ଆନ୍ଧ୍ରରୁ ରେଳ ଲାଇନ୍ରେ ଚାଲି ଚାଲି ଗାଁକୁ ଫେରିଲେ ୪ ଦାଦନ ଶ୍ରମିକ
କଣ୍ଟାବାଞ୍ଜି, ୧୬।୪(ଡି.ଏନ.ଏ.)- କରୋନା ମହାମାରର ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଲକ୍ ଡାଉନ ରହିଛି। ଏଣୁ ଟ୍ରେନ୍ ସହ ଯାନବାହାନ ବନ୍ଦ ରହିଛି। ହେଲେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ୍ ତଥା କଣ୍ଟାବାଞ୍ଜି ଥାନା ଅଧୀନ ହିଆଁଲ ପଞ୍ଚାୟତ ଡୁମେରଚୁଆଁ…
ଫୁଲଚାଷକୁୁ କରୋନା ମାଡ଼
ଲୋଇସିଂହା, ୧୬।୪(ଡି.ଏନ.ଏ.) ବଗିଚାରେ ନାନାଦି ଫୁଲର ସମ୍ଭାର। ହେଲେ ସବୁ ଫୁଟି ମଉଳି ଯାଉଛି। ଲକ୍ଡାଉନ କଟକଣା ଯୋଗୁ ଫୁଲଚାଷ ଆଜି ସଙ୍କଟରେ ପଡିଛି। ଏଥିରେ ପ୍ରଭାବିତ ହୋଇଛନ୍ତି ବଲାଙ୍ଗୀର ଜିଲା ଆଗଲପୁର ଅଞ୍ଚଳର ଫୁଲଚାଷୀ ସୁଶୀଲ ବିଶ୍ୱାଳ। ସୁଶୀଲ(୩୫)ଙ୍କ ଶିକ୍ଷାଗତ…
ଆର୍ଥିକ ସହୟତା ଦାବି କଲା ଡ୍ରାଇଭର ସଂଘ
ଲୋଇସିଂହା,୧୫।୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଶାଖା ଡ୍ରାଇଭର ସଂଘ କର୍ମକର୍ତ୍ତାମାନେ ବୁଧବାର ସଭାପତି କାନ୍ତ ମହାକୁର, ସମ୍ପାଦକ କୈଳାସ ସାହୁଙ୍କ ନେତୃତ୍ୱରେ ଲୋଇସିଂହା ତହସିଲଦାର ଓ ବିଡିଓଙ୍କୁ ଭେଟି ସେମାନଙ୍କ ସମସ୍ୟା ବିଷୟରେ ଜଣାଇଥିଲେ। ଲକଡାଉନ ଯୋଗୁ ସେମାନଙ୍କ ପେସା ବନ୍ଦ…
ରକ୍ତଭଣ୍ଡାରରେ ରକ୍ତ ଅଭାବ: ସ୍ବେଚ୍ଛାସେବୀ କଲେ ରକ୍ତଦାନ
ଲୋଇସିଂହା,୧୫।୪(ଡି.ଏନ.ଏ.): ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଓ ଲୋଇସିଂହା ବିଜୁ ଯୁବ ବାହିନୀର ମିଳିତ ଆନୁକୂଲ୍ୟରେ ବଲାଙ୍ଗୀର ଜିଲା ଲୋଇସିଂହାଠାରେ ସମାଜିକ ଦୂରତା ରକ୍ଷା କରି ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଢୋଲମହୁଲଠାରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନରେ…
ରିଜର୍ଭ ପୋଲିସ ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ
ବଲାଙ୍ଗୀର ଅଫିସ, ୧୫ା୪: ବଲାଙ୍ଗୀର ରିଜର୍ଭ ପୋଲିସ କନ୍ଷ୍ଟେବଲମାନେ କରୋନା ଲକ୍ଡାଉନ୍ ସମୟରେ ଗରିବ ଲୋକଙ୍କୁ ସହାୟତା ଯୋଗାଇବାକୁ ଆଗେଇ ଆସିଛନ୍ତି ା ରିଜର୍ଭ ପୋଲିସ କର୍ମଚାରୀମାନେ ବ୍ୟକ୍ତିଗତ ଅର୍ଥ ସଂଗ୍ରହ କରି ସମାଜର ନିହାତି ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ…
ହାତ ବାନ୍ଧି ବସିଛନ୍ତି ଘରୋଇ ଗାଡି ଚାଳକ
ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ଲକ୍ଡାଉନ ବେଳେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଘରୋଇ ଗାଡି ଚାଳକମାନେ ହାତ ବାନ୍ଧି ବସଛନ୍ତି। ଏଥିଯୋଗୁ ସେମାନଙ୍କ ପରିବାର ହାହୁତାଶ ମଧ୍ୟରେ ଜୀବନ ବିତାଉଛନ୍ତି। ସମାଜର ବିଭିନ୍ନ ଦୁର୍ବଳ ବର୍ଗକୁ ସରକାର ସହାୟତା ଦେବା ପାଇଁ ଘୋଷଣା…
ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ
ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସମୀପ ଗନ୍ଧମାର୍ଦ୍ଦନ ପାହାଡରେ ନିଆଁ ଲାଗିଛି। ବନ ବିଭାଗ ଓ ଖପ୍ରାଖୋଲ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବା କାମରେ ଲାଗିଛନ୍ତି। ହରିଶଙ୍କର ମନ୍ଦିର ପାଖ ପାହାଡ ଉପରେ ନିଆଁ ଲାଗିଥିବାରୁ ସ୍ଥାନୀୟ…
ଦୁର୍ଦ୍ଦିନରେ ୪୦ବୁଣାକାର ପରିବାର
ଖପ୍ରାଖୋଲ, ୧୫ା୪(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ମହରାପଡାରେ ବାସ କରନ୍ତି ୪୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର। ଲୁଗା ବୁଣି ସେମାନେ କାହିଁ କେଉଁ କାଳରୁ ନାନା ପ୍ରତିକୂଳତା ମଧ୍ୟରେ ଜୀବିକା ନିର୍ବାହ କରୁଥିଲେ। ଏବେ କରୋନା ସେମାନଙ୍କ…
କରୋନା ସଚେତନତା ନେଇ ଆରପିଏଫର ନିଆରା ଉଦ୍ୟମ
ଟିଟିଲାଗଡ଼, ୧୪।୪ (ଡି.ଏନ.ଏ)- ବଲାଙ୍ଗୀର ଜିଲା ଟିଟିଲାଗଡ ଆରପିଏଫ ପକ୍ଷରୁ କରୋନା ମହାମାରୀ ସଚେତନତା ନେଇ ମଙ୍ଗଳବାର ନିଆରା ପ୍ରୟାସ ଆଲୋଚନାର ବିଷୟ ହୋଇଛି। ଆରପିଏଫର ଜଣେ କର୍ମଚାରୀ କରୋନା ରାକ୍ଷସ ରୂପରେ ସଜ୍ଜିତ ହୋଇ ଅଧିକାରୀ କର୍ମଚାରୀଙ୍କ ଗହଣରେ ରେଳ…
ସାନିଟାଇଜ ହେଲା ବୁର୍ଡା ପଞ୍ଚାୟତ ଅଞ୍ଚଳ
ଲୋଇସିଂହା,୧୪ା୪(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁର୍ଡା ପଞ୍ଚାୟତର ସଦର ଗଁା ଓ ବାଞ୍ଜିପାଲି ଗ୍ରାମ ମଙ୍ଗଳବାର ସାନିଟାଇଜ ହୋଇଛି। ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ନିର୍ଦ୍ଦେଶ ଓ ସ୍ଥାନୀୟ ସରପଞ୍ଚ ନଳିନୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ବିଶୋଧନ କାର୍ଯ୍ୟକ୍ରମରେ…
ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା
ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସସେସ୍ (କିସ୍) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଜିଲାପାଳ ଅରିନ୍ଦମ୍ ଡାକୁଆ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି ।…
ସିଆରପିଏଫ୍ ତରଫରୁ କରୋନା ସଚେତନତା
ଖପ୍ରାଖୋଲ, ୧୪ା୪(ଡି.ଏନ.ଏ.): ସିଆରପିଏଫ୍ ତରଫରୁ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକର ବିଭିନ୍ନ ଗାଁରେ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା ଏହି ଅବସରରେ ସିଆରପିଏଫ୍ ଡି/୧୮୯ ବାଟାଲିଅନ ତରଫରୁ ଡୁଡୁମଦର୍ହା, ବଗଝରନ, କନ୍ଦରାଭଟା, ତୁର୍ଲା, ନାନ୍ଦୁପଲା…
Archives


