ଗୋଟିଏ ଗାଁରୁ ୩୩ କରୋନା ପଜିଟିଭ୍ ଚିହ୍ନଟ: ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬ରେ ପହଞ୍ଚିଲା
ବରଗଡ଼ ଅଫିସ,୬ା୭: ବରଗଡ଼ ଜିଲାରେ ସୋମବାର ପୁଣି ୩୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମର ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏହାପରେ...
ବରଗଡ଼ରୁ ପୁଣି ୨କରୋନା ପଜିଟିଭ ଚିହ୍ନଟ: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩ରେ ପହଞ୍ଚିଲା
ବରଗଡ଼ ଅଫିସ,୪।୭: ବରଗଡ଼ ଜିଲାରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି କ୍ରମରେ ଶନିବାର ଜିଲାରେ ପୁଣି ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗ୍ରାମର...
ସୋସିଆଲ ମିଡିଆରେ କରୋନା ଆକ୍ରାନ୍ତଙ୍କ ଫଟୋ ଛାଡ଼ି ଫସିଲେ ଜଣେ ବ୍ୟକ୍ତି
ବରଗଡ଼ ଅଫିସ,୩ା୭: ବରଗଡ଼ ଜିଲା ଅତାବିରାରେ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ସେ ଜଣେ ଡାକ୍ତରଙ୍କ ସ୍ତ୍ରୀ ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିବା ଜଣଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାକୁ ନେଇ ଅତାବିରା ତହସିଲଦାର ହୃଦାନନ୍ଦ ଅଢା...
ବରଗଡ଼ ଜିଲାରେ ପୁଣି ୨୧ କରୋନା ପଜିଟିଭ୍: ୧୩୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
ବରଗଡ଼ ଅଫିସ,୩ା୭: ବରଗଡ଼ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର କଣ୍ଟେନ୍ମେଣ୍ଟ ଜୋନ୍ କଟାପାଲିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଗୋଟିଏ ଅଞ୍ଚଳକୁ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ଶୁକ୍ରବାର ଜିଲାରେ...
ଶନିବାର, ରବିବାର ବରଗଡ଼ ସହରାଞ୍ଚଳ ହେବ ଶଟ୍ଡାଉନ୍
ବରଗଡ଼ ଅଫିସ,୨ା୭ : ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ୧୧୦ରେ ପହଞ୍ଚିଛି । ସେଥିମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୫୩ଜଣ ଚିକିତ୍ସାଧୀନ ଅଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି। ଏଭଳି ସଂକ୍ରମଣ...
ବରଗଡ଼ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଲା
ବରଗଡ଼ ଅଫିସ,୨ା୭: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜିଲାର ଗୋଟିଏ ଅଞ୍ଚଳରୁ ଆଉ ଗୋଟିଏ ଅଞ୍ଚଳକୁ ଏହା ବ୍ୟାପିବାରେ ଲାଗିଛି। ଗୁରୁବାର ଅତାବିରାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେ ଜଣେ ୫୦ ବର୍ଷୀୟା ମହିଳା...
ବରଗଡ଼ ଅବକାରୀ ଅଧୀକ୍ଷକଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ
ବରଗଡ଼ ଅଫିସ,୨।୭: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ସକାଳୁ ବରଗଡ଼ ଭିଜିଲାନ୍ସ ପକ୍ଷରୁ ଅବାକରୀ ଅଧୀକ୍ଷକ ମକରଧ୍ବଜ ବର୍ଗେଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ ଚାଲିଛି। ଏକକାଳୀନ ବର୍ଗେଙ୍କ ସମ୍ବଲପୁର, ବୁର୍ଲା, ବଲାଙ୍ଗିର, ରାମପୁରରେ ଥିବା ନିଜ ଘର...
ବରଗଡ଼ରେ ୧୦୯ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ବରଗଡ଼ ଅଫିସ, ୧।୭- ବରଗଡ଼ ଜିଲାରେ ବୁଧବାର ପୁଣି ୧୨ଜଣ ନୂଆ କରୋନା (କୋଭିଡ -୧୯) ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ନୂଆ ଆକ୍ରାନ୍ତ ବରଗଡ଼ ବ୍ଳକ କଟାପାଲି କଣ୍ଟେନମେଣ୍ଟ ଜୋନ୍ର ଏବଂ ସେମାନଙ୍କ ମଧ୍ୟରେ ଜଣେ କରୋନା ଯୋଦ୍ଧା...
ଧାନ ବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ
ସରଣ୍ଡା,୩୦।୬(ଡିଏନଏ): ରବି ଋତୁ ଯାଇ ଖରିଫ ଋତୁ ଆରମ୍ଭ ହୋଇଛି। ମାତ୍ର ବରଗଡ଼ ଜିଲାରେ ରବିଋତୁରେ ଅମଳ ଧାନକୁ ଚାଷୀ ବିକ୍ରି କରି ପାରି ନାହିଁ। ଅନ୍ୟପକ୍ଷରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବନ୍ଦ କରି ଦିଆଯାଇଛି। ସେହିପରି ଧାନବିକ୍ରି...
ସ୍ବାବ ନମୁନା ପରୀକ୍ଷା ପାଇଁ ପ୍ରଶାସନର ସ୍ବତନ୍ତ୍ର ବ୍ୟବସ୍ଥା: ବରଗଡ଼ ସହରର କଲ୍ୟାଣ ମଣ୍ଡପରେ ହେବ ଟେଷ୍ଟ
ବରଗଡ଼ ଅଫିସ,୨୯।୪: ବରଗଡ଼ ସଦର ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମରେ କରୋନା (କୋଭିଡ-୧୯) ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୧୬ ତାରିଖ ଏହି ଗ୍ରାମରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ...
ତୈଳଦର ବୃଦ୍ଧି ପ୍ରତିବାଦ: ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ
ବରଗଡ଼ ଅଫିସ,୨୯।୬: ଘାତକ କରୋନା(କୋଭିଡ-୧୯) ସଂକ୍ରମଣ ଭଳି ଜାତୀୟ ବିପର୍ଯ୍ୟୟ ସମୟରେ କେନ୍ଦ୍ର ସରକାରଙ୍କ ଦ୍ବାରା ପେଟ୍ରୋଲ, ଡିଜେଲ ଭଳି ତୈଳ ଦରବୃଦ୍ଧି ଘଟଣାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏ ନେଇ ବରଗଡ଼ ଜିଲା ଛାତ୍ର କଂଗ୍ରେସ ମଧ୍ୟ...
ବରଗଡ଼ରେ ୩ ଅଙ୍ଗନଓ୍ବାଡ଼ି କର୍ମୀ, ଜଣେ ଆଶାକର୍ମୀଙ୍କ ସମେତ ୧୦ କରୋନା ଆକ୍ରାନ୍ତ
ବରଗଡ଼ ଅଫିସ,୨୯ା୬: ବରଗଡ଼ ଜିଲାରେ ସୋମବାର ପୁଣି ୧୦ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ବରଗଡ଼ ବ୍ଲକ କଟାପାଲି ଗ୍ରାମର। ସେମାନଙ୍କ ମଧ୍ୟରେ ୩ ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ଜଣେ ଆଶାକର୍ମୀ ରହିଛନ୍ତି। ଆକ୍ରାନ୍ତମାନଙ୍କୁ ବରଗଡ଼...
Archives


