ମୁଖ୍ୟ ରାସ୍ତା ଉପରେ ଜମୁଛି ଡ୍ରେନ ପାଣି
ପାଟଣାଗଡ ୭।୭ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣଗଡ ସହରର ବ୍ଳକ ଛକର ଅନତି ଦୂରରେ ମୁଖ୍ୟ ରାସ୍ତର ଦୁଇ ପାର୍ଶରେ ଡ୍ରେନ ନ ଥିବାରୁ ଦୀର୍ଘ ଦିନ ହେଲା ମୁଖ୍ୟ ରାସ୍ତା ଉପରେ ଡ୍ରେନ ପାଣି ଜମିରହୁଛି । ଯାହାଫଳରେ…
ବାହୁଡ଼ା ଯାତ୍ରା ଦେଖିବାକୁ ଯାଇଥିଲେ: ଯନ୍ତ୍ରୀଙ୍କ ଘରେ ବୁଲିଲା କଳାକନା
ବଲାଙ୍ଗୀର,୬।୭: ବଲାଙ୍ଗୀର ସହର ରଘୁନାଥ ନଗରରେ ଚୋର ଆତଙ୍କ ବଢିବାରେ ଲାଗିଛି। ଗତ କିଛି ଦିନ ମଧ୍ୟରେ ୭ରୁ ଅଧିକ ଲୋକଙ୍କ ଘରେ କଲାକନା ବୁଲାଇଲେଣି ଦୁର୍ବୃତ୍ତ। ଶନିବାର ରାତିରେ ଅବସରପ୍ରାପ୍ତ ଲୋୟର ସୁକତେଲ ମୁଖ୍ୟ ଯନ୍ତ୍ରୀ ବେଳାର ସିଂହ ଭୋଇଙ୍କ…
ସନ୍ଧ୍ୟାରେ ଶ୍ରୀଜିଉଙ୍କ ସୁନାବେଶ
ବଲାଙ୍ଗୀର,୬ା୭(ସୁନୀଲ ମହାନ୍ତି): ଶନିବାର ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଶ୍ରୀଜିଉ ଘରକୁ ଫେରିବା ପରେ ଚଳିତବର୍ଷର ଗୁଣ୍ଡିଚା ରଥଯାତ୍ରା ସାମାପନ ହୋଇଛି। ଶନିବାର ଅପରାହ୍ନରେ ବଲାଙ୍ଗୀର ସହର କୋଶଳ କଳା ମଣ୍ଡଳ ରଥ ଯାତ୍ରା…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଜାରି ରହିଛି ଚଢ଼ାଉ
ଟିଟିଲାଗଡ଼,୩ା୭(ଶରତ ମିଶ୍ର): ଓଡିଶା ଭିଜିଲାନ୍ସ ପକ୍ଷରୁ ଗୁରୁବାର କଣ୍ଟାବାଞ୍ଜି ଆର୍ ଆଣ୍ଡ୍ ବି ଡିଭିଜନ ଏବଂ ବଲାଙ୍ଗୀର ଜିଲାର ଟିଟିଲାଗଡ଼ ଆର୍ ଆଣ୍ଡ୍ ବି ସବ୍ଡିଭିଜନର ସହକାରୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ାଉ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ…
ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର
ବଲାଙ୍ଗୀର,୨ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ର ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଶ୍ୱବିଦ୍ୟାଳୟ ଭି. ସିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ଶହଶହ ଛାତ୍ରୀଛାତ୍ର। ଏକା ଥରକେ ଏହି ବର୍ଷରେ ୩ରୁ ୪ ହଜାର ଟଙ୍କା…
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ପ୍ରତିବାଦ କଲେ ବଲାଙ୍ଗୀର ଓଏଏସ, ଓଆରଏସ ସଂଘ
ବଲାଙ୍ଗୀର, ୧/୭ (ସୁନିଲ କୁମାର ମହାନ୍ତି): ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟାଳୟରେ ସୋମବାର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାର ପ୍ରତିବାଦ କରି ମଙ୍ଗଳବାର ବଲାଙ୍ଗୀର ଓଏଏସ ଓ ଓଆରଏସ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ କରାଯାଇଛି। ସଂଘ…
ବିକାଶ କାର୍ଯ୍ୟ ଠପ୍: ଧାରଣାରେ ବସିଲେ ଜିଲା ପରିଷଦ ସଦସ୍ୟ
ବଲାଙ୍ଗୀର, ୨୪।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପରିଷଦ ସଦସ୍ୟା ସଦସ୍ୟମାନେ ମଙ୍ଗଳବାର ସ୍ଥାନୀୟ ଜିଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଜିଲା ପରିଷଦ ସଭାପତି ଦେବକୀ ସାହୁ ଓ ପରିଷଦ ସଦସ୍ୟା, ସଦସ୍ୟମାନେ କହିଛନ୍ତି ଯେ, ଦୀର୍ଘ ଏକ…
ଘରେ ଖାଇ ଶୋଇଥିଲେ ଭାଇ-ଭଉଣୀ, କାମୁଡ଼ିଦେଲା ସାପ: ଆଉ ତା’ପରେ…
ବଲାଙ୍ଗୀର, ୨୪।୬( ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ସହର ମାଲଗୋଦାମ ପଡ଼ାରେ ସୋମବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ସାପ କାମୁଡ଼ାରେ ଦୁଇ ଭଉଣୀ ଭାଇଙ୍କ ମୃତ୍ୟୁ ହୋଇଛି। ରାତିରେ ଖାଇ ସାରିବା ପରେ ଅବଦୁଲ ରହେମାନଙ୍କ ପୁଅ ଦୁଃଖିଶ୍ୟାମ (୭) ଓ…
ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ: କହିଲେ ରାଜ୍ୟର ଚାଷୀଙ୍କ ଆୟ…
ବଲାଙ୍ଗୀର,୧୭।୬: ବଲାଙ୍ଗୀର ପଥରଚେପା ଠାରେ ମଙ୍ଗଳବାର ରାଜ୍ୟ ସ୍ତରୀୟ କୃଷକ ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦାନ କରି ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ କୃଷକ ମାନଙ୍କ ଯୋଗଦାନ ଓ ଭୂମିକା ସମ୍ପର୍କରେ କହିଥିଲେ।…
କଳା ବ୍ୟାଜ୍ ପିନ୍ଧି ଆନ୍ଦୋଳନ କଲେ ବନ କର୍ମଚାରୀ
ବଲାଙ୍ଗୀର,୧୬ା୬(ସୁନୀଲ କୁମାର ମହାନ୍ତି): ରାଜ୍ୟର ଜଙ୍ଗଲ ସୁରକ୍ଷା ଓ ପରିଚାଳନାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛନ୍ତି ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପଦବୀରେ ଥିବା ବନ ବିଭାଗର କର୍ମଚାରୀ। ଜଙ୍ଗଲରେ ନିଆଁ ଲିଭାଇବା, ଗଛକୁ ସୁରକ୍ଷା ଦେବା, ଶିକାରୀଙ୍କଠାରୁ ବନ୍ୟଜନ୍ତୁଙ୍କୁ ରକ୍ଷା…
ବଲାଙ୍ଗୀର ଆସିବେ ମୁଖ୍ୟମନ୍ତ୍ରୀ, ସ୍ବତନ୍ତ୍ର ପ୍ୟାକେଜ ଦାବି ନେଇ ଉନ୍ନୟନ ପରିଷଦର ପ୍ରସ୍ତୁତି
ବଲାଙ୍ଗୀର,୧୫ା୬(ସୁନୀଲ କୁମାର ମହାନ୍ତି): ଆସନ୍ତା ୧୭ ତାରିଖରେ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବଲାଙ୍ଗୀର ପଥରଚେପାଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସି ଜିଲା ପାଇଁ…
ସଇଁତଳା ପେଡ଼ା: ନାଁ ଅଛି, ମିଳୁନି
କିଛି ବର୍ଷ ତଳେ ରସଗୋଲାକୁ ନେଇ କୋଲକାତା ଏବଂ ଓଡ଼ିଶା ମଧ୍ୟରେ ଦ୍ୱନ୍ଦ୍ୱ ଚାଲିଥିବା ବେଳେ ଶେଷରେ ଓଡ଼ିଶା ରାଜ୍ୟ ରସଗୋଲାର ଜିଆଇ ଟ୍ୟାଗ୍ ହାତେଇ ନିଜ ନାମରେ ରସଗୋଲା ପ୍ରସ୍ତୁତିର ଶ୍ରେୟ ନେଇଥିଲା। ବର୍ତ୍ତମାନ ରାଜ୍ୟର କେତେକ ଅଞ୍ଚଳରେ ବିଭିନ୍ନ…
Archives


