ବାଲେଶ୍ୱର

ସୁନାନଦୀର ସୁରକ୍ଷା ପାଇଁ ଜଳମାନବଙ୍କ ଯୋଡ଼ା ଗସ୍ତ: ଟାଟା କମ୍ପାନୀକୁ ଦେଲେ ଚେତାବନୀ

ଯୋଡ଼ା, ୮।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହରର ଜୀବନରେଖା ସୁନାନଦୀ। ଏଥିରେ ବେଆଇନ୍‌ ବନ୍ଧ ନିର୍ମାଣ ଉପରେ ସମୀକ୍ଷା କରିବା ପାଇଁ ରମନ ମାଗସେସ୍‌ ପୁରସ୍କାରପ୍ରାପ୍ତ ଜଳମାନବ ଡ. ରାଜେନ୍ଦ୍ର ସିଂ ରବିବାର ଯୋଡ଼ା ଗସ୍ତ କରିଛନ୍ତି। ଅପରାହ୍ନ ୫ଟାରେ ଯୋଡା ବ୍ଲକ…

ପାହାଡ଼ ଉପରେ ହେମଘର ଶୈବପୀଠ

କେନ୍ଦୁଝର, ୮ା୭ (ସ୍ବ.ପ୍ର.)-ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚୟତର କାଦଗଡ ଗ୍ରାମ ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ ହେମଘର ପାହାଡ଼। ଜଙ୍ଗଲ ଓ ପାହାଡ ପରିବେଶରେ ଥିବା ଏହି ପାହାଡ ସ୍ଥାନୀୟ ଅଞ୍ଚଳବାସୀ ଦେବସ୍ଥଳୀ ଭାବେ ପୂଜା କରିଆସୁଛନ୍ତି। ଏବେ…

ଗଛମୂଳେ ଚାଲିଛି ମଧ୍ୟାହ୍ନଭୋଜନ

ଚମ୍ପୁଆ, ୮ା୭(ଡି.ଏନ୍‌.ଏ): ସମସ୍ତେ ପଢ଼ିବେ ସମସ୍ତେ ବଢ଼ିବେ ଆଧାରରେ ସରକାର ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଥମରୁ ୮ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଛନ୍ତି। ଏହି ମଧ୍ୟାହ୍ନଭୋଜନ ପାଇଁ ପଞ୍ଚନିୟମ…

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ତିହିଡ଼ି, ୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ମଥନାଥ ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି। ପଞ୍ଚାୟତର ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାମ ଅନୁଯାୟୀ ଅଧିକ ବିଲ୍‌ କରାଇଥିବାରୁ ଜିଲାପାଳ ଜ୍ଞାନରଞ୍ଜନ ଦାସ…

ଲଘୁଚାପ ବର୍ଷା : ବଜାର ଅଞ୍ଚଳରେ ଆଣ୍ଠୁଏ ପାଣି

ତେଲକୋଇ, ୭।୭(ଡି.ଏନ.ଏ.)-ତେଲକୋଇ ଅଞ୍ଚଳରେ ବର୍ଷା ଯୋଗୁ ବଜାର ଅଞ୍ଚଳ ରାସ୍ତାରେ ୨ଫୁଟ ପାଣି କେନାଲ ସଦୃଶ ହୋଇଛି। ଡ୍ରେନ ସମସ୍ୟା ଲାଗି ବଜାର ଅଞ୍ଚଳରେ କୁଢ କୁଢ ବର୍ଜ୍ୟବସ୍ତୁ ରାସ୍ତାରେ ଜମା ହୋଇଛି। ଏପରିସ୍ଥଳେ ବଜାର ଅଞ୍ଚଳରେ ଥିବା ବିଭିନ୍ନ ବ୍ୟବସାୟ…

ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଅଚଳ:ପାଣି ପାଉ ନାହାନ୍ତି ଗ୍ରାମବାସୀ

ତେଲକୋଇ, ୭।୭(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପୁରୁଜୋଡା ପଞ୍ଚାୟତ ଅଧିନର ବେଣାମୁଣ୍ଡା ଗ୍ରାମରେ ସ୍ବଜଳଧାରା ଯୋଜନା ୨୦୦୮ ମସିହାରୁ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ୧୫ଦିନ ହେବ ଉକ୍ତ ଜଳପ୍ରକଳ୍ପ ବନ୍ଦ ହୋଇଥିବା ଯୋଗୁଁ ଗ୍ରାମବାସୀ ଅଚଳ ନଳକୂପ ଉପରେ ନିର୍ଭର କରୁଛନ୍ତି।…

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର,୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ କମଲାଙ୍ଗି ଗ୍ରାମରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ରବିବାର ସକାଳେ ପାଖ ଜଙ୍ଗଲକୁ ହରେକୃଷ୍ଣ ବିଶୋୟୀ ଶୌଚ ହେବାକୁ ଯାଇଥିବାବେଳେ ବଣୁଆ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ…

ହାଜର ହେଲେ ୮ ଖଣି ମାଲିକ

କେନ୍ଦୁଝର, ୭ା୭ (ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଚାଲିଥିବା ଖିଲାପୀ ଖଣି ସଂସ୍ଥାଙ୍କ ସମ୍ପତି ବାଜ୍ୟାପ୍ତି ମାମଲାରେ ଶନିବାର ୮ ଖଣି ସଂସ୍ଥା ହାଜର ହୋଇଥିଲେ ା ସୁପ୍ରିମ କୋର୍ଟଙ୍କ ଆଦେଶ କ୍ରମେ ୩୧ ଖଣିର ୨୩ ଜଣ ଖଣିସଂସ୍ଥା ବିରୋଧରେ ଜରିମାନା…

ଗୋଟିଏ କୋଠରିରେ ୫ ଶ୍ରେଣୀ

କେନ୍ଦୁଝର, ୭ା୭(ସ୍ବ.ପ୍ର.)-ବିଦ୍ୟାଳୟ ବାହାରେ କୌଣସି ପିଲା ରହିବେ ନାହିଁ ଏବଂ ସବୁ ପିଲା ବିଦ୍ୟାଳୟକୁ ଆସି ପାଠ ପଢିବା ଲାଗି ସରକାର ଯୋଜନା କରିଥିବା ବେଳେ ଏହାର ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ। ପ୍ରାଥମିକ ଶିକ୍ଷାନୁଷ୍ଠାନକୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା…

ସ୍କୁଲ ବସ୍‌ ପଛକୁ ଧକ୍କା ଦେଲା ଆଇରନ୍‌ ବୋଝେଇ ଟ୍ରକ : ଅଳ୍ପକେ ବର୍ତ୍ତିଲେ ୧୮ ଛାତ୍ରୀଛାତ୍ର

ଆନନ୍ଦପୁର,୭।୭(ସ୍ବ.ପ୍ର.)-ଶନିବାର ଏକ ବଡ଼ ଦୁର୍ଘଟଣାରୁ ୧୮ ଜଣ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି। କେନ୍ଦୁଝର ଜିଲା ଘସିପୁରା ଥାନା ଗୋହିରାଠାରେ ଥିବା ଏକ ଘରୋଇ ଇଂଲିଶ ମାଧ୍ୟମିକ ବିଦ୍ୟାଳୟର ସ୍କୁଲ ବସ୍‌ ପଛକୁ ଏକ ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା…

ଭିତ୍ତିଭୂମି ଥାଇ ମାନ୍ୟତା ପାଉନି ଜଳପ୍ରପାତ

କେନ୍ଦୁଝର, ୭ା୭ (ସ୍ବ.ପ୍ର.)-(ନରେଶ ଚନ୍ଦ୍ର ପଟ୍ଟନାୟକ):ଦେଶରେ ପର୍ଯ୍ୟଟନର ବିକାଶ କରି ବହୁ ଦେଶ, ରାଜ୍ୟ ସମୃଦ୍ଧ ହୋଇଥିବା ବେଳେ କେନ୍ଦୁଝର ଜିଲାରେ ଥିବା ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ର ଗୁଡିକର ବିକାଶ କରାଯାଉନଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି। ଭୌଗୋଳିକ ଦୃଷ୍ଟି କୋଣରୁ…

ସ୍ବାସ୍ଥ୍ୟକେନ୍ଦ୍ରରେ ପଶିଲା ପାଣି

ଭଦ୍ରକ ଅଫିସ, ୭।୭ – ଭଦ୍ରକ ଉପକଣ୍ଠ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବର୍ଷାପାଣି ପଶିଛି। ଏବେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି। ଏହି କାରଣରୁ ସ୍ବାସ୍ଥ୍ୟସେବା ପାଇଁ ଆସୁଥିବା ରୋଗୀ ନାନା ଅସୁବିଧା ଭୋଗୁଛନ୍ତି। ଏଠାରୁ ଜଳ ନିଷ୍କାସନ ସକାଶେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri