ମଧ୍ୟସ୍ଥଙ୍କ କବ୍ଜାରେ ବସ୍ତା ଡାକ୍ତରଖାନା
ବସ୍ତା,୨୩।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ମଧ୍ୟସ୍ଥଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଚିକିତ୍ସା ସମୟରେ ଡାକ୍ତରଖାନାରେ ସମସ୍ତ ଔଷଧ ଏବଂ ସୁବିଧା ଯୋଗାଇଦେବା ପାଇଁ ସରକାରୀ ନିୟମ ରହିଛି।…
ରାଷ୍ଟ୍ରପତିଙ୍କ ଦୁଇଦିନିଆ ମୟୂରଭଞ୍ଜ ଗସ୍ତ ନେଇ ଜିଲାବାସୀ ଆନନ୍ଦିତ
ବାଲେଶ୍ୱର ଅଫିସ/ବାରିପଦା ଅଫିସ,୨୧ା୪: ମହାମହିମ ରାଷ୍ଟ୍ରପତି ତଥା ରାଇରଙ୍ଗପୁର ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି, କର୍ମଭୂମି ରାଇରଙ୍ଗପୁର ଓ ମୟୂରଭଞ୍ଜକୁ ଦୁଇଦିନିଆ ଗସ୍ତରେ ଆସୁଥିବା ଜଣାପଡ଼ିଛି। ଏନେଇ…
ପଟାସ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
ପାଟଣା,୨୦/୪(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକବୁଢୀ କାପୁଡି ପଞ୍ଚାୟତ ପାଣପଶି ପଟାସ ଜଙ୍ଗଲରୁ ଗୁରୁବାର ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ମୃତଦେହ ନିକଟରେ କୀଟନାଶକ ସହ ସାଇକେଲ ପଡିରହିଥିବା ଦେଖିବାକୁ…
ପାଣିରେ ଗଲା ୪ ଜୀବନ
ବାଲେଶ୍ୱର ଅଫିସ/ଯାଜପୁର ଟାଉନ/ଟାଙ୍ଗୀ(ଖୋର୍ଦ୍ଧା)(ଡି.ଏନ୍.ଏ.), ୨୦ା୪: ରାଜ୍ୟର ପୃଥକ୍ ସ୍ଥାନରେ ପାଣିରେ ବୁଡ଼ିଯାଇ ବୁଧବାର ୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଢ଼ାବଳଙ୍ଗ ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇ ସମ୍ପର୍କୀୟ ଭାଇଙ୍କ ଜୀବନ ଯାଇଛି। ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଞ୍ଚଳରେ ଏଭଳି…
ତୃଷାର୍ତ୍ତ ପ୍ରାଣୀପକ୍ଷୀଙ୍କ ପାଇଁ ଜଳ ବ୍ୟବସ୍ଥା
ନୀଳଗିରି,୧୯।୪ (ସ୍ବ.ପ୍ର) ପ୍ରକୃତି, ପ୍ରାଣୀପକ୍ଷୀ ଆଉ ମଣିଷ ମଧ୍ୟରେ ରହିଛି ନିବିଡ଼ ସମ୍ପର୍କ। ପରିବେଶର ଜାଗ୍ରତ ପ୍ରହରୀ ସାଜି ନୀଳଗିରିର କେତେଜଣ ପ୍ରକୃତିପ୍ରେମୀ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଆଖିଆଗରେ ରଖି ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ସଂରକ୍ଷଣ ଜଙ୍ଗଲରେ ପକ୍ଷୀ ଓ…
କଳା ପଲସର୍ ଆତଙ୍କ : ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର
ରୂପ୍ସା,୧୭।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ରୂପ୍ସା ଥାନା ଅଞ୍ଚଳରେ କଳା ପଲସର୍ ଆତଙ୍କ ଦେଖିବାକୁ ମିଳିଛି। ଥାନା ପାଖ ବସ୍ଷ୍ଟାଣ୍ଡ ନିକଟରୁ ଜଣେ ମହିଳାଙ୍କ ବେକରୁ ଏକ ସୁନା ହାର ଦୁର୍ବୃତ୍ତମାନେ ଝାମ୍ପି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍ ହାରର ମୂଲ୍ୟ ପାଖାପାଖି…
ମେଡିକାଲ, ଇଞ୍ଜିନିୟରିଂରେ ନାମ ଲେଖାଇବା ନାଁରେ ୩ କୋଟିରୁ ଊର୍ଦ୍ଧ୍ୱ ଠକେଇ
ବାଲେଶ୍ୱର ଅଫିସ,୧୭ା୪: ମେଡିକାଲ, ଇଞ୍ଜିନିୟରିଂ ସିଟ୍ରେ ସହଜରେ ନାମ ଲେଖାଇଦେବାର ସ୍ବପ୍ନ ଦେଖାଇ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରି ଧରାପଡିଛନ୍ତି ୨ଜଣ ଆନ୍ତଃ ରାଜ୍ୟ ଦଲାଲ। ଏମାନେ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ…
‘ଏଜୁକେଶନ ୱାଲର୍ଡ’ ଜାତୀୟ ପତ୍ରିକାରେ ଓଡ଼ିଶାର ୧୦ ମହାବିଦ୍ୟାଳୟ
ବାଲେଶ୍ୱର ଅଫିସ,୧୭ା୪: ଏଜୁକେଶନ ୱାଲର୍ଡ ଜାତୀୟ ପତ୍ରିକାରେ ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ରାଜ୍ୟର ୧୦ ମହାବିଦ୍ୟାଳୟ ସ୍ଥାନ ପାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନ ସମ୍ପର୍କରେ କରାଯାଇଥିବା ସର୍ଭେରୁ ଏହା ଜଣାପଡ଼ିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ, ଶିକ୍ଷା ବ୍ୟବସ୍ଥାରେ…
ପଞ୍ଚଲିଙ୍ଗେଶ୍ୱର ସଂରକ୍ଷିତ ଜଙ୍ଗଲରେ ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ
ନୀଳଗିରି,୧୭ା୪(ସ୍ବ.ପ୍ର.): ଓଡ଼ିଶାରେ ପ୍ରଥମ କରି ବାଲେଶ୍ୱର ଜିଲା ପଞ୍ଚଲିଙ୍ଗେଶ୍ୱରର ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ। ଏହାକୁ ବିଶିଷ୍ଟ ପକ୍ଷୀବିତ୍ ଓ କୁଲଡ଼ିହା ଗାଇଡ୍ ମନୋରଞ୍ଜନ ଦାସ ଚିହ୍ନଟ କରିଛନ୍ତି। ଏହି ପକ୍ଷୀର ଉଭୟ ପୁରୁଷ ଓ…
ଜନସାଧାରଣଙ୍କୁ ବିତରଣ କରା ନ ଯାଇ ପୋଡ଼ାଯାଉଛି ସରକାରୀ ଔଷଧ
ବସ୍ତା,୧୬ା୪(ଡି.ଏନ୍.ଏ.): ସରକାରୀ ଔଷଧ ଜନସାଧାରଣଙ୍କୁ ବିତରଣ କରା ନ ଯାଇ ସର୍ବସାଧାରଣ ସ୍ଥାନରେ ପୋଡ଼ାଯାଇଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲା ବସ୍ତା ଡାକ୍ତରଖାନାଠାରୁ ୨୦୦ ମିଟର ଦୂରରେ ରାମଚଣ୍ଡୀ ମନ୍ଦିର ନିକଟ ଏକ ନଡ଼ିଆ ଗଛ ପାଖରେ…
ଖଡ଼ି, ଇକଡ଼ ବାଡ଼ିରେ ୩୦ଫୁଟ୍ ଉଚ୍ଚରେ ନିଆଁ
ଭୋଗରାଇ, ୧୫।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁଳିଦା ପଞ୍ଚାୟତ କୁଳିଦା, ମଧୁପୁର, ଚାନ୍ଦକୁସୁମି, ମହାଦିଆ ଆଦି ଗ୍ରାମର ଜମିରେ ପାନଚାଷ ପାଇଁ ବ୍ୟବହୃତ ହେଉଥିବା ଖଡ଼ି, ଇକଡ଼ ବାଡ଼ିରେ ୩୦ ଫୁଟ ଉଚ୍ଚରେ ନିଅଁା ଜଳୁଛି। ଶୁକ୍ରବାର ମଧ୍ୟାହ୍ନରୁ…
ପ୍ରଥମେ ଉପରଦାନ୍ତ ଉଠିଲେ କୁକୁର ସହ ବାହାଘର
ସୋର, ୧୪ା୫(ଡି.ଏନ.ଏ.): ପରମ୍ପରା ନାମରେ ଏବେବି ଲୋକଙ୍କ ମନରେ ବସା ବାନ୍ଧିଛି ଅନ୍ଧବିଶ୍ୱାସ। ବିବାହ ବେଳେ ମଙ୍ଗଳଦୋଷ ଥିଲେ ପୁଅ କିମ୍ବା ଝିଅର ରିଷ୍ଟ ଖଣ୍ଡନ ଲାଗି ପ୍ରଥମେ ସାହାଡ଼ା ଗଛକୁ ବିବାହ କରାଯାଉଥିବା ପୂର୍ବରୁ ଆମେ ଶୁଣିଛେ। ହେଲେ ଶିଶୁଟିର…
Archives


