ବରଗଡ଼

ବିଦ୍ୟୁତ ସମସ୍ୟାର ସମାଧାନ କର

ବରଗଡ଼ ଅଫିସ୍‌,୭।୫- ବରଗଡ଼ ସହରରେ ବିଦ୍ୟୁତ ବିଭ୍ରାଟ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ବୁଧବାର ସ୍ଥାନୀୟ ବିଦ୍ୟୁତ ଉପଭୋକ୍ତା…

6 years ago

କ୍ଷତିପୂରଣ ସହାୟତା ଦାବି କଲେ ଚାଷୀ

ବରଗଡ଼ ଅଫିସ୍‌,୭।୫: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ରେଶମ ପଞ୍ଚାୟତର ରେଶମ, ସିଂହେନପାଲି, ପ୍ରଧାନପାଲି, ଇଛାପଦର ଆଦି ଗ୍ରାମରେ ଗତ ଏପ୍ରିଲ ୭ତାରିଖ ଏବଂ ଚଳିତମାସ…

6 years ago

ପ୍ରବାସୀ ଶ୍ରମିକଙ୍କ ସଙ୍ଗରୋଧ ବ୍ୟବସ୍ଥା କର

ବରଗଡ଼ ଅଫିସ୍‌,୭।୫-  କରୋନା ସଂକ୍ରମଣରେ ବରଗଡ଼ ଜିଲା ବର୍ତ୍ତମାନ ଗ୍ରୀନ୍‌ ଜୋନ୍‌ରେ ରହିଛି । ଅନ୍ୟପକ୍ଷେ ବରଗଡ଼ ଜିଲା ସୀମାନ୍ତ ଛତିଶଗଡ଼ ପଟୁ ପ୍ରତିଦିନ ବହୁସଂଖ୍ୟାରେ ପ୍ରବାସୀ…

6 years ago

ନିରାଡ଼ମ୍ବରରେ ପାଳିତ ହେଲା ନୃସିଂହନାଥଙ୍କ ବୈଶାଖ ମେଳା

ପାଇକମାଲ,୭।୫(ଡି.ଏନ.ଏ)- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରରେ ବୁଧବାର ନୃସିଂହନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ ତଥା ବୈଶାଖ ମେଳା ନିରାଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି…

6 years ago

ଟୁଇଟ୍‌ ପରେ ପ୍ରବାସୀ ଶ୍ରମିକଙ୍କୁ ମିଳିଲା ଆଶ୍ରୟ

ବରଗଡ଼ ଅଫିସ,୬ା୫: ଝାଡ଼ଖଣ୍ଡରୁ ଅତାବିରାରେ ମଙ୍ଗଳବାର ପହଞ୍ଚିଥିବା ଏକ ପ୍ରବାସୀ ଶ୍ରମିକ ପରିବାର ଆଶ୍ରୟ ଟିକିଏ ପାଇଁ ବାରଓଳି ଶୁଣ୍ଢିପିଣ୍ଡା ହୋଇଥିଲେ। ସେମାନେ ପୂର୍ବରୁ ଏକ ଘରଭଡ଼ା…

6 years ago

ମାସ୍କ ନ ପିନ୍ଧି ୧୪୨ ଜଣ ଗଣିଲେ ଜରିମାନା

ବରଗଡ଼ ଅଫିସ,୬ା୫: ଭୂତାଣୁ ସଂକ୍ରମଣକୁ ପ୍ରତିହତ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଉଲ୍ଲଂଘନ କଲେ ଜରିମାନା ନିଆଯାଉଛି। ଏହି କ୍ରମରେ ବରଗଡ଼ ଜିଲା…

6 years ago

କାଳବୈଶାଖୀରେ ଘର ଭାଙ୍ଗିଲା

ବରଗଡ଼ ଅଫିସ,୬ା୫: ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ରାତିରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ହୋଇଥିଲା । ଏଥିରେ ଜିଲାର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

6 years ago

ପ୍ରବାସୀ ଶ୍ରମିକଙ୍କୁ ମିଳୁନି କ୍ବାରାଣ୍ଟାଇନ ସେଣ୍ଟର, ରାସ୍ତା ଉପରେ ବିତୁଛି ଜୀବନ

ବରଗଡ଼ ଅଫିସ୍‌, ୬ା୫-ଝାରଖଣ୍ଡରୁ ଅତାବିରାକୁ ଆସିଥିବା ଏକ ପ୍ରବାସୀ ଶ୍ରମିକ ପରିବାରକୁ ହଟହଟା ହେବାକୁ ପଡ଼ିଛି। ରହିବା ପାଇଁ ଜାଗା ମିଳୁ ନଥିବା ଯୋଗୁ ସେମାନଙ୍କୁ ରାସ୍ତାକଡ଼…

6 years ago

ଗାଡ଼ି ଡ୍ରାଇଭିଂ କରି ପ୍ରବାସୀ ଶ୍ରମିକଙ୍କୁ ନେଲେ ମନ୍ତ୍ରୀ

ସୋହେଲା, ୬ା୫(ଡି.ଏନ.ଏ.)-ବୌଦ୍ଧ, ସୋନପୁର, କଣ୍ଟାମାଳର ୧୨ଜଣ ଶ୍ରମିକ ଉତ୍ତର ପ୍ରଦେଶର ସିକନ୍ଦରାବାଦକୁ କାମ କରିବାକୁ ଯାଇଥିଲେ। ସେମାନେ ଏକ ଟ୍ରକ ଉପରେ ମଙ୍ଗଳବାର ଘରକୁ ଫେରୁଥିଲେ। ଫେରିବା…

6 years ago

ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ି ଓଲଟିଲା: ଯାତାୟତ ଠପ

ଅତାବିରା,୫।୫(ଡି.ଏନ.ଏ)-ବରଗଡ଼ ଜିଲା ଗୋଡ଼ଭଗା-ତୁରୁମ ରାସ୍ତାର ରୁଷୁଡ଼ା ମାର୍କେଟ୍‌ ୟାର୍ଡ଼ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡ଼ିଛି। ଗୋଡ଼ଭଗାରୁ ତୁରୁମ…

6 years ago