ବଲାଙ୍ଗୀର ଜିଲାରେ ବ୍ୟାପୁଛି ଚକଡା
ବଲାଙ୍ଗୀର ଅଫିସ, ୨୭ା୯-ବଲାଙ୍ଗୀର ଜିଲାର ବିଭିନ୍ନ ସ୍ଥାନରେ ଚକଡା ଉପଦ୍ରବ ବା ଗୁଣ୍ଡିପୋକ (ବିପିଏଚ୍) ରୋଗ ଆରମ୍ଭ ହୋଇଛି ା ମାତ୍ର କିଛିଦିନ ମଧ୍ୟରେ ଅତ୍ୟନ୍ତ ଭୟାନକ ଭାବେ ଗୁଣ୍ଡିପୋକ ବହୁ ଏକର ଧାନ ଫସଲକୁ ସଂକ୍ରମଣ କରିଥିତ୍ବା ଜଣାପଡିଛି ା…
ହସ୍ପିଟାଲ, ଆର୍ଟିଓ ଅଫିସରୁ ୧୦ ଦଲାଲ ଅଟକ
ବଲାଙ୍ଗୀର ଅଫିସ,୨୬।୯: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଏବଂ ଆରଟିଓ ଅଫିସରୁ ଗୁରୁବାର ୧୦ ଦଲାଲଙ୍କୁ ପୋଲିସ ଅଟକ ରଖିଛି । ପୂର୍ବାହ୍ନରେ ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆ ଓ ଏସ୍ପି ମାଡକର ସନ୍ଦୀପ ସମ୍ପଦ ହଠାତ୍ ପରିଦର୍ଶନରେ ଯାଇଥିଲେ।…
ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରା ଗିରଫ
ବଲାଙ୍ଗୀର ଅଫିସ, ୨୫ା୯: ବଲାଙ୍ଗୀର ଜିଲା ପୁଇଁତଲା ଥାନା ପୋଲିସ ଦୁଇ ଦୁର୍ଦ୍ଦାନ୍ତ ହାଇୱେ ଲୁଟେରାଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଦୁଇ ଲୁଟେରା ହେଲେ ଲୋଇସିଂହା ଥାନା ସାଲେଭଟା ଗଁ।ର ନରେନ୍ଦ୍ର ସୁନା ଓରଫ୍ ନରେନ୍…
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ପାଟଣାଗଡ଼,୨୪।୯(ଡି.ଏନ୍.ଏ.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲା ପାଟଣାଗଡ଼ ପୂର୍ତ୍ତବିଭାଗ ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ପାତ୍ରଙ୍କ ଘରେ ମଙ୍ଗଳବାର ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପାଟଣାଗଡ଼ର ସ୍ଥାୟୀ ବାସିନ୍ଦା କିଶୋରଙ୍କ ନିଜ ଘର, ଭାଇଙ୍କ ଘର…
ସାତ୍ସପନ ହେଇଛେ ଉଚ ଚିକିଛା
ଗୁଡ଼ଭେଲା,୨୩ା୯ (ଡି.ଏନ୍.ଏ.)- ରୂପେଲି ଠିକ୍ ହେଇଯିବା, ନିଜେ ନିଜର କାମ୍ବୁତା କରିପାରବା। ଉନିଆ ଛୁଆକର ସଂଗେ ମିଶି ଖେଲବା। ପରିବାର ଲୁକ୍କର ଇ ସବୁ ସପନ୍ ଏହେଦେ ସପନ୍ ହେଇ ରହିଯାଇଛେ। ଟଁକା ପଏସା ଅଭାବୁ ପରିବାର ଲୋକ୍ ରୂପେଲିର ଉଚ…
ବାଇକ୍ ଯାଞ୍ଚବେଳେ ପୋଲିସ ଲାଠିମାଡରେ ଯୁବକ ଗୁରୁତର
ପାଟଣାଗଡ, ୨୩ା୯ (ଡି.ଏନ.ଏ.) ବଲାଙ୍ଗୀର ଜିଲା ପାଟଣାଗଡ ପୋଲିସ ତରଫରୁ ରବିବାର ସନ୍ଧ୍ୟାରେ ଡ୍ରିଙ୍କ ଆଣ୍ଡ ଡ୍ରାଇଭକୁ ନେଇ ଚେକିଂ ଚାଲିଥିଲା। ଏହି ସମୟରେ ପୋଲିସ ଲାଠି ମାଡରେ ଜଣେ ବାଇକ୍ ଆରୋହୀ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ବାଇକ…
ଚିଟିକାମାଲରେ ଦମ୍ପତିଙ୍କୁ ହତ୍ୟା ଘଟଣା:ଗୁଣିଗାରେଡ଼ିରୁ ହତ୍ୟା ସ୍ପଷ୍ଟ
ବଲାଙ୍ଗୀର ଅଫିସ/ ପାଟଣାଗଡ଼,୨୦-୯ (ଡି.ଏନ.ଏ.):ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ଗତ ୧୬ ତାରିଖରେ ସଂଘଠିତ ଦମ୍ପତି ହତ୍ୟା ଘଟଣା ଗୁଣିଗାରେଡିରୁ ହୋଇଥିବା ପୋଲିସ ସ୍ପଷ୍ଟ କରିଛି। ଏସ୍ପି ମାଡକର ସନ୍ଦୀପ ସମ୍ପତ୍ ପାଟଣାଗଡ଼…
ନିମ୍ନମାନର ଚାଉଳ ବଣ୍ଟନ: ହିତାଧିକାରୀ ଫେରାଇଲେ
ଲୋଇସିଂହା,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୋଇସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ପିଡିଏସ୍ ଚାଉଳ ହିତାଧିକାରୀଙ୍କୁ ଗୁରୁବାର ବଣ୍ଟନ କରାଯାଉଥିଲା। ପିଡିଏସ୍ ଚାଉଳ ନିମ୍ନମାନର ଜାଣିବା ପରେ ହିତାଧିକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ପଞ୍ଚାୟତ କର୍ତ୍ତୃପକ୍ଷ ବଣ୍ଟନ ଚାଉଳକୁ ଫେରାଇ…
ସେବାଶ୍ରମ ସ୍କୁଲରେ ପାଠ ପଢାଇଲେ ବିଧାୟକ
ଲୋଇସିଂହା,୧୯।୯(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଧାୟକ ମୁକେଶ ମହାଲିଙ୍ଗ ଆଗଲପୁର ବ୍ଲକ ରାମପୁରସ୍ଥିତ ଆଦିବାସୀ ସେବାଶ୍ରମ ସ୍କୁଲ ବୁଧବାର ପରିଦର୍ଶନ କରିଥିଲେ। ପରିଦର୍ଶନ ବେଳେ ସ୍କୁଲର ସୁବିଧା ଅସୁବିଧା ବୁଝିବା ସହ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପାଠ ପଢାଇଥିଲେ।…
ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣା: ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ
ପାଟଣାଗଡ/ଖପ୍ରାଖୋଲ,୧୯।୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗଁାରେ ଗୁଣିଗାରେଡି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ପୋଲିସ ଗୁରୁବାର ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛିା ଏମାନେ ହେଲେ ନାରାୟଣ ବରିହା, ସ୍ବରୁପା ଘିବେଲା, ଗୌରାଙ୍ଗ ପୋଢ…
ଗୁଣିଗାରେଡି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଘଟଣା: ଏସ୍ପିଙ୍କଠାରୁ ସୁରକ୍ଷା ଲୋଡିଲେ ମୃତକଙ୍କ ପୁଅ
ବଲାଙ୍ଗୀର ଅଫିସ, ୧୭ା୯: ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ତଥା ଲରମ୍ଭା ଥାନା ଅନ୍ତର୍ଗତ ଲୁହାସିଂହା ଗ୍ରାମ ପଞ୍ଚାୟତର ଚିଟିକାମାଲ ଗାଁରେ ଗୁଣିଗାରେଡି ସନ୍ଦେହରେ ସୋମବାର ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ସନ୍ଦେହରେ ପୋଲିସ ୪…
ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ, ସ୍ବାମୀଙ୍କୁ ହତ୍ୟା
ଖପ୍ରାଖୋଲ, ୧୬।୯(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲରମ୍ବା ଥାନା ଅନ୍ତର୍ଗତ ଲୁହାସିଂହା ପଞ୍ଚାୟତ ଚିଟିକାମାଳ ଗାଁରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ସ୍ତ୍ରୀ, ସ୍ବାମୀଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିବା ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ସ୍ବାମୀ…
Archives


