ପଦ୍ମପୁର ସବଜେଲରୁ ୨ ବିଚାରାଧୀନ କଏଦୀ ଫେରାର୍
ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ସବଜେଲରୁ ବୁଧବାର ସ୍ପଷ୍ଟ ଦିବାଲୋକରେ ୨ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ସେମାନେ ହେଲେ, ଟିକେଶ୍ବର ମାହାର ଏବଂ ତ୍ରିନାଥ ଶବର । ଟିକେଶ୍ବର ଏକ ଡକାୟତି ମାମଲା ଏବଂ ତ୍ରିନାଥ ହତ୍ୟା ଉଦ୍ୟମ ମାମଲାରେ…
ଘର୍ ଘର୍ ତ୍ରିରଙ୍ଗା
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ୭୮ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛ। ଏହି କ୍ରମରେ ବରଗଡ଼ ଜିଲା ପ୍ରଶାସନ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଗାନ୍ଧୀଛକରୁ ବୀର ସୁରେନ୍ଦ୍ର ସାଏ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା।…
ଏମିତି କ‘ଣ ହେଲା? ରାତାରାତି ଗାଇସିଲେଟରୁ ପଳେଇଲେ ବାଂଲାଦେଶୀ
ଗାଇସିଲେଟ,୧୪।୮(ଦୁର୍ଗାପ୍ରସାଦ ତ୍ରିବେଦୀ): ଗାଇସିଲେଟ ଅଞ୍ଚଳରେ ୪୦୦ରୁ ଅଧିକ ବାଙ୍ଗଲାଦେଶୀ (ରୋହିଙ୍ଗ୍ୟା) ଦୀର୍ଘବର୍ଷ ଧରି ରାଜମିସ୍ତ୍ରୀ ଭାବେ କାମ କରିଆସୁଛନ୍ତି। ନିକଟରେ ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ କରାଯାଉଥିବା ଅତ୍ୟାଚାର ପ୍ରତିବାଦରେ ଓ କାୟାବିସ୍ତାର କରିବା ଆଶଙ୍କାରେ ଗାଇସିଲେଟ ସଚେତନ ନାଗରିକ ୟୁଥ କ୍ଲବ…
ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ବରଗଡ଼ରେ ରହିଥିବା ବାଙ୍ଗଲାଦେଶୀମାନଙ୍କୁ ବାହାର କରିବାକୁ…
ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର ବଢ଼ି ଚାଲିଛି। ସେଠାରେ ରହିଥିବା ହିନ୍ଦୁମାନଙ୍କ ସୁରକ୍ଷା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏହି ଦାବି ନେଇ ମଙ୍ଗଳବାର ବିଶ୍ୱ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ବରଗଡ଼ ଜିଲା…
ସୁରକ୍ଷା କର୍ମୀଙ୍କୁ ଠିକ୍ ଭାବେ ମିଳୁନି ଦରମା, ଜିଲାପାଳଙ୍କୁ…
ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କ ପ୍ରତି ଅଣଦେଖା ମନୋଭାବ ପୋଷଣ କରାଯାଉଛି। ସେମାନଙ୍କୁ ଠିକ୍ ଭାବେ ଦରମା ମିଳୁ ନ ଥିବା ସୁରକ୍ଷାକର୍ମୀମାନେ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ…
ସାର ସଙ୍କଟ, କୃଷି ଅଧିକାରୀଙ୍କୁ ଚାଷୀଙ୍କ ଫେରାଦ
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସାର ସଙ୍କଟ ଦେଖା ଦେଇଛି। ଫଳରେ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସୋମବାର ବରଗଡ଼ ବ୍ଲକ ଗାଇସୀମା ଗ୍ରାମର ଚାଷୀମାନେ ମୁଖ୍ୟ ଜିଲା କୃଷି ଅଧିକାରୀ ପ୍ରସନ୍ନ କୁମର ମିଶ୍ରଙ୍କୁ ଫେରାଦ ହୋଇଥିଲେ। ପ୍ରକାଶ…
ଚାଷୀ ପଞ୍ଜୀକରଣରେ ଏସ୍ଏଚ୍ଜି ମନା
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ୨୦୨୪-୨୫ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ହେଲେ ଜିଲାର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି) ଗୁଡ଼ିକୁ ଏଥିରୁ ବାଦ୍ ଦିଆଯାଇଛି। ଏହାକୁ ନେଇ ଏସ୍ଏଚ୍ଜି ସଭ୍ୟାଙ୍କ ମଧ୍ୟରେ ଅସନ୍ତୋଷ…
ଆଉ ନାହାନ୍ତି ବରଗଡ଼ ଧନୁଯାତ୍ରାର କଂସ ଅଭିନେତା ଏଲି
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସର୍ବାଧିକ ୨୩ଥର କଂସ ମହାରାଜ ଅଭିନୟ କରିଥିବା ଗୋପାଳ ସାହୁ ଓରଫ୍ ଏଲି ଆଉ ନାହାନ୍ତି। ସୋମବାର ବିଳମ୍ବିତ ରାତିରେ ତାଙ୍କ ପରଲୋକ ହୋଇଛି। ବରଗଡ଼ ଜିଲା ବରପାଲି ବ୍ଲକ…
ରେଳମନ୍ତ୍ରୀଙ୍କୁ ଭେଟିଲେ ବରଗଡ଼ ଲୋକ ସଭା ଏମପି
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ): କେନ୍ଦ୍ର ରାଜ୍ୟର 6 ରେଳ ପ୍ରକଳ୍ପ ଉପରେ ମୋହର ମାରିଥବାବେଳେ ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ସେଥିରୁ ବାଦ୍ ପଡ଼ିଛି। ଏହାକୁ ନେଇ ଜିଲାବାସୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ସୋମବାର ବରଗଡ଼ ଲୋକ ସଭା ଏମପି ପ୍ରଦୀପ ପୁରୋହିତ…
ଜୀରାନଦୀରୁ ମିଳିଲା ଯୁବକଙ୍କ ମୃତଦେହ: ରବିବାରରୁ ଥିଲେ ନିଖୋଜ
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ପ୍ରବାହିତ ଜୀରାନଦୀରୁ ସୋମବାର ସକାଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ସ୍ଥାନୀୟ ବାଲିଟିକ୍ରାର ରାଧେଶ୍ୟାମ ଭୁଏ(୨୦) ବୋଲି ଜଣାପଡିଛି। ତେବେ କିଭଳି ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି,…
ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ:ଏଥର ପୁଣି ଲଲିପପ୍
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପ ଦୀର୍ଘବର୍ଷର ପ୍ରତୀକ୍ଷା। ନିର୍ବାଚନ ଆସିଲେ ଏହି ପ୍ରକଳ୍ପ କଥା ଉଭୟ ଶାସକ ଏବଂ ବିରୋଧୀ ମନେ ପକାଇଥାନ୍ତି। ପ୍ରକଳ୍ପ ନ ହେବାକୁ ନେଇ ପରସ୍ପର ଦୋଷ ଲଦାଲଦି ହୋଇଥାନ୍ତି। ଗତ ବିଜେପୁର ଏବଂ ପଦ୍ମପୁର…
ଅନ୍ଧାରରେ ଜିଲା ମୁଖ୍ୟ ଚିକିତ୍ସାଳୟ, ରୋଗୀ ହଟହଟା
ବରଗଡ଼,୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲି ଟୁକୁର୍ଲାସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରୁ ରବିବାର ଅପରାହ୍ନ ସାଢ଼େ ୩ଟାରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ଅନ୍ଧକାର ହୋଇପଡ଼ିଛି। ଖବର ଲେଖାହେବା ସୁଦ୍ଧା(ରାତି ସାଢ଼େ ୮ଟା…
Archives


