ବୋହୂ ହତ୍ୟା ମାମଲାରେ ଜେଲ ଗଲେ ସ୍ବାମୀ, ଶ୍ୱଶୁର
ରୂପ୍ସା,୧୩।୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ରୂପ୍ସା ଥାନା ଗଡ଼ପଦା ପଞ୍ଚାୟତ ଅଧୀନ ଜହତା କୂଳ ଗ୍ରାମର ବିଜୟ ନାୟକଙ୍କ ସ୍ତ୍ରୀ ହରପ୍ରିୟା ନାୟକ(୨୨)ଙ୍କୁ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତ ସ୍ବାମୀ ବିଜୟ ନାୟକ ଓ ଶ୍ୱଶୁର ଦାମୋଦର ନାୟକଙ୍କୁ ଗିରଫ କରିଛି।…
ଆଜାଙ୍କ ଦଶାହରେ ଚାଲିଗଲା ୨ ନାତିଙ୍କ ଜୀବନ
ସୋର,୧୨।୮: ଅଜାଙ୍କ ଦଶାହରେ ଚାଲିଗଲା ୨ ନାତିଙ୍କ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ବାଗୁଡ଼ି ଅଞ୍ଚଳରେ। ଲଣ୍ଡା ହୋଇ ଗାଧାଉଥିବା ବେଳେ ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଦେଲେ ୱାଦା…
‘ଯୁବପିଢ଼ି ପରିବର୍ତ୍ତନର ବାର୍ତ୍ତାବହ’
ବାଲେଶ୍ୱର, ୧୧।୮(ମାନସ ବିଶ୍ୱାଳ): ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସିଂହଭାଗ ହେଉଛନ୍ତି ଯୁବପିଢ଼ି। ଆମ ଦେଶର ପ୍ରତ୍ୟେକ ନାଗରିକ ଯୁବାବସ୍ଥାରୁ ଗଣତନ୍ତ୍ରର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିଥାନ୍ତି। ତେଣୁ ଯୁବପିଢ଼ିଙ୍କୁ ଗଣତନ୍ତ୍ରର ଅନ୍ତୁଡ଼ିଶାଳର ଆଖ୍ୟା ଦିଆଯାଇପାରେ। ଯୁବପିଢ଼ିଙ୍କ…
ପଶ୍ଚିମବଙ୍ଗକୁ ପିଡିଏସ୍ ଚାଉଳ ଚାଲାଣ
ରୂପସା (ବାଞ୍ଛାନିଧି ଦେ)/ବସ୍ତା (ହରିଶଙ୍କର ପାଢୀ), ୯।୮: ବାଲେଶ୍ୱର ଜିଲା ରୂପସା ଥାନା ଅଧୀନ ୬୦ ନମ୍ବର ଜାତୀୟ ରାଜପଥର ଥାନା ନିକଟରେ ପୋଲିସ ଚଢାଉ କରି ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଯାଉଥିବା ଏକ ପିଡିଏସ୍ ଚାଉଳ ବୋଝେଇ ଟ୍ରକ୍କୁ ଜବତ କରିଛି।…
ମିଳିଲା ନିଖୋଜ କାଉଡିଆଙ୍କ ଶବ
ଖଇରା,୮।୮(ଉତ୍କଳବନ୍ଧୁ ପଣ୍ଡା) ବାଲେଶ୍ୱର ଜିଲା ସାନଜୟୀପୁର ଗ୍ରାମର ଶୈବପୀଠରେ ଜଳାଲାଗି କରିବାକୁ ସାଳନ୍ଦୀକୁ ପାଣି ଆଣିବାକୁ ଯାଇ ୨କାଉଡିଆ ନିଖୋଜ ହୋଇଯାଇଥିଲେ। ତେବେ ମଙ୍ଗଳବାର ସକାଳେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି ା ନିଖୋଜର ୨୨ ଘଣ୍ଟା ପରେ ମୃତଦେହ ଠାବ…
୧୩ ବର୍ଷ ପରେ ଗାଁକୁ ଫେରିଲେ ହଜିଲା ପୁଅ
ସିମୁଳିଆ,୮।୮(ସନ୍ତୋଷ ନାୟକ): ୧୩ବର୍ଷ ପରେ ଗାଁକୁ ଫେରିଛି ହଜିଲା ପୁଅ। ଆଖି ଆଗରେ ଚୁନା ହୋଇଯାଇଥିବା ସୁନା ସଂସାର ପୁଣି ଥରେ ହସି ଉଠିବ ବୋଲି ଖୁସିରେ ଆତ୍ମହରା ହୋଇ କହିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର କୁଟାରୀ ଅଞ୍ଚଳର ନିରଞ୍ଜନ…
ପାଣିଭାର ଆଣିବାକୁ ଯାଇ ୨ କାଉଡ଼ିଆ ନିଖୋଜ
ଖଇରା, ୮।୮(ଉତ୍କଳବନ୍ଧୁ ପଣ୍ଡା): ଶ୍ରାବଣ ସୋମବାର ଘଟିଛି ଏକ ଅଘଟଣ। ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ସାନଜୟୀପୁର ଗ୍ରାମର ବାବା ସର୍ବେଶ୍ୱରଙ୍କଠାରେ ଜଳଲାଗି ପାଇଁ ସାଳନ୍ଦୀରୁ ପାଣି ଉଠାଇବା ଲାଗି ଯାଇଥିବା ଦୁଇ କାଉଡିଆ ନିଖୋଜ ହୋଇଯାଇଛନ୍ତି।…
ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ
ରୂପସା,୭।୮(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକର ଛାନୁଆ ପଞ୍ଚାୟତ ଅନ୍ତର୍ଗତ ଭଦ୍ରସିଆ ଗ୍ରାମର ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମାତ୍ର ଅଭିଯୋଗକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ…
ୟୁନିୟନ ବ୍ୟାଙ୍କ ଡକାୟତି ମାମଲା: ମାଷ୍ଟରମାଇଣ୍ଡଙ୍କୁ ଧରିଲା ପୋଲିସ
ବାଲେଶ୍ୱର,୭।୮(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ମାମଲା ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳରୁ ପୋଲିସ ଡକାୟତି ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କଠାରୁ ୮୫୪ ଗ୍ରାମ ସୁନା ଜବତ…
ସାଳନ୍ଦୀ ନଦୀରେ ଭାସିଗଲେ ଦୁଇ କାଉଡ଼ିଆ
ଖଇରା,୭ା୮(ଉତ୍କଳବନ୍ଧୁ ପଣ୍ଡା): ଅଣିଜସ୍ଥିତ ସିନ୍ଧୁକେଶ୍ବର ଶିବ ମନ୍ଦିରରେ ପାଣି ଢାଳିବାକୁ ସାଳନ୍ଦୀରେ ଗାଧୋଇବାକୁ ଯାଇ ସୋମବାର ୨ କାଉଡ଼ିଆ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଦ୍ବୟ ହେଲେ ଖଇରା ବ୍ଲକ ସାନଜୟୀପୁର ଗ୍ରାମର ରାଜେନ୍ଦ୍ର ସାହୁ (୨୨) ଓ କାଠିଆ ମହାକୁଡ଼(୨୧)।…
ଓଏସ୍ଏସ୍ସି ପ୍ରଶ୍ନପତ୍ର ଲିକ୍ ମାମଲା: ଆଉ ୮ ଗିରଫ
ବାଲେଶ୍ୱର,୬।୮(ମାନସ ବିଶ୍ୱାଳ)ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ(ଓଏସ୍ଏସ୍ସି) ଦ୍ୱାରା ପରିଚାଳିତ ଜେଇଇ ସିଭିଲ୍ ମେନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ମାମଲାରେ ସମ୍ପୃକ୍ତ ଆଉ ୮ଜଣଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରେ ବାଲେଶ୍ୱର ଜିଲାର ୨ଜଣ ଶିକ୍ଷକ ଅଛନ୍ତି। ଏହି ମାମଲାରେ ମୋଟ…
ସୁବର୍ଣ୍ଣରେଖାରେ ପ୍ରଥମ ବନ୍ୟାଜଳ
ବାଲିଆପାଳ, ୫।୮(ଗୋପାଳ ଚନ୍ଦ୍ର ସାହୁ): ରାଜ୍ୟରେ ସବୁ ନଦୀରେ ବନ୍ୟା ବିତ୍ପାତ ଆରମ୍ଭ ହୋଇଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ସ୍ଥିର ରହିଥିଲା। ଶୁକ୍ରବାର ପୂର୍ବାହ୍ନରୁ କ୍ରମଶଃ ନଦୀର ଜଳପତ୍ତନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟାଜଳ…
Archives


