ବରଗଡ଼

ଆଗକୁ ଧାନ ଅମଳ, ଚାଷୀଙ୍କୁ ବିକ୍ରି ଚିନ୍ତା: ବଢୁଛି ଆଶଙ୍କା

ବରଗଡ଼,୨୪।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଅଧିକାଂଶ ଅଞ୍ଚଳରେ ଖରିଫ୍‌ ଧାନ ଫସଲ ଅମଳକ୍ଷମ ଅବସ୍ଥାକୁ ଆସିଗଲାଣି। କାଁ ଭାଁ କେଉଁଠି ଅମଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆଉ ସପ୍ତାହକ…

4 weeks ago

ଜମିରେ ପାଣି ନାହିଁ, ଫସଲ ନଷ୍ଟ ଆଶଙ୍କାରେ ଚାଷୀ

ପଦ୍ମପୁର, ୨୩।୧୦ (ପ୍ରଦୀପ୍ତ ଦାଶ): ଧାନ ପାଚିବାକୁ ଆଉ ମାତ୍ର ଏକରୁ ଦୁଇ ସପ୍ତାହ ବାକି। ଏଭଳି ସମୟରେ ବର୍ଷା ଅଭାବ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି।…

4 weeks ago

ସଡ଼କ ଦୁର୍ଘଟଣାରେ ଆଥଲେଟ୍‌ଙ୍କ ଜୀବନ ଗଲା, ସୁନାପୁଅ ମଳୟଙ୍କୁ ଝୁରୁଛି ଜନ୍ମମାଟି

ଅତାବିରା,୨୨ା୧୦(ଯୁଧିଷ୍ଠିର ମହାପାତ୍ର): ସଡ଼କ ଦୁର୍ଘଟଣାରେ ଦୁଇ ଯୁବ ଆଥଲେଟ୍‌ଙ୍କ ଜୀବନ ଚାଲିଯାଇଛି। କଟକ-ଭୁବନେଶ୍ୱର ଜାତୀୟ ରାଜପଥ ଫୁଲନଖରା ଛକରେ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି।…

4 weeks ago

ଅଞ୍ଚଳରେ ଅପରାଧ ନ ଘଟିବା ପାଇଁ ମା’ ଦୁର୍ଗାଙ୍କୁ ଆରାଧନା କଲେ ପୋଲିସ କର୍ମଚାରୀ

ପଦ୍ମପୁର,୨୧ା୧୦(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାର ପଦ୍ମପୁର ଥାନାରେ ବିଜୟା ଦଶମୀ ଓ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ଏହି ଅବସରରେ…

4 weeks ago

ତିହାର୍‌ ଲୋକ ମହୋତ୍ସବରେ ଦୁଲୁକୁଛି ଅତାବିରା: ସାମିଲ ହୋଇଛନ୍ତି ସାଂସ୍କୃତିକ ଦଳ

ଅତାବିରା,୨୦।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାରେ ଚାଲିଛି ତିହାର୍‌ ଲୋକ ମହୋତ୍ସବ । ମଙ୍ଗଳବାର ଏହି ମହୋତ୍ସବ ତୃତୀୟ ଦିବସରେ ପହଞ୍ଚିଛି । ମହୋତ୍ସବରେ ଜିଲା ତଥା…

1 month ago

ଶିବା ହତ୍ୟାକାଣ୍ଡ ମାମଲା; ରହସ୍ୟ ଉପରୁ ହଟିଲା ପରଦା, ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ହତ୍ୟାକାଣ୍ଡ

ଅତାବିରା, ୨୦।୧୦ (ଯୁଧିଷ୍ଠିର ମହାପାତ୍ର ): ଧାର ଟଙ୍କା ମାଗିବାକୁ କେନ୍ଦ୍ର କରି ଅତାବିରା ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରାମାଡ଼ କରି ହତ୍ୟା କରାଯାଇଛି । ମୃତକ…

1 month ago

ମା’ ସମଲେଶ୍ଵରୀଙ୍କ ଅନ୍ନପୂର୍ଣ୍ଣା ବେଶ, ସକାଳୁ ସକାଳୁ ଭକ୍ତଙ୍କ ଭିଡ

ବରଗଡ଼,୨୦।୧୦(ପ୍ରେମାନନ୍ଦ ଖମାରୀ): ଆଜି ପବିତ୍ର ବିଜୟା ଦଶମୀ । ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମାଁ ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କ ମହାଦଶମୀ ବିହିତ…

1 month ago

ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ବରଗଡ଼ର ମା’ ସମଲେଶ୍ୱରୀ: ମନ୍ଦିରରେ ଭକ୍ତଙ୍କ ଗହଳି

ବରଗଡ଼,୧୯।୧୦(ପ୍ରେମାନନ୍ଦ ଖମାରୀ): ଶାରଦୀୟ ନବରାତ୍ର ପୂଜା ଅବସରରେ ସୋମବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା' ସମଲେଶ୍ବରୀ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କୁ ଏହି ବେଶରେ…

1 month ago

ପାର୍ବଣରେ ରକ୍ତରଞ୍ଜିତ ବରଗଡ଼! ଛୁରାମାଡ଼ରେ ଯୁବକ ମୃତ

ଅତାବିରା,୧୯।୧୦(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଭୋଇପୁରା କେନାଲ ବ୍ରିଜ୍ ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ରବିବାର ବିଳମ୍ବିତ ରାତ୍ରିରେ ପୋଲିସ କେନାଲ…

1 month ago

ସମଲେଶ୍ବରୀଙ୍କ କାଳରାତ୍ରୀ ବେଶ: ଅଖଣ୍ଡ ଦୀପ ପ୍ରଜ୍ବଳନ

ବରଗଡ଼,୧୭।୧୦(ପ୍ରେମାନନ୍ଦ ଖମାରୀ)-:ଶାରଦୀୟ ନବରାତ୍ର ପୂଜା ଅବସରରେ ଶନିବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଶ୍ବରୀ କାଳରାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କୁ ଏହି ବେଶରେ ଦର୍ଶନ…

1 month ago