ବାଲେଶ୍ୱର

ପରୀକ୍ଷା ନେଇ ଚିନ୍ତାରେ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜୁଲାଇ ୬ରୁ ଆରମ୍ଭ ହେଉଥିବା ଯୁକ୍ତ ୩ ସେମିଷ୍ଟାର ତଥା ପିଜି ଶେଷବର୍ଷ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ର ତଥା ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଦିନକୁ ଦିନ କରୋନାର ପ୍ରକୋପ ବଢ଼ିଚାଲିଥିବା…

ମହିଳା ସଂଘ ପକ୍ଷରୁ ସରପଞ୍ଚଙ୍କୁ ‘ସଂଗ୍ରାମୀ ସମ୍ମାନ’

ଖଇରା, ୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ପଞ୍ଚାୟତର ସରପଞ୍ଚଙ୍କ ଉତ୍ସର୍ଗୀକୃତ ସେବା ପାଇଁ ଖଇରା ପଞ୍ଚାୟତସ୍ତରୀୟ ମହାସଂଘ ସଞ୍ଚୟିକା ତରଫରୁ ସୋମବାର ଅପରାହ୍ନରେ ଖଇରା ପଞ୍ଚାୟତ ପରିସରରେ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ସଂଘର ଏମ୍‌ବିକେ (ମାଷ୍ଟର ବୁକ୍‌…

ବାର୍‌ ଉପରେ ପୋଲିସ୍‌ର ଚଢ଼ାଉ, ମାଲିକ ଗିରଫ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୮।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ସହରରେ ଥିବା ଶାନ୍ତି ବାର୍‌ ଉପରେ ସୋମବାର ପୋଲିସ୍‌ ଅଚାନକ ଚଢ଼ାଉ କରିଥିଲା। ବେଆଇନ ଭାବେ ଖୋଲା ମଦ ବିକ୍ରି ସହ ଲକ୍‌ଡାଉନ ନିୟମକୁ ଅବମାନନା ଅଭିଯୋଗରେ ବାର୍‌ର ମାଲିକଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ…

ପ୍ରତିରକ୍ଷା ବିଭାଗର ୨ ଯବାନ କରୋନା ସଂକ୍ରମିତ : ଅନିର୍ଦ୍ଦିଷ୍ଟ କାଳ ପାଇଁ ପିଏକ୍ସଇ ବନ୍ଦ

ବାଲେଶ୍ୱର ଅଫିସ, ୮।୬-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗ ପିଏକ୍ସଇ(ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ) ମିଲଟାରୀ ୱିଙ୍ଗ୍‌ସର ୨ ଯବାନ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ଖବର ଜଣାପଡିବା ପରେ ସୋମବାରଠାରୁ ପିଏକ୍ସଇକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ…

ଗ୍ରାମକୁ ସାନିଟାଇଜ କଲା ଯୁବକ ସଂଘ

ବାହାନଗା/ରେମୁଣା, ୭ା୬(ଡି.ଏନ.ଏ.)-ଖନ୍ତାପଡା ଥାନା ଅଧୀନ ରେମୁଣା ବ୍ଲକ ପତ୍ରିପାଳ ପଞ୍ଚାୟତ ହାତିଆଗଣ୍ଡ ଗ୍ରାମର ଶିବାଜୀ ଯୁବକ ସଂଘ ପକ୍ଷରୁ ଗ୍ରାମକୁ ସାନିଟାଇଜ କରାଯାଇଛି। ଗ୍ରାମରେ ଥିବା ଶିବାଜୀ ଯୁବକ ସଂଘର ସଦସ୍ୟ ସଞ୍ଜୟ କୁମାର ଦାସଙ୍କ ନେତୃତ୍ୱରେ ସତ୍ୟରଞ୍ଜନ ଦାସ, ପରେଶ…

ମାଟି ତଳେ ଶହ ଶହ ଆଧାରକାର୍ଡ଼

ବାଲେଶ୍ୱର ଅଫିସ, ୭।୬-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବଡ଼ାସ ପଞ୍ଚାୟତର ଯୋଗାଇ ପୋଷ୍ଟ ଅଫିସ୍‌ର ପିଅନଙ୍କ ଘର ପୋଖରୀ ଆଡ଼ିରେ ପୋତା ହୋଇଥିବା ଶହ ଶହ ଆଧାରକାର୍ଡ଼ ଶନିବାର ଉଦ୍ଧାର କରାଯାଇଛି। ଏହାକୁ ନେଇ ଉକ୍ତ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି।…

ସଚେତନତା ଲାଗି କଳାକୃତି

ସୋର, ୭ା୬(ଡି.ଏନ.ଏ.)-ସୋର ଉତ୍ତରେଶ୍ୱରସ୍ଥିତ ଏଲ୍‌ଏନ୍‌ ଆର୍ଟସ ପକ୍ଷରୁ କରୋନା ସଚେତନତା ଓ ପରବର୍ତ୍ତୀ ବିଶ୍ୱର କାୟାକଳ୍ପ ନେଇ ଏକ ସୃଜନାତ୍ମକ କଳା ଭାସ୍କର୍ଯ୍ୟ ପ୍ରଦର୍ଶନୀ ଓଡିଶା ଲଳିତକଳା ଏକାଡେମୀ ପରାମର୍ଶରେ ଆୟୋଜିତ ହୋଇଯାଇଛି। ଏହି ପଥର ମୂର୍ତ୍ତି ଖୋଦେଇ ଓ ଚିତ୍ରକଳା…

ସଙ୍ଗରୋଧ କେନ୍ଦ୍ରରେ ଯୋଗଶିକ୍ଷା

ଖଇରା, ୬ା୬(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ଖଇରା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଗୁରୁବାର ସରପଞ୍ଚ ସୁଦର୍ଶନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରବାସୀଙ୍କୁ ଯୋଗ ଶିକ୍ଷା ଦିଆଯାଇଛି। ଜିଲା ଯୋଗ ପ୍ରଚାରକ ମୁକ୍ତିକାନ୍ତ ପାଣିଗ୍ରାହୀ ଦେହରେ ପ୍ରତିରୋଧକ ଶକ୍ତି ବଢାଇବାକୁ ହେଲେ…

ଜଗନ୍ନାଥ ମନ୍ଦିରରେ ବିଜେ ହେଲେ ପଟିଦିଅଁ

ବାଲେଶ୍ୱର ଅଫିସ, ୬।୬- ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ବାଲେଶ୍ୱର ଜିଲା ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ସ୍ନାନପୂର୍ଣ୍ଣିମା ଶେଷ ହୋଇଛି। ବାଲେଶ୍ୱରୀ କଳାକେନ୍ଦ୍ର ଓ ନୋସି ଇମ୍ଫ୍ରାର ମିଳିତ ଆନୁକୂଲ୍ୟରେ ୬ଷ୍ଠ ପଟିଦିଅଁ…

ଗଛ-ଗୀତା ମାଧ୍ୟମରେ ବିଦାୟ ଦେଲେ ସରପଞ୍ଚ, ଭାବବିହ୍ବଳ ହେଲେ ପ୍ରବାସୀ

ଖଇରା,୬।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ନହଙ୍ଗ ପଞ୍ଚାୟତ ସରପଞ୍ଚ ରାଜଶ୍ରୀ ଦାସ ଶନିବାର ଗୀତା ଓ ଗଛ ଦେଇ ନହଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରହୁଥିବା ପ୍ରବାସୀମାନଙ୍କୁ ଭାବବିହ୍ବଳ ପରିବେଶରେ ବିଦାୟ ଜଣାଇଛନ୍ତି। ଏହି ସଙ୍ଗରୋଧ କେନ୍ଦ୍ରରେ ୧୫ଜଣ…

୧୦୦୦ଲିଟର  କ୍ଷୀରରେ ସ୍ନାନ କଲେ ଗୁଡ଼ ବଳଦେବଜୀଉ

ସୋର, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଗୁଡ଼ ଗ୍ରାମରେ ପ୍ରସିଦ୍ଧ ଗୁଡ଼ ବଳଦେବଜୀଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଲାଗି ସାମାଜିକ ଦୂରତ୍ୱକୁ ରକ୍ଷା କରାଯାଇ ସେବାୟତ ଓ ପରିଚାଳନା କମିଟି ଦ୍ୱାରା ଏହି ସ୍ନାନ ଉତ୍ସବ କରାଯାଇଥିଲା।…

ଚାରାରୋପଣ କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୫।୬(ଡି.ଏନ.ଏ.)-ବିଶ୍ୱ ପରିବେଶ ଦିବସରେ କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନୀଳଗିରି ମେଡ଼ିକାଲ ପରିସରରେ ଶୁକ୍ରବାର ଚାରାରୋପଣ କରିଛନ୍ତି। ପ୍ରକୃତିକୁ ଭଲ ପାଉଥିବା ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri