…
Archives


