ବଲାଙ୍ଗୀର

ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ୩ଦିନ ପରେ ବି ମୃତ୍ୟୁ ରହସ୍ୟ ଖୋଲିଲାନି

କଣ୍ଟାବାଞ୍ଜି/ଲାଠୋର, ୧୭ା୬(ଡି.ଏନ.ଏ.): ବଲାଙ୍ଗୀର ଜିଲା ହରିଶଙ୍କର ରୋଡ ରେଳଷ୍ଟେଶନ ନିକଟ ପିପଲବାହାଲଠାରେ ନିର୍ମାଣ ହେଉଥିବା ରେଳଧାରଣାର ୧୪୮/୪ ନମ୍ବର ଖୁଣ୍ଟଠାରେ ରବିବାର ଜଣେ ଯୁବକଙ୍କ ମୃତଦେହ ଜିଆରପି ଉଦ୍ଧାର କରିଥିଲା। ମୃତକ ହେଲେ ଲାଠୋର ଗ୍ରାମର ରାଜାରାମ ସୁନା (୩୫)। ଏ…

ବଲାଙ୍ଗୀରରେ ଟଣା ହେବନି ରଥ

ବଲାଙ୍ଗୀର ଅଫିସ,୧୬।୬: ମହାମାରୀ କରୋନା ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବକି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ରଥ ନିର୍ମାଣ ହେବ ନାହିଁ କି ରଥ ଟଣା ହେବ…

ଅସୁସ୍ଥ ଧନେଶ୍ୱରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲେ ସ୍ବେଚ୍ଛାସେବୀ

ଲୋଇସିଂହା,୧୬।୬(ଡି.ଏନ.ଏ.) ବଲାଙ୍ଗୀର ଜିଲା ବୁଢୀପଦର ଗାଁର ବୃଦ୍ଧ ଧନେଶ୍ୱର ବୁଡେକଙ୍କ ବାମଗୋଡ ଘା ହୋଇ ସଂକ୍ରମିତ ହୋଇଯାଇଥିଲା। ଅର୍ଥାଭାବାରୁ ସେ ଚିକିତ୍ସିତ ହୋଇ ନ ପାରି ଘରେ ପଡି ରହିଥିଲେ। ଖବର ପାଇ ଲୋଇସିଂହା ମାହେଶ୍ୱରୀ ସଂଗଠନର ସଦସ୍ୟମାନେ ତାଙ୍କୁ ସୋମବାର…

ଶିଳ୍ପବିହୀନ ଜିଲାରେ ରୋଜଗାର ଚିନ୍ତା

ବଲାଙ୍ଗୀର ଅଫିସ, ୧୫ା୬:  କରୋନା ସଂକ୍ରମଣ ସମସ୍ୟା ଠୁ ବି ଅଧିକ ଚର୍ଚ୍ଚାରେ ରହିଛି ବଲାଙ୍ଗୀର ଜିଲାର ପ୍ରବାସୀ ଶ୍ରମିକ ସମସ୍ୟା। କରୋନା ମହାମାରୀ ଅନେକ ସରକାରୀ ତଥ୍ୟ ଉପରୁ ପର୍ଦ୍ଦା ହଟାଇ ଦେଇଛି। ଜିଲାରୁ ପ୍ରତିବର୍ଷ ଲକ୍ଷାଧିକ ଦାଦନ ଶ୍ରମିକ…

ଶଟ୍‌ଡାଉନ ସମୟରେ ବାଲି ଚୋରାଚାଲାଣ

ଦେଓଗାଁ,୧୪ା୬(ଡି.ଏନ.ଏ)-ବଲାଙ୍ଗୀର ଜିଲା ଦେଓଗାଁ ତହସିଲ ଅନ୍ତର୍ଗତ ସୋନଗଡ ନଦୀ ଓ ତେଲନଦୀ ଅଞ୍ଚଳରୁ ପ୍ରତ୍ୟହ ଚାଲି ଚୋରାଚାଲାଣ ହେଉଛି। ଏପରିକି ଶନିବାର ଓ ରବିବାର ଶଟଡାଉନ ସମୟରେ ମଧ୍ୟ ବେଆଇନଭାବେ ଟ୍ରାକ୍ଟରରେ ବାଲି ଚୋରାଚାଲାଣ ହେଉଛି ା ଗତ ମାର୍ଚ୍ଚ ମାସରୁ…

ସଙ୍ଗରୋଧ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ

ଖପ୍ରାଖୋଲ, ୧୪ା୬(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ଜିଲାପାଳ ଅରିନ୍ଦମ ଡାକୁଆ ରବିବାର ବୁଲି ଦେଖିଥିଲେ। ଜିଲାପାଳ ପ୍ରଥମେ ଧଣ୍ଡାମୁଣ୍ଡା, ମହରାପଦର, ତେଲେନପାଲି, ଘୁନସର, ସାହାଜପାଣି, ମାଲପଡା ଓ ଖପ୍ରାଖୋଲ ପଞ୍ଚାୟତରେ ଥିବା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ…

ବଲାଙ୍ଗୀରରେ ଦୁଇ ଦିନିଆ ଶଟ୍‌ଡାଉନ୍‌ ଆରମ୍ଭ: ଅତ୍ୟାବଶ୍ୟକ ସେବାକୁ ଛାଡ଼ି ସବୁ ବନ୍ଦ, ରାସ୍ତାଘାଟ ଜନଶୂନ୍ୟ

ବଲାଙ୍ଗୀର ଅଫିସ, ୧୩।୬- କରୋନା ସଂକ୍ରମଣ ରୋକିବା ଲାଗି ସରକାର ରାଜ୍ୟର ୧୧ଟି ଜିଲାରେ ଜୁନ ମାସର ପ୍ରତ୍ୟେକ ଶନିବାର ଓ ରବିବାରକୁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଏହି କ୍ରମରେ ଜୁନ ମାସର ଦ୍ବିତୀୟ ଶନିବାର ବଲାଙ୍ଗୀର ଜିଲାରେ ସମ୍ପର୍ଣ୍ଣ…

କଣ୍ଟାବାଞ୍ଜିରେ ଶଟ୍‌ଡାଉନ ପ୍ରଭାବ: ପୋଲିସର କଡ଼ାକଡ଼ି ଯାଞ୍ଚ, ଅମାନିଆଙ୍କଠୁ ଆଦାୟ ହେଉଛି ଜରିମାନା

କଣ୍ଟାବାଞ୍ଜି,୧୩।୬(ଡି.ଏନ୍‌.ଏ.): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ ଜିଲାରେ ଜୁନ୍‌ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଦୁଇ ଦିନିଆ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିିରେ ମଧ୍ୟ ଦ୍ୱିତୀୟ ଶଟ୍‌ଡାଉନକୁ କଡ଼ାକଡ଼ି…

ବ୍ଲକ ପରିସରରେ ସରପଞ୍ଚଙ୍କୁ ଆକ୍ରମଣ

ଟିଟିଲାଗଡ଼, ୧୧।୬ (ଡି.ଏନ.ଏ)-ବଲାଙ୍ଗୀର ଜିଲା ଟିଟିଲାଗଡ ବ୍ଲକ ବିନେକେଲା ପଞ୍ଚାୟତର ସରପଞ୍ଚ ହରି ମାଝୀ ବୁଧବାର ବ୍ଲକ କାର୍ଯ୍ୟାଳୟ ପରିସରରେ ଆକ୍ରମଣର ଶିକାର ହୋଇଛନ୍ତି। ବିଡିଓଙ୍କ ସହ ସେ ଆଲୋଚନା କରୁଥିବା ବେଳେ ବ୍ଲକ ପଡାର ସୁନୀଲ ବିଶ୍ୱାଳ ନାମକ ଯୁବକ…

ବିଏସ୍‌ଏନ୍‌ଏଲ ମଜଦୁର ସଂଘର ତାଲାବନ୍ଦ ଆନ୍ଦୋଳନ

ବଲାଙ୍ଗୀର ଅଫିସ, ୧୧ା୬-ବିଏସ୍‌ଏନ୍‌ଏଲ ମଜଦୁର ସଂଘ ସଭାପତି ଲଳିତ କୁମାର ନାଏକଙ୍କ ନେତୃତ୍ୱରେ ଶତାଧିକ ବିଏସ୍‌ଏନ୍‌ଏଲ କର୍ମଚାରୀ ସ୍ଥାନୀୟ ବିଏସ୍‌ଏନ୍‌ଏଲ କାର୍ଯ୍ୟାଳୟ ଓ ଏକ୍ସଚେଞ୍ଜ ଅଫିସକୁ ତାଲା ପକାଇ ବନ୍ଦ କରିଦେଇଥିଲେ ା ୬ ଦଫା ଦାବି ନେଇ ଏହି କର୍ମଚାରୀମାନେ…

ସ୍ନେହଲତା ଗଣବଳତ୍କାର, ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲା ସାବିତ୍ରୀବାଇ ଫୁଲେ ମହିଳା ସଙ୍ଗଠନ

ବଲାଙ୍ଗୀର ଅଫିସ/ଖପ୍ରାଖୋଲ, ୧୧ା୬(ଡି.ଏନ୍‌.ଏ.) ସ୍ନେହଲତା ଛତ୍ରିଆ ଗଣବଳତ୍କାର ଓ ହତ୍ୟା ଘଟଣାକୁ ପାଞ୍ଚ ବର୍ଷ ପୂରଛି। ହେଲେ ଅଦ୍ୟାବଧି ପୀଡିତ ପରିବାରକୁ ନ୍ୟାୟ ମିଳିନାହିଁ। ଘଟଣାର ସିବିଆ ତଦନ୍ତ ଦାବିରେ ପଶ୍ଚିମ ଓଡିଶା ସାବିତ୍ରୀବାଇ ଫୁଲେ ମହିଳା ସଙ୍ଗଠନ ପକ୍ଷରୁ ବୁଧବାର…

କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ: ୭ ଜୁଆଡ଼ି ଗିରଫ: ୯୫ ହଜାର ୪୮୫ ଟଙ୍କା ଜବତ

କଣ୍ଟାବାଞ୍ଜି,୧୦।୬(ଡି.ଏନ୍‌.ଏ.): ବଲାଙ୍ଗୀର ପୋଲିସ ଅଧୀକ୍ଷକ ସନ୍ଦିପ ସମ୍ପଦ ମଡକରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ରାତିରେ କଣ୍ଟାବାଞ୍ଜିର ଏକ ଜୁଆ ଆଡ୍ଡାରେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଏଥିରେ ୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୭ଟି ମୋବାଇଲ ଫୋନ୍‌, ନଗଦ ୯୫,୪୮୫…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri