ବଲାଙ୍ଗୀର

ବନ୍‌ ବିଭାଗ, ରାଜସ୍ବ ବିଭାଗ୍‌ ଚୁପ୍‌: ବେଆଇନ ଇଟାଭାଟି ଲାଗି ସଫା ହେଉଛେ ଜଂଗଲ

  ସଇଁତଲା,୨୩।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ସଇଁତଲା ବ୍ଲକ ଅଂଚଲରେ ବେଆଇନ ଇଟା ଭାଟି କାମ୍‌ ଚାଲୁଛେ। ଇଥିରଲାଗି ଲୋକ୍‌ ବେଧଡ଼କ ଜଂଗଲରୁ ଗଛ୍‌ କାଟି ଆନୁଛନ୍‌। ଏନ୍‌ତାଥି ପରିବେଶ ଖରାପ ହେବାର ସଂଗେ ରାଏଜ୍‌ ସରକାର ଲାଖ୍‌ ଲାଖ୍‌ ଟଁକା…

ପିଇଲା ପାଏନ୍‌ ଲାଗି ଦହଗଁଜ୍‌ ଲାଠୋରବାସୀ

ଲାଠୋର, ୨୩ା୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀ ଚିକିତ୍ସା କେନ୍ଦ୍ର ପାସେ ଥିବାର ଜଲଯୋଗାଣ ପ୍ରକଳ୍ପ ଉପରେ ଲାଠୋର ଗଁ।ର ୬ଟା ଓ୍ବାର୍ଡର ପାଖାପାଖି ୪ ହଜାର ଲୋକ୍‌ ନିରଭର କରୁଛନ୍‌। ହେଲେ ଅନେକ ଦିନ୍‌ ହେଲା…

ପରୀକ୍ଷା କେନ୍ଦ୍ରରେ କପି: ଖବର ସଂଗ୍ରହ ବେଳେ ଖବରଦାତାଙ୍କୁ ଆକ୍ରମଣ

ପାଟଣାଗଡ଼,୨୨।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମନାଇପାଦ ହାଇସ୍କୁଲରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରୀକ୍ଷା କେନ୍ଦ୍ରରେ କପି ଚାଲିଥିବା ବେଳେ ଲଳିତ ମଲ୍ଲିକ ନାମକ ଜଣେ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇଥିଲେ। ହେଲେ ତାଙ୍କୁ…

ହାଟପଦାପଡ଼ା ସ୍କୁଲରେ ପଢ଼ାକୁଠି ଅଭାବ: ଗୋଷ୍ଠୀ କେନ୍ଦ୍ରରେ ଚାଲିଛେ ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା

ଲାଠୋର, ୨୨।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗୋଷ୍ଠୀ କେନ୍ଦ୍ରରେ ଅନେକ ମାସ ହେଲା ଥାନୀଅ ହାଟପଦାପଡ଼ା ପ୍ରାଥମିକ ସ୍କୁଲର ଛାତ୍ରୀଛାତ୍ରକଁର ପାଠ୍‌ପଢ଼ା ଚାଲିଛେ। ଏନ୍‌ତାଥି ଗୋଷ୍ଠୀ କେନ୍ଦ୍ରରେ ହେବାକେ ଥିବାର ଉନିଅଁା କାଯ୍‌ରେ ଅସ୍‌ବିଧା ହେଉଛେ।…

ଗୋଷ୍ଠୀ କେନ୍ଦ୍ରକେ ରାସ୍‌ତା ତିଆରି ଦାବି

ଲାଠୋର, ୨୨।୨ (ଡି.ଏନ୍‌.ଏ.)- ବଲାଙ୍ଗାରୀ ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଗଁ। ରେ ୨୦୧୩-୧୪ ସାଲେ ଲକ୍ଷାଧିକ୍‌ ଟଁକା ଖରଚ୍‌ରେ ଗୁଟେ ଗୋଷ୍ଠୀ କେନ୍ଦ୍ର ତିଆର ହେଇଛେ। ହେଲେ କେନ୍ଦ୍ରକେ ଯିବାର ଲାଗି ଆଏଜ୍‌ତକ ରାସ୍‌ତା ଖଁଡ଼େ ନଁ। ଇଁନ। ଏନ୍‌ତାଥି…

ସରକାରୀ ଯୋଜନାରୁ ବଁଚିତ୍‌: ୧୦ କେ.ଜି. ଚାଉଲ ଭରସାରେ ବୁରୁଧ୍‌ ଦମ୍ପତି

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ସରକାର ଗରିବ୍‌ ଦୁଖି, ଖଟିଆ ପରିବାରମାନକୁ ଭିନେ ଭିନେ ଯୋଜନାରେ ପକାଘର, ଭତା, ଚାଉଲ ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ହକ୍‌ଦାର ହିତାଧିକାରୀ ଭିନେ ଭିନେ କାରନ୍‌ରୁ ଇ ଯୋଜନାରୁ ବଁଚିତ୍‌ ହେଇ ବଡ଼ା ଦୁଖେ…

ଚାକ୍‌ରି ଆଶ୍‌ରେ ଜମିଦେଇ ପରିବାର ସରବ୍‌ସୁଆଁତ

ଲାଠୋର, ୨୧।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ କରୁଆଁଝର ପଁଚେତ୍‌ ସଦର ଗାଁରେ ରହୁଛନ୍‌ ସ୍ବର୍ଗତ ଶ୍ରୀଧର ବାଗକଁର ପରିବାର। ପରିବାରଟା ଚାକ୍‌ରି ଆଶ୍‌ରେ ନିଜର ଦୁଇ ଏକର ଜମି ପଁଚେତ୍‌କେ ଦାନ କରି ସରବ୍‌ସୁଆଁତ୍‌ ହେଇଯାଇଥିବାର ଶ୍ରୀଧରକଁର…

ଆଶ୍ରମ ସ୍କୁଲରେ ଶିକ୍ଷକ ଅଭାବ: ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ

ଲୋଇସିଂହା,୨୦।୩(ଡ.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମିସ୍ଥିତ ଆଶ୍ରମ ସ୍କୁଲରେ ଶିକ୍ଷକ ଅଭାବ ସହ ହଷ୍ଟେଲରେ ବିଭିନ୍ନ ସମସ୍ୟା ଲାଗି ରହିଛି। ଶିକ୍ଷକ ଅଭାବରୁ ପାଠପଢା ବ୍ୟାଘାତ ହେଉଥିବା ଅଭିଯୋଗରେ ଛାତ୍ରୀଛାତ୍ର ଓ ଅଭିଭାବକ ପକ୍ଷରୁ ଗୁରୁବାର ତାଲା ବନ୍ଦ ଆନ୍ଦୋଳନ କରାଯାଇଛି।…

କଡ଼ାକଡ଼ି ସୁରକ୍ଷା ମଧ୍ୟରେ ବଲାଙ୍ଗୀର ୧୫୪ଟି କେନ୍ଦ୍ରରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର

ବଲାଙ୍ଗୀର ଅଫିସ,୧୯।୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ବଲାଙ୍ଗୀର ଜିଲାର ୧୫୪ଟି ପରୀକ୍ଷା କେନ୍ଦ୍ରରେ ଛ୍ରାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ସକାଳ ୯ଟାରେ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ। ପ୍ରଥମ ଦିନ ମାତୃଭାଷା ପରୀକ୍ଷା ହୋଇଛି। କଡ଼ା…

ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଛନ୍‌ ଆଈନାତି: ୫ଶହ ଭାତା, ୧୦ କେ.ଜି. ଚାଉଲ ସାହାଭରସା

ଲାଠୋର, ୧୯।୨ (ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ କରୁଅଁାଝର ପଁଚେତ୍‌ ଅଧୀନ ଚାଉଲଡ଼ିଆ ଗଁାର ବୁରୁଧ୍‌ ବିଧବା ପ୍ରେମ କୁମ୍ଭାର(୭୦) ଆର ନାତି ମହେଶ କୁମ୍ଭାର(୬)। ଜାଗାବାଡ଼ି, ଘରଦୁଆର ଅଭାବୁ ଦୁଇ ଆଈନାତି ବଡ଼ା ଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଥିବାର…

ବଦଳି ଗଲା ପାଥୋଲଜି ରିପୋର୍ଟ : ୩ ବର୍ଷର ବାଳିକାକୁ ମିଳିଲା ୫୫ବର୍ଷ ବ୍ୟକ୍ତିଙ୍କ ରିପୋର୍ଟ

ବଲାଙ୍ଗୀର ଅଫିସ, ୧୯ା୨ – ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରୁ ବିବାଦ ପିଛା ଛାଡୁ ନାହିଁ ା କିଛିବର୍ଷ ତଳେ ଶିଶୁ ବଦଳ ଘଟଣାକୁ ନେଇ ହସ୍ପିଟାଲରେ ନାହିଁ ନ ଥିବା ପରିସ୍ଥିିତ ସୃଷ୍ଟି ହୋଇଥିଲା ା ମଙ୍ଗଳବାର ପାଥୋଲଜି…

କର୍କଟ ରୋଗ୍‌ରେ ପୀଡ଼ିତ ସମୀର ଘଟ୍‌ନା: ସାହାଯ୍‌ର ହାତ୍‌ ବଢ଼ାଲା ମାରଓ୍ବାଡି ଯୁବାମଞ୍ଚ

ଗୁଡ଼ଭେଲା, ୧୯ା୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ସମୀର ଖାନ୍‌(୪୫)। ପାଖାପାଖି ବଛ୍‌ରେ ହେଲା ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଟଁକା ପଏସା ଅଭାବୁ ସେ ଚିକିଛା କରେଇ ନାଇଁ ପାରବାର। ଇ ବାବ୍‌ଦେ ଗଲା ୧୭ ତାରିଖ ସୋମବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri