ବଲାଙ୍ଗୀର

ନିଷ୍ପାପ ଶିଶୁର ତଣ୍ଟି କାଟିଦେଲା ମା’, ମେଡିକାଲରେ ଚାଲିଗଲା ଜୀବନ

ବଲାଙ୍ଗୀର, ୯/୨- (ସୁନୀଲ କୁମାର ମହାନ୍ତି) ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଶୁକ୍ରବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ମହିଳା ନିଜ ଜନ୍ମ କଲା ୬ ମାସର ଶିଶୁପୁତ୍ରର ତଣ୍ଟି କାଟି...

ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଟିଟିଲାଗଡ ଡାକ୍ତରଖାନାରେ ଉତ୍ତେଜନା

ଟିଟିଲାଗଡ,୮ା୨: ଗୁରୁବାର ଦିନ ଚିକିତ୍ସା ଅବହେଳା ହେତୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଅଭିଯୋଗରେ ଟିଟିଲାଗଡ ସବ୍-ଡିଭିଜନାଲ ହସ୍ପିଟାଲରେ ପରିସରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକଙ୍କ ନାମ ବୋଲାଙ୍ଗୀର ଜିଲାର ସିହିନୀ ଗାଁର ବିମଲ ଛତ୍ରଙ୍କ ପତ୍ନୀ ବିନୋଦିନି...

ଲାଞ୍ଚ ନେଇ ଧରାପଡ଼ିଲେ ଅମିନ

ବଲାଙ୍ଗୀର,୮ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ସଇଁତଳା ତହସିଲର ଅମିନ ନିର୍ମଳେନ୍ଦୁ କବି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ମାପ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲ ଅଫିସରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ ୮୦୦୦...

ଗୁହାଳ କଲେ: ପ୍ରାପ୍ୟ ପାଇଲେନି ଦୁଗ୍ଧଚାଷୀ

ଟିଟିଲାଗଡ଼, ୬ା୨ (ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକରେ ଦୁଗ୍ଧଚାଷୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ୨୦୨୧ ଜାନୁଆରୀ ମାସରେ ୨୧୦ଚାଷୀଙ୍କୁ ଗାଈ ଗୁହାଳ ନିର୍ମାଣ କରିବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଜିଲାପାଳ ତଥା ଓମଫେଡ କେବିଏନ ମହାପ୍ରବନ୍ଧକଙ୍କ ସୁପାରିଶରେ ଚାଷୀଙ୍କୁ...

ଉଦ୍ଧାର ହୋଇ ବଲାଙ୍ଗୀର ଫେରୁଛନ୍ତି ଅଙ୍କିତା

ବଲାଙ୍ଗୀର/ବେଲପଡା, ୬ା୨ (ବୀରେନ୍ଦ୍ର କୁମାର ଝାଙ୍କର/ ମନୋଜ କୁମାର ମିଶ୍ର):ତେଲଙ୍ଗାନାର ଏକ ଇଟାଭାଟିରେ ୧୦ବର୍ଷର ଝିଅକୁ ବନ୍ଧକ ରଖାଯିବା ଏବଂ ବଲାଙ୍ଗୀର ଜିଲା ବେଲପଡା ଥାନା ସୁଲେକେଲା ଗାଁରେ ଅସୁସ୍ଥ ବାପାଙ୍କ ମୃତ୍ୟୁ ଖବର ସୋମବାର ଧରିତ୍ରୀ ପ୍ରଥମ ପୃଷ୍ଠାରେ...

ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ନିଯୁକ୍ତି ଲାଗି ଟଙ୍କା ଅସୁଲି: ୨ଜଣଙ୍କୁ ବାନ୍ଧିଲା ପୋଲିସ

ଟିଟିଲାଗଡ଼, ୪।୨(ଶରତ ମିଶ୍ର): ବଲାଙ୍ଗୀର ଜିଲାରେ ଲକ୍ଷ୍ମୀବସ୍‌ ଯୋଜନା ଆରମ୍ଭ ନ ହେଉଣୁ ନିଯୁକ୍ତି ନେଇ ଟଙ୍କା ଅସୁଲି ଚର୍ଚ୍ଚାର ବିଷୟ ହୋଇଛି। ଲକ୍ଷ୍ମୀବସ୍‌ରେ କଣ୍ଡକ୍ଟର ପଦରେ ନିଯୁକ୍ତି ନେଇ ଚାକିରି ଆଶାୟୀଙ୍କଠାରୁ ଟଙ୍କା ଅସୁଲ କରୁଥିବା ୨ଜଣଙ୍କୁ ଗିରଫ...

ଜରାଜୀର୍ଣ୍ଣ ଅବସ୍ଥାରେ ୨ମନ୍ଦିର

ଲୋଇସିଂହା,୪ା୨(ସୁଶାନ୍ତ ବାରିକ)ରାଜ୍ୟ ସରକାର ମଠ, ମନ୍ଦିର ଭଳି ଆଧ୍ୟାତ୍ମିକ ପୀଠର ରୂପାନ୍ତରୀକରଣ କରୁଛନ୍ତି। ଏଥିପାଇଁ ପର୍ଯ୍ୟାପ୍ତ ପରିମଣର ଅନୁଦାନ ଦିଆଯାଉଛି। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ଜଗନ୍ନାଥ ମନ୍ଦିର ଏବଂ ବାଦିମୁଣ୍ଡା ପଞ୍ଚାୟତ ମାହାରପାଲି ସ୍ଥିତ ନୀଳକଣ୍ଠେଶ୍ୱର...

ଭୋଜି ଖାଇ ଗାଁକୁ ଫେରୁଥିଲେ: ଓଲଟିଲା କାର୍‌

ସଇଁତଳା,୩।୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ଅର୍ନ୍ତଗତ କୁସମଖାଲ ଗ୍ରାମ ନିକଟରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି...

ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ମଣ୍ଡପରେ ପହଞ୍ଚି ବାହାଘର ଅଟକାଇଲେ ସ୍ତ୍ରୀ

ବଲାଙ୍ଗୀରି,୨।୨: ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରୁଥିଲେ ସ୍ୱାମୀ, ବିବାହ ମଣ୍ଡପରେ ପହଞ୍ଚି ବାହାଘର ଅଟକାଇଲେ ସ୍ତ୍ରୀ। ଏଭଳି ଏକ ନାଟକୀୟ ଘଟଣା ଗୁରୁବାର ଦିନ ବଲାଙ୍ଗୀର ଜିଲାର ପାଟଣାଗଡ଼ ସହରରେ ଦେଖିବାକୁ ମିଳିଛି। ଦ୍ୱିତୀୟ ଥର...

ବଲାଙ୍ଗୀରରେ ଦାୟିତ୍ୱ ଗ୍ରହଣ କଲେ ନୂଆ ଜିଲାପାଳ

ବଲାଙ୍ଗୀର,୧।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ନୂତନ ଜିଲାପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଗୌରବ ଶିଓ୍ବାଜୀ ଇସଲଓ୍ବାର। ୨୦୧୯ ଆଇଏଏସ୍‌ ବ୍ୟାଚ୍‌ର ଏହି ଅଧିକାରୀ ଏଥିପୂର୍ବରୁ କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ...

ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ, ଡାକ୍ତରଙ୍କୁ ନିସ୍ତୁକ ଛେଚିଲେ ସମ୍ପର୍କୀୟ

ବଲାଙ୍ଗୀର, ୩୦।୧- (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁକୁ ନେଇ ରେ ଜଣେ ଡାକ୍ତରଙ୍କୁ ନିସ୍ତୁକ ମାଡ଼ ମରାଯାଇଛି । ଚିକିତ୍ସା ଅବହେଳାରୁ ରୋଗୀର ମୃତ୍ୟୁ ଅଭିଯୋଗ ଆଣି ପରିବାର...

ନରସିଂହଙ୍କ ଘରେ କଲିକେଶଙ୍କ ମହାପ୍ରସାଦ ବଣ୍ଟନ

ବଲାଙ୍ଗୀର, ୨୯।୧(ବୀରେନ୍ଦ୍ର କୁମାର ଝାଙ୍କର): ରାଜନୀତରେ ପ୍ରତିଦ୍ୱନ୍ଦ୍ୱିତାରୁ ଆରମ୍ଭ ହୋଇଯାଏ ପରସ୍ପର ବିରୋଧୀ ମତ, ମନ୍ତବ୍ୟ। ଏଭଳି ପ୍ରତିଦ୍ୱନ୍ଦ୍ୱିତା, ମତ-ମନ୍ତବ୍ୟ ପିଢ଼ିପିଢ଼ି ଧରି ଲାଗି ରହିଲେ ସାଧାରଣରେ ଏହା ପାରିବାରିକ ବିରୋଧର ରୂପ ନେଇଥାଏ। ଏଭଳି ଧାରଣା କେବଳ ରାଜନୈତିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri