ଖୋଲିଲା ନୀଳଗିରି ଜଗନ୍ନାଥ ମନ୍ଦିର, ପଞ୍ଚଲିଙ୍ଗେଶ୍ୱର ପୀଠ
ସଜନାଗଡ଼,୬।୧: ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୯ ମାସର ବ୍ୟବଧାନ ପରେ ବୁଧବାର ବାଲେଶ୍ୱର ଜିଲା ନୀଳଗିରିର ତୃତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଏବଂ ଉତ୍ତର ଉଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠ ଖୋଲିଛି।…
ହସ୍ପିଟାଲ ରାସ୍ତାରେ ହାତୀ
ରାଇବଣିଆ, ୬ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧିନ ଖୁଆଡ଼ ହସ୍ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ ହାତୀକୁ ଦେଖି ଭୟଭୀତ ହୋଇପଡିଥିଲେ। ହାତୀଟି କାହାର କିଛି କ୍ଷତି କରୁ ନ ଥିବା…
ହସ୍ପିଟାଲ ରାସ୍ତାରେ ବୁଲିଲା ହାତୀ
ରାଇବଣିଆ,୫ା୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ଖୁଆଡ଼ ହସ୍ପିଟାଲ ନିକଟରେ ମଙ୍ଗଳବାର ଏକ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳବାସୀ ହାତୀକୁ ଦେଖି ଭୟଭୀତ ହୋଇପଡିଥିଲେ। ହାତୀଟି କୌଣସି କ୍ଷୟକ୍ଷତି କରି ନ ଥିବା ସୂଚନା ମିଳିଛି। ହାତୀ…
ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବି: ସିଡିପିଓ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା
ବାଲେଶର ଅଫିସ, ୫।୧: ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାନତାଳପଦା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ମମତା ଜେନାଙ୍କ ବଦଳି ଦାବି ନେଇ ମଙ୍ଗଳବାର ବାଲିଆପାଳ ସିଡିପିଓ ଅଫିସ ସମ୍ମୁଖରେ ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି। ଧାରଣାରତ ଗ୍ରାମବାସୀଙ୍କ…
ମାଛ ଚୋରି କରି ବିକିଦେଲେ ନାବାଳକ: ଗଛରେ ବାନ୍ଧି ଲଣ୍ଡାକଲେ ମାଲିକ
ବାଲେଶ୍ୱର ଅଫିସ, ୫।୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମରେ କଙ୍ଗାରୁ କୋର୍ଟ ହୋଇଥିବା ଅଭିଯୋଗ ହୋଇଛି। ନାବାଳକଙ୍କୁ ଦୋକାନରେ ରଖି କାମ କରାଉଥିବା ବେଳେ ମାଲିକଙ୍କୁ ନ ଜଣାଇ ସେ ଦୋକାନରୁ ମାଛ ବିକ୍ରି କରିଦେଇଥିଲେ। ଏହା…
ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଲେ
ବାଲେଶ୍ୱର ଅଫିସ,୨।୧- ବାଲେଶ୍ବର ବଳରାମ ଗଡ଼ି ସ୍ଥିତ ଗଙ୍ଗାମାତା ମନ୍ଦିର ହୁଣ୍ଡି ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଛନ୍ତି। ଦାନବାକ୍ସରେ ପାଖାପାଖି ୨ ଲକ୍ଷ ଟଙ୍କା ଥିବା ସୂଚନା ମିଳିଛି। ଏନେଇ ଶନିବାର ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ…
ଭାଜପା ନେତା ଜୟନାରାୟଣ ମହାନ୍ତିଙ୍କ ପୁଅଙ୍କ କାର୍ ଦୁର୍ଘଟଣାଗ୍ରସ୍ତ: ୧୦ ଫୁଟ୍ ତଳକୁ ଖସିଲା ଗାଡ଼ି
ବାଲେଶ୍ୱର ଅଫିସ,୨।୧- ବାଲେଶ୍ୱର ଜିଲା ଜଳେଶ୍ୱରର ପୂର୍ବତନ ବିଧାୟକ ତଥା ଭାଜପା ନେତା ଜୟନାରାୟଣ ମହାନ୍ତିଙ୍କ ପୁଅ ଦିବ୍ୟକାମ ମହାନ୍ତିଙ୍କ କାର୍ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲିଆପାଳ ଥାନା ଅନ୍ତର୍ଗତ ଇଡ୍କୋ ଛକ ନିକଟରେ ଶନିବାର ସକାଳେ ହୋଇଥିବା ଏହି ଦୁର୍ଘଟଣାରେ…
ପେଟ ଚିନ୍ତାରେ କୁମ୍ଭକାର ପରିବାର
ଖଇରା, ୨।୧: କାହାର ଅଷ୍ଟପ୍ରହର ନାମଯଜ୍ଞ ହେଉ କି ବିବାହ ବ୍ରତ ଭଳି ଶୁଭକର୍ମ ହେଉ ଏଭଳି ସମୟରେ ଦରକାର ପଡେ ମାଟି ପାତ୍ର। ବୈଶାଖ ମାସ ଆରମ୍ଭ ନ ହେଉଣୁ ଥଣ୍ଡା ପାଣି ପାଇଁ ଖୋଜାପଡେ ସୁରେଇ। ଏହି ମାଟି…
ଗ୍ୟାସ୍ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୧. ୩୧ ଲକ୍ଷ ଟଙ୍କା
ସୋର, ୧ା୧(ଡି.ଏନ୍.ଏ.)- ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ମୁଳିସିଂ ରାସ୍ତା ଲେଭଲକ୍ରସିଂ ନିକଟରେ ଗୁରୁବାର ରାତିରେ ୩ଜଣ ଗ୍ୟାସ୍ କର୍ମଚାରୀ ଗୋଦାମରେ ଗାଡ଼ି ରଖି ଫେରୁଥିବା ବେଳେ ବିଲ ମଝିରେ ଛକି ବସିଥିବା ୫ରୁ ୬ଜଣ ଦୁର୍ବୃତ୍ତ ମାରଣାସ୍ତ୍ରରେ ଆକ୍ରମଣ…
କାଳିଝାଟି କେନାଲରେ ଆହତ ଭାଲୁ, ଜଗିଛି ବନବିଭାଗ
ସଜନାଗଡ଼, ୩୦।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର ପାଦଦେଶର କାଳିଝାଟି ଖାଣ୍ଡିଆହୁଡ଼ି କେନାଲ ନିକଟରେ ଏକ ବିରାଟକାୟ ଭାଲୁ ଆହତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି । ଭାଲୁକୁ କେହି ଶିକାରୀ ଆହତ କରିଥିବା ଶୁଣିବାକୁ ମିଳୁଛି। ବନବିଭାଗ କର୍ମଚାରୀ…
ଦିଲ୍ଲୀରେ ମନ ଜିଣୁଛନ୍ତି ଶ୍ରୀମନ୍ତ, ନିବେଦିତା
ଖଇରା, ୩୦।୧୨(ଡି.ଏନ.ଏ.)-ଦିଲ୍ଲୀରେ ଓଡିଆ ଲୋକଙ୍କ ଯେକୌଣସି ସାଂସ୍କତିକ ହେଉ କି ମନୋରଞ୍ଜନଭିତ୍ତିକ କାର୍ଯ୍ୟକ୍ରମ ହେଉ ତାଙ୍କ କଣ୍ଠରୁ ଗୀତଟିଏ ନ ଶୁଣିବା ଯାଏ ଦର୍ଶକଙ୍କ ମନ ବୁଝେ ନାହିଁ । ଏମିତି ବି କୌଣସି ବି ଉତ୍ସବ ନାହିଁ ଯେଉଁ ମଞ୍ଚରେ…
ପର୍ଯ୍ୟଟନସ୍ଥଳୀ ଉନ୍ନୟନ ନେଇ ସମୀକ୍ଷା
ଭୋଗରାଇ, ୩୦।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକର ଉନ୍ନୟନ କାର୍ଯ୍ୟ ନେଇ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସମୀକ୍ଷା କରିଛନ୍ତି । ମଙ୍ଗଳବାର ଜିଲାପାଳ ତାଳସାରୀ-ଉଦୟପୁର ଗସ୍ତ କରି ଓଟିଡିସିରେ ବେଳାଭୂମି ଉନ୍ନୟନ ପରିଷଦ ଓ ସେଚ ଡ୍ରେନେଜ, ବିଦ୍ୟୁତ୍…
Archives


