ବରଗଡ଼

ପଦ୍ମପୁର ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ

ବରଗଡ଼ ଅଫିସ,୧୦ା୧୧: ବରଗଡ଼ ଜିଲା ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ଡିସେମ୍ବର…

1 year ago

କଳାକାରଙ୍କ ଅଡିଶନ ଆରମ୍ଭ

ବରଗଡ଼ ଅଫିସ୍‌,୮।୧୧: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୭ରୁ ଆରମ୍ଭ ହେବ। ଅନ୍ୟବର୍ଷ ଅପେକ୍ଷା ଏଥର ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା…

1 year ago

ଧାମନଗର ପରେ ପଦ୍ମପୁର ଚିନ୍ତା

ବରଗଡ଼ ଅଫିସ:ଧାମନଗର ବିଧାନ ସଭା ନିର୍ବାଚନ ଫଳ ରବିବାର ପ୍ରକାଶ ପାଇଛି। ଦିବଂଗତ ଭାଜପା ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଏହି ଆସନରୁ ବିଜୟୀ…

1 year ago

ପଦ୍ମପୁର ଉପନିର୍ବାଚନ: ପ୍ରାର୍ଥିତ୍ୱକୁ ନେଇ ବଢ଼ିଲା ଉତ୍କଣ୍ଠା

ବରଗଡ଼ ଅଫିସ୍‌.୬।୧୧: ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ଡିସେମ୍ବର ୫ତାରିଖରେ ଉପନିର୍ବାଚନ ହେବ। ଏଥିପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ଘୋଷଣା…

1 year ago

ପାଇକମାଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

ପାଇକମାଳ, ୫।୧୧(ଡି.ଏନ.ଏ.): ପାଇକମାଳକୁ ଏନ୍‌ଏସି ଘୋଷଣା, ପାଇକମାଳ ପିଏଚ୍‌ସିକୁ ସିଏଚ୍‌ସି କରିବା, ୧୩୨/୩୩ କେଭି ଗ୍ରୀଡ୍‌ ସ୍ଥାପନ, ଜେଏମ୍‌ଏଫ୍‌ସି କୋର୍ଟ ଶୀଘ୍ର ଖୋଲିବା ଓ ପଦ୍ମପୁରକୁ ଜିଲା…

1 year ago

ବୀମା କ୍ଷତିପୂରଣ ନ ଦେଲେ ଭୋଟ୍‌ରେ ଜବାବ ଦେବୁ

ପଦ୍ମପୁର,୨।୧୧(ଡି.ଏନ.ଏ.): ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ଅମୃତ ମହୋତ୍ସବ ପାଳନ କରୁଛି। ଅଥଚ ଦେଶର ଚାଷୀମାନେ ଆଜି ମଧ୍ୟ ଶୋଷିତ, ଋଣଗ୍ରସ୍ତ ଏବଂ ଅବହେଳିତ ଅବସ୍ଥାରେ…

1 year ago

କାରଣ ଖୋଜି ପାଉନି ପୋଲିସ

ବରଗଡ଼ ଅଫିସ୍‌,୧।୧୧:ବରଗଡ଼ ଜିଲା ଭେଡ଼େନ ଥାନା ଅନ୍ତର୍ଗତ ଜାଣ୍ଡୋଲ(କନ୍ଧପଡ଼ା)ରେ ଗୋଟିଏ ବୁଣାକାର ପରିବାର ଘରୁ ୪ ସଦସ୍ୟଙ୍କ ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ…

1 year ago

ବନ୍ଦ କୋଠରିରୁ ୪ ସଦସ୍ୟଙ୍କ ମୃତଦେହ ମିଳିବା ଘଟଣା: ହତ୍ୟା ମାମଲା ରୁଜୁ କରି ପୋଲିସର ଛାନ୍‌ଭିନ୍‌

ବରଗଡ଼ ଅଫିସ,୩୧ା୧୦: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଜାଣ୍ଡୋଲ କନ୍ଧପଡ଼ାର ବନ୍ଦ କୋଠରିରୁ ଏକ ବୁଣାକାର ପରିବାରର ୪ସଦସ୍ୟଙ୍କ ମୃତଦେହ ମିଳିବା ଘଟଣା ସଭିଁଙ୍କୁ ସ୍ତବ୍ଧ…

1 year ago

ଘରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ

ବରଗଡ଼ ଅଫିସ୍‌,୩୦।୧୦: ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଜାଣ୍ଡୋଲ(କନ୍ଧପଡ଼ା)ରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ଏକ ବୁଣାକାର ପରିବାରର ୪ ସଦସ୍ୟଙ୍କ ମୃତଦେହ…

1 year ago

ଭୋଟରଙ୍କୁ ପ୍ରଭାବିତ କରିବାକୁ ଭେଳିକି

ବରଗଡ଼ ଅଫିସ୍‌,୩୦।୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଶନିବାର ୪୮୮ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର…

1 year ago