ଏକ୍ସପ।ଏରୀ ସାଲାଇନ ଦିଆଯିବାକୁ ନେଇ ଉତ୍ତେଜନା
ସଜନା ଗଡ-୪/୪(ଡି .ଏନ୍.ଏ.)- ବାଲେଶ୍ଵର ଜିଲ୍ଲା ନୀଳଗିରି ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ପ୍ରତିନିଧିଙ୍କୁ ଏକ୍ସପ।ଏରୀ ସାଲାଇନ ଦିଆଯିବାକୁ ନେଇ ଉତ୍ତେଜନା ଦେଖାଦେଇଛି । ତଦନ୍ତ ପାଇଁ ଘଟଣାସ୍ଥଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚିଥିଲେ। ପରିବାର ପକ୍ଷରୁ ଚିକିତ୍ସା ଅବହେଳା ନେଇ…
ସାମାଜିକ ଦୂରତା ରକ୍ଷା କରି ରକ୍ତ ସଂଗ୍ରହ କଲେ ବ୍ଲଡ଼ ବ୍ୟାଙ୍କ କର୍ମଚାରୀ
ବାଲେଶ୍ୱର ଅଫିସ ୪।୪: ବିଶ୍ୱ ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଚାଲିଥିବା ଲକ ଡାଉନ ସମୟରେ ରକ୍ତଦାନ ଶିବିର ପାଇଁ ଅନୁମତି ନ ଥିବା ବେଳେ ସମଗ୍ର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଦେଇଛି । ଏପରି ପରିସ୍ଥିତିରେ ବାଲେଶ୍ଵରର…
ଲକ୍ଡାଉନ ନାମରେ ଚାଲିଛି ଭୋଜିଭାତ
ଖଇରା, ୩।୪(ଡି.ଏନ୍.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲକ୍ଡାଉନ ଘୋଷଣା କରାଯାଇଛି। କେତେକ ଗ୍ରାମବାସୀ ଗ୍ରାମର ୨ ପାର୍ଶ୍ୱରେ ବାଉଁଶ ବାନ୍ଧି ବାହାର ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଇଛନ୍ତି। ହେଲେ ଏବେ କେତେକ ଗ୍ରାମରେ ପୋଲିସ ଆଖିରେ ଧୂଳି…
କରଞ୍ଜାବିନ୍ଧା ଯୁବକ ସଂଘ ତରଫରୁ ସହାୟତା ପ୍ରଦାନ
ବାହାନଗା, ୩ା୪(ଡି.ଏନ.ଏ.)-କରୋନା ଭାଇରସର ସଫଳ ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ ନିମନ୍ତେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତସ୍ଥିତ ଉପର କରଞ୍ଜାବିନ୍ଧା ଗ୍ରାମର ଥିବା ଯୁବକ ସଂଘ ଆଗକୁ ବାହାରିଛନ୍ତି ା ସେମାନେ ନିଜ ତରଫରୁ କିଛି କିଛି ଅର୍ଥ…
ସୀମାନ୍ତ ସିଲ୍ ପରେ ଉତ୍ତେଜନା: ୩୭ ବଙ୍ଗୀୟ ଶ୍ରମିକଙ୍କୁ ଫେରାଇ ଦେଲା ପଶ୍ଚିମବଙ୍ଗ
ଭୋଗରାଇ, ୩।୪(ଡି.ଏନ.ଏ.)-ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକ୍ଡାଉନ୍ ଥିବା ବେଳେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତକୁ ଗତ ୨୩ତାରିଖରୁ ପ୍ରଶାସନ ପକ୍ଷରୁ ସିଲ୍ କରିଦିଆଯାଇଛି। ବାଲେଶ୍ୱର ଜିଲା ଭୋଗରାଇ ଓ ଜଳେଶ୍ୱରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ଉଭୟ…
ଭୋକିଲା ପେଟକୁ ଦାନା
ବାଲେଶ୍ୱର ଅଫିସ,୩।୪- ଲକ୍ଡାଉନ୍ ଯୋଗୁ ବାଲେଶ୍ୱର ଜିଲାର ସମସ୍ତ ଦୋକାନବଜାର, ହୋଟେଲ ବନ୍ଦ ରହିଥିବାରୁ ଅସହାୟ, ଭିକାରୀ, ଗୋରୁ,ବୁଲାକୁକୁର ଓ ଅନ୍ୟ ପ୍ରାଣୀମାନେ ଭୋକିଲା ରହୁଛନ୍ତି। ସହରର ‘ଦି ନ୍ୟୁ ହୋପ’ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ସହାୟକ ହୋଇପାରିଛି।…
କୋଭିଡ-୧୯ ମୁକାବିଲା: ନିଜର ଏକ ମାସର ଦରମା ପ୍ରଦାନ କଲେ ନୀଳଗିରି ବିଧାୟକ
ସଜନାଗଡ଼,୩।୪(ଡି.ଏନ୍.ଏ.): କରୋନା ମହାମାରୀ ସହ ମୁକାବିଲା ଲାଗି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସହାୟତାର ସୁଅ ଛୁଟୁଛି। ଏହି କ୍ରମରେ ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ କୋଭିଡ-୧୯ ମହାମାରୀ ପାଣ୍ଠିକୁ ନିଜର ଏକ ମାସର ଦରମା…
ସାବୁନ ବାଣ୍ଟିଲେ ମହିଳା ଗ୍ରୁପ
ବାହାନଗା, ୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବ୍ରହ୍ମପୁର ଗ୍ରାମରେ ଥିବା ମହାଲକ୍ଷ୍ମୀ ମହିଳା ଏସଏଚ୍ଜି ଦ୍ୱାରା କରୋନା ସତର୍କତା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରୁପ ପକ୍ଷରୁ ଗ୍ରାମର ମହିଳା ପୁରୁଷମାନଙ୍କୁ ହାତ…
ହାତବାନ୍ଧି ବସିଛନ୍ତି ପାନଚାଷୀ
ଭୋଗରାଇ, ୩ା୪(ଡି.ଏନ.ଏ.) – କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଏବେ ସମଗ୍ର ଦେଶ ଲକ୍ଡାଉନରେ ରହିଛି। ଏହାର ପ୍ରତିକୂଳ ପ୍ରଭାବ ପାନ ଚାଷ ଉପରେ ପଡିଛି। ଏହି ଚାଷ ଉପରେ ନିର୍ଭର କରୁଥିବା ବାଲେଶ୍ୱର ଜିଲା ଭୋଗରାଇ ଓ ବାଲିଆପାଳ…
ବରିଷ୍ଠ ନାଗରିକ ମଞ୍ଚର ଆର୍ଥିକ ସହାୟତା
ଖଇରା, ୩।୪(ଡି.ଏନ.ଏ.)-ଖଇରା ବରିଷ୍ଠ ନାଗରିକ ମଞ୍ଚ ଓ କୁପାରୀ ଗଡଚଣ୍ଡୀ ସାଂସ୍କୃତିକ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଢିକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି। ଗୁରୁବାର ପୂର୍ବାହ୍ନରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶରତ କୁମାର ବିଶ୍ୱାଳ, ସମ୍ପାଦକ ମୁକ୍ତିକାନ୍ତ ଶତପଥୀ,…
ଖାଦ୍ୟ ବାଣ୍ଟିଲେ ଖଇରା ଥାନା ଆଇଆଇସି
ଖଇରା, ୩।୪(ଡି.ଏନ.ଏ.)-ଖଇରା ଥାନା ଆଇଆଇସି ସୁବ୍ରତ ବେହେରା ଗୁରୁବାର ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ା ନନ୍ଦୁର ଗ୍ରମ ଆଦିବାସୀ ସାହି ଓ ଗୋଳିହା ମାଧବ ଆଦିବାସୀ ସାହିକୁ ଯାଇ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ…
ମୁଖ୍ୟ ଡାକ୍ତରଖାନାରୁ ଆରମ୍ଭ ହେଲା ବିଶୋଧନ
ବାଲେଶ୍ୱର ଅଫିସ, ୨।୪-କରୋନା ଭୂତାଣୁ ସହ ମୁକାବିଲା କରିବା ପାଇଁ ପୋଲିସ ପ୍ରଶାସନ ଅଗ୍ନିଶମ ବିଭାଗ ସହ ମିଶି ବାଲେଶ୍ୱର ଜିଲାର ସହରଗୁଡ଼ିକୁ ବିଶୋଧନ କରିବା ପାଇଁ ଯୋଜନା କରାଯାଇଛି। ସହରରେ ଥିବା ଡାକ୍ତରଖାନା, ବ୍ୟାଙ୍କ, ଦୈନଦିନ ବଜାର, ମୁଖ୍ୟରାସ୍ତା ଏପରିକି…
Archives


