ବଲାଙ୍ଗୀର

ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ରିକ୍ସା ଚଳାଇଲେ ୱାର୍ଡସଭ୍ୟ

ବଲାଙ୍ଗୀର ଅଫିସ,୧୧ା୪: ଗରିବଙ୍କ ଦୁଃଖକୁ ଜଣେ ଗରିବ ହିଁ ଠିକ୍‌ ଭାବେ ବୁଝିପାରେ। ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ବଲାଙ୍ଗୀର ସଦର ବ୍ଲକ ଖୁଜେନପାଲି ଗ୍ରାମ ପଞ୍ଚାୟତ ୧୦ ନମ୍ବର ୱାର୍ଡର ୱାର୍ଡସଭ୍ୟ ତଥା କାମାକ୍ଷୀନଗର ନିବାସୀ ଶିବ ସା (୫୮)।…

ଭୋକ ଓପାସରେ ବୁଲା କୁକୁର

ବଲାଙ୍ଗୀର ଅଫିସ,୧୧ା୪: କରୋନା ଲକ୍‌ଡାଉନ୍‌ ସମୟରେ ରାଜ୍ୟ ସରକାର ରାଜ୍ୟର ଗରିବ ଜନସାଧାରଣଙ୍କ ଭଳି ବୁଲା କୁକୁର ଓ ଗୋରୁଙ୍କ ପାଇଁ ଖାଦ୍ୟ ଯୋଗାଇ ଦେବାକୁ ଘୋଷଣା କରିଥିଲେ। ତେବେ ସେମାନଙ୍କୁ ଖାଦ୍ୟ ଯୋଗାଇବାରେ ବଲାଙ୍ଗୀର ମ୍ୟୁନିସିପାଲଟି ଫେଲ ମାରିଛି। ଲକ୍‌ଡାଉନ୍‌…

ଘର ଭାଙ୍ଗିଲା, ବୃଦ୍ଧାଙ୍କୁ ଦଳି ମାରିଲା ହାତୀ

ଖପ୍ରାଖୋଲ,୧୧ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି। ବ୍ଲକ ଅନ୍ତର୍ଗତ ହନୁପାଲି ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଛି। ମୃତା ହେଲେ ବେଲମତୀ ବରିହା(୯୦)। ହାତୀ ଆକ୍ରମଣରୁ ତାଙ୍କ ପୁଅ…

ଗାଁ ଗାଁରେ ଏକାଠି ହେଉଛନ୍ତି ଲୋକେ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ଗୁଡଭେଲା, ୧୧।୪(ଡି.ଏନ୍‌.ଏ.): କରୋନା ମୁକାବିଲାକୁ ଦୃଷ୍ଟିରେ ରଖି ବଲାଙ୍ଗୀର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ତିନୋଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ତୁଷୁରା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରିଛନ୍ତି। ଭଗବତୀ ସ୍ବୟଂ…

ଲକ୍‌ଡାଉନ ବେଳେ ବି ଚାଲିଛି ମଦ କାରବାର

ଲୋଇସିଂହା, ୧୦।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଲୋଇସିଂହା ଥାନା ଅନ୍ତର୍ଗତ କୁଟାସିଂହା, ଅଗଲାପାଲି ଓ ଗୋପାଳପୁର ଗାଁରେ ଅବକାରୀ ବିଭାଗ ଚଢାଉ କରି ୯୦ ଲିଟର ରନ୍ଧାମଦ ଜବତ କରିବା ସହ ୪ଜଣଙ୍କୁ ଗିରଫ କରିିଛି। ଗିରଫ ଅଭିଯୁକ୍ତମାନେ ହେଲେ ସଞ୍ଜୀବ…

ମାକ୍ସ ବାଣ୍ଟିଲେ, ସଚେତନତା ବାର୍ତ୍ତା ଦେଲେ ଯୁବଗୋଷ୍ଠୀ

ଦେଓଗାଁ,୧୦ା୪(ଡି.ଏନ.ଏ.): ଦେଶରେ କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ସରକାର ଲୋକଙ୍କୁ ସଚେତନ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଲକଡାଉନ ଯୋଗୁ ଯେଉଁମାନେ ବାହାରକୁ ବାହାରୁଛନ୍ତି ସେମାନେ ମୁହଁରେ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ ବୋଲି ଘୋଷଣା କରାଯାଇଛି।…

ରକ୍ତଦାନ କଲେ ୧୧ ସ୍ବେଚ୍ଛାସେବୀ

ଦେଓଗାଁ,୧୦ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗୈାରଗୋଠ ଆଜାଦ ହିନ୍ଦ ୟୁଥ କ୍ଲବର ୧୧ ଜଣ ସ୍ବେଚ୍ଛାସେବୀ ଶୁକ୍ରବାର ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଯାଇ ସ୍ବେଚ୍ଛାକୃତଭାବେ ରକ୍ତଦାନ କରିଛନ୍ତି । ବର୍ତ୍ତମାନ ସାରାଦେଶରେ କରୋନା ମହାମାରୀ ପାଇଁ ଲକଡାଉନ…

ଲୋଇସିଂହାରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ: ବ୍ୟାଙ୍କରେ ପାସ୍‌ବୁକ୍‌ ପ୍ରିଣ୍ଟ ବେଳେ ଧମ୍ବା ଧାଡ଼ି, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଲୋଇସିଂହା,୧୦।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଏସ୍‌ବିଆଇ ବ୍ୟାଙ୍କ ପାସ୍‌ବୁକ ପ୍ରିଣ୍ଟର ମେଶିନ ଆଗରେ ଶୁକ୍ରବାର ପ୍ରିଣ୍ଟ ପାଇଁ ଉପଭୋକ୍ତାଙ୍କ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏଠାରେ ସାମାଜିକ ଦୂରତା ରକ୍ଷା କରାଯାଉ ନ ଥିବାରୁ କରୋନା ଭୁତାଣୁ ସଂକ୍ରମଣ…

ଗାଁ ଗାଁରେ ସାମାଜିକ ଦୂରତ୍ୱକୁ ଦିଆଯାଉଛି ଗୁରୁତ୍ୱ: ବଲାଙ୍ଗୀର-ବୌଦ୍ଧ ପ୍ରବେଶ ପଥକୁ ସିଲ୍‌ କଲେ ଗ୍ରାମବାସୀ

ଗୁଡଭେଲା, ୧୦ା୪(ଡି.ଏନ୍‌.ଏ.): ଦିନକୁ ଦିନ କରୋନା ସଂକ୍ରମଣ ଭୟାବହତା ବଢି ଚାଲିଥିବାରୁ ରାଜ୍ୟବାସୀ ଭୟଭୀତ ହୋଇ ପଡିଛନ୍ତି। ସଂଗରୋଧ ସହ ସାମାଜିକ ଦୂରତ୍ୱ ରକ୍ଷା କରିବା ଦ୍ୱାରା ସଂକ୍ରମଣକୁ ରୋକାଯାଇପାରିବ। ତେବେ ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର-ବୌଦ୍ଧ ଜିଲାକୁ ସଂଯୋଗ କରୁଥିବା ଗୁଡଭେଲା…

କରୋନା କଟକଣା: ଘରେ ପାଳିଲେ ଗୁଡ୍‌ ଫ୍ରାଇଡେ

ବଲାଙ୍ଗୀର, ୧୦ା୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ୍‌ଡାଉନ କରିଛନ୍ତି କେନ୍ଦ୍ର ସରକାର । ଲକ୍‌ଡାଉନ ଯୋଗୁ ମନ୍ଦିର, ମସ୍‌ଜିଦ, ଚର୍ଚ୍ଚ ଭଳି ଧର୍ମାନୁଷ୍ଠାନଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏଭଳି ସମୟରେ ବିଭିନ୍ନ ଧର୍ମ ସମ୍ପ୍ରଦାୟର ଲୋକମାନଙ୍କୁ ଘରେ…

ଗାଁ ପ୍ରବେଶ ପଥ ସିଲ୍‌ କଲେ ଗ୍ରାମବାସୀ

ଲାଠୋର, ୧୦ା୪(ଡି.ଏନ.ଏ.) – ଦିନକୁ ଦିନ କରୋନା ସଂକ୍ରମଣ ଭୟାବହତା ବଢି ଚାଲିଥିବାରୁ ଲୋକ ଭୟଭୀତ ହୋଇ ପଡିଛନ୍ତି। କାଳେ ସେମାନଙ୍କ ଗାଁ କରୋନା ପ୍ରଭାବିତ ହୋଇଯିବ ଏହା ମନେକରି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ଅଞ୍ଚଳର ଏକାଧିକ ଗ୍ରାମର…

ଚିନ୍ତାରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ

ବଲାଙ୍ଗୀର ଅଫିସ, ୧୦ା୪ – କରୋନା ସଂକ୍ରମଣ ଭୟ ଚାଷବାସ, କ୍ଷୁଧା, ରୋଜଗାର ଉଜାଡିବା ଆରମ୍ଭ କରିଦେଲାଣି। ଦୀର୍ଘ ୨୧ଦିନର ଲକ୍‌ଡାଉନ୍‌ ପରେ ରାଜ୍ୟ କ୍ୟାବିନେଟ୍‌ରେ ଆହୁରି ୧୫ଦିନ ବୃଦ୍ଧି ପାଇଁ ସୁପାରିଶ ପରେ ଅନେକଙ୍କ ଚିନ୍ତା ବଢ଼ିଯାଇଛି। ରୋଗ ସଂକ୍ରମଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri