ବଲାଙ୍ଗୀର

ନିଶାସକ୍ତ ହୋଇ ମରଣାନ୍ତକ ଆକ୍ରମଣ ଘଟଣା: ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

କଣ୍ଟାବାଞ୍ଜିି, ୧୭।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିି ଥାନା ଖଗସା ଗାଁର ଜଣେ ବ୍ୟକ୍ତି ତା’ଙ୍କ ବୃଦ୍ଧା କାକି ଓ ଭାଇକୁ ଗତ ୧୪ ତାରିଖରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ୧୫ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ...

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଦୁଇଦିନିଆ ସରକାରୀ ଅଫିସ ବନ୍ଦ

ବଲାଙ୍ଗୀର ଅଫିସ, ୧୬।୧୦: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା ଦାବିରେ ଜିଲା ଓକିଲ ସଂଘ ପକ୍ଷରୁ ବୁଧବାରଠାରୁ ଦୁଇଦିନିଆ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସମସ୍ତ ଅଫିସ ବନ୍ଦ କରାଯାଇ ଜିଲାପାଳ କାର୍ଯ୍ୟାଳୟ ଓ...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଜଣେ ମୃତ

ଖପ୍ରାଖୋଲ, ୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଧପ୍ତାମୁଣ୍ଡା ପଞ୍ଚାୟତ କଟାପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ସକାଳେ ଜଣଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଛି। ସେ ହେଲେ ସୁରେଶନ ପୁଟେଲଙ୍କ ପୁଅ ନିତ୍ୟାନନ୍ଦ(୩୬)। ପ୍ରକାଶ ଯେ, ନିତ୍ୟାନନ୍ଦ...

ଆରଏସଏସ କର୍ମୀଙ୍କୁ ହତ୍ୟା ଘଟଣା: ମମତାଙ୍କ କୁଶପୁତ୍ତଳିକା ଦାହ, ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବଲାଙ୍ଗୀର ଅଫିସ, ୧୫।୧୦: ପଶ୍ଚିମବଙ୍ଗରେ ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଓ ହତ୍ୟା ଅଭିଯୋଗ ଆଣି ବଲାଙ୍ଗୀର ବଜରଙ୍ଗ ଦଳ ତରଫରୁ ମଙ୍ଗଳବାର ସ୍ଥାନୀୟ କଚେରି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୁଶପୁତ୍ତଳିକା ଦାହ...

ଦୁର୍ଘଟଣାରେ ଭଉଣୀଭାଇଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ୍‌,୧୫।୧୦ : ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଛକରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଣ୍ଟୁ ବେନିଆ(୨୧)ଓ ତାଙ୍କ ଭଉଣୀ ସଞ୍ଜୁ...

ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟକୁ ନେଇ ଅନିଶ୍ଚିତତା

ବଲାଙ୍ଗୀର ଅଫିସ, ୧୫ା୧୦ କେବିକେ ଅଞ୍ଚଳରେ ପ୍ରସ୍ତାବିତ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ସମ୍ପ୍ରତି ଶୀତଳ ଭଣ୍ଡାରରେ ରହିଛି ା ଏ ନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯିବା ପରେ ସରକାର ଦ୍ୱିତୀୟ କୃଷି...

ପ୍ରତିଶ୍ରୁତିରେ ସୀମିତ ସରକାରୀ ଯୋଜନା: ରାଶନ କାର୍ଡରୁ ବଞ୍ଚତ୍ତ ଦିନମଜୁରିଆ କୃଷ୍ଣ

ବେଲପାହାଡ଼,୧୫।୧୦(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବେଲପାହାଡ଼ ପାୈର ପରିଷଦରେ ବହୁ ବ୍ୟବସାୟୀ ଓ ସ୍ବଚ୍ଛଳବର୍ଗ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ହୋଇ ରିହାତି ମୂଲ୍ୟରେ ଚାଉଳ ପାଉଥିବା ବାରମ୍ବାର ଅଭିଯୋଗ ହେଉଛି। ଅଭିଯୋଗ ଉପରେ କିଛିଟା କାର୍ଯ୍ୟାନୁଷ୍ଠାନ ହୋଇଛି।...

ସମାଜ ଲାଗି ଉଦାହରନ୍‌ ପାଲଟିଛନ୍‌ ଅଜିତ

ଭବାନୀପାଟଣା,୧୫।୧୦(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଶିବ ମନ୍ଦିର ପଡ଼ାର ଅଜିତ କଟ୍ଟା। ସେ ନିହାତି ଗରିବ୍‌, ପେସାରେ ଝନେ ସାଇକେଲ ମେକାନିକ୍‌। ହେଲେ ହୁରୁଦ୍‌ ତାକର ବିଶାଲ୍‌। ସେ ଅନେକ ଗରିବ୍‌ଦୁଖିକୁ ସାହାଯ୍‌ କରି ନିଜେ ମାନ୍‌ସିକ ଶିଅଁାତି...

ଅଜନା ରୋଗ୍‌ରେ ଖଟେ ପଡ଼ିଛନ୍‌ ପଙ୍କଜ

ଲୋଇସିଂହା, ୧୫।୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ଝରଣୀପାଲି ଗଁାର ପଙ୍କଜ ମାଝି(୩୦)। ଭେଁଡ଼ା ବଏସେ ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ ପରଭାରେ ଖଟେ ପଡ଼ିରହିଛନ୍‌। ହେଲେ ଅଭାବ ଅନାଟନ ଲାଗି ଉଚ ଚିକିଛା କରେଇ ନାଇଁ ପାରବାର।...

ଉଚ ଚିକିଛା ଲାଗି ଟଁକା ଅଭାବ

ଜହ୍ନାପଙ୍କ, ୧୩।୧୦ (ଡି.ଏନ୍‌.ଏ.)- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଁଚେତ୍‌ର ନାରାୟଣନଗରର ଗୋବର୍ଦ୍ଧନ ତରିଆ(୪୪)। ସେ ପକ୍ଷାଘାତ ରୋଗ୍‌ରେ ପୀଡ଼ିତ ଅଛନ୍‌। ଏନ୍‌ତାଥି ସେ ଗୁଟେ ବାଡ଼ି ସାହାଯ୍‌ରେ ଯିବାର ଆଏବାର କରୁଛନ୍‌। ହେଲେ ଟଁକା ପଏସା ଅଭାବୁ ଉଚ ଚିକିଛା...

ଗଞ୍ଜେଇ ବୋଝେଇ ହାଇଓ୍ବା ଜବତ: ଡ୍ରାଇଭର ଅଟକ

ବଲାଙ୍ଗୀର ଅଫିସ,୧୨।୧୦: ବଲାଙ୍ଗୀରର ସହର ଉପକଣ୍ଠରେ ଏକ ଗଞ୍ଜେଇ ବୋଝେଇ ହାଇଓ୍ବାକୁ ଶୁକ୍ରବାର ବିଳମ୍ବିତ ରାତିରେ ଜବତ କରିଛି ଟାଉନ ଥାନା ପୋଲିସ। ଏଥିସହ ଡ୍ରାଇଭରକୁ ମଧ୍ୟ ଅଟକ ରଖାଯାଇଛି। ସୂଚନାଯୋଗ୍ୟ, ଏହି ଗାଡ଼ିଟି ଦେଓଗାଁରୁ ବଲାଙ୍ଗୀର ସହର ଆଡ଼କୁ...

ଜରାସିଂହା ପାଟଖଣ୍ଡା ଯାତ୍ରା ସମ୍ପନ୍ନ

ଦେଓଗାଁ,୧୨।୧୦(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହାରେ ବିଜୟା ଦଶମୀରୁ ୫ଦିନ ଧରି ଚାଲିଥିବା ମା’ ପାଟଖଣ୍ଡା ଯାତ୍ରା ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ଅପରାହ୍ନରେ ପାଟଖଣ୍ଡାଙ୍କ କାଳିସୀ ବରୁଆଙ୍କ ଦେହରେ ଲାଗି ସ୍ବତନ୍ତ୍ର ବାଦ୍ୟର ତାଳେ ତାଳେ ନୃତ୍ୟ କରି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri