ଅନୁଗୋଳ ଜୁନିୟର କଲେଜରେ ପାସ୍ ହାର ୭୭.୮୧%:ଶ୍ରେଷ୍ଠ ୫ ମଧ୍ୟରେ ୪ ଛାତ୍ରୀ
ଅନୁଗୋଳ ଅଫିସ, ୪।୬ ଅନୁଗୋଳ ଜୁନିୟର କଲେଜରେ ଯୁକ୍ତ ୨ ବିଜ୍ଞାନ ଫଳାଫଳ ପ୍ରକାଶ ପାଇଛି। କଲେଜରେ ପାସ୍ ହାର ୭୭.୮୧ ପ୍ରତିଶତ ରହିଛି। ମୋଟ ୩୧୧ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪୨ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୯୨ ପାସ୍…
ଏନ୍ଟିପିସିର ୩୦ ତମ ପ୍ରତିଷ୍ଠା ଦିବସ:ସଫଳତା ବଜାୟ ରଖିବାକୁ ଆହ୍ବାନ
ତାଳଚେର,୪ା୬(ନି.ପ୍ର.)କଣିହଁ। ସ୍ଥିତ ଏନ୍ଟିପିସି ପ୍ରକଳ୍ପ ପକ୍ଷରୁ ୩୦ ତମ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି। ଏହି ଅବସରରେ ଚିଫ୍ ଜେନେରାଲ ମ୍ୟାନେଜର ରମେଶ ବାବୁ ଏନ୍ଟିପିସି ପତାକା ଉତ୍ତୋଳନ କରିବା ସହ ଉଦ୍ବୋଧନ ଦେଇଥିଲେ। ସେ କହିଥିଲେ ଯେ, ୨୦୧୯-୨୦…
ଦୁର୍ଦ୍ଦଶା ବଢାଉଛି ବିଦ୍ୟୁତ୍ କାଟ : ସକାଳ ୬ରୁ ମଧ୍ୟାହ୍ନ ୧୨ ସଂଯୋଗ ବିଚ୍ଛିନ୍ନ
ବଇଣ୍ଡା,୨।୬(ଡି.ଏନ.ଏ.)- ଗ୍ରୀଷ୍ମ ପ୍ରବାହ ଅପେକ୍ଷା ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ଲୋକଙ୍କ ଦୁର୍ଦ୍ଦଶା ବଢାଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସଂଯୋଗ କାଟି ଦିଆଯାଉ ଥିବାରୁ ଉପଭୋକ୍ତା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି, ଯାହା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଷୋଳଷପଦା…
ବ୍ରିଟିଶ ଅମଳର ବଙ୍ଗଳା ଜରାଜୀର୍ଣ୍ଣ
ଛେଣ୍ଡିପଦା,୨ା୬(ଡି.ଏନ.ଏ.)- ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ତଥା ଜରପଡା ରାଜସ୍ବ ସର୍କଲର ଦୁର୍ଗାପୁର ଗ୍ରାମସ୍ଥିତ ବ୍ରିଟିଶ ଅମଳର ଏକ ବ୍ରିଟିଶ ବଙ୍ଗଳା। ରାଜସ୍ବ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ରକ୍ଷଣାବେକ୍ଷଣ ତଥା ମରାମତି ଅଭାବ…
ବଅଁରପାଳ: ଦର ଆକାଶଛୁଅଁ।
ବଅଁରପାଳ, ୨ା୬(ଡି.ଏନ.ଏ.) ସୋମବାର ସାବିତ୍ରୀ ବ୍ରତ। ଏଥିପାଇଁ ଅନୁଗୋଳ ଜିଲାର ବିଭିନ୍ନ ମନ୍ଦିର, ଦୈବୀ ପୀଠରେ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚାଲିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି କ୍ରମରେ ବଅଁରପାଳସ୍ଥିତ ନାଲ୍କୋ ଜଗନ୍ନାଥ…
ଦିନଟିଏ ପରେ ସାବିତ୍ରୀ : ଫଳ ଦୋକାନରେ ଅସମ୍ଭାଳ ଭିଡ଼
ଅନୁଗୋଳ ଅଫିସ, ୨।୬ – ଦିନଟିଏ ପରେ ସାବିତ୍ରୀ ଓଷା। ଆଗକୁ ମଧ୍ୟ ରଜ। ତେଣୁ ଅନୁଗୋଳ ସହରକୁ ଭଳିକି ଭଳି ଫଳ ଆସୁଥିବା ବେଳେ ଏସବୁ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ବଢ଼ୁଛି। ବିଶେଷକରି ସୋମବାର ସାବିତ୍ରୀ ପାଇଁ ଗ୍ରାହକମାନେ…
ରାସ୍ତାରେ ଭାସୁଛି ପିଟିସି ନର୍ଦ୍ଦମା ପାଣି: ଦୁର୍ଗନ୍ଧରେ ଫାଟୁଛି ନାକ
ଅନୁଗୋଳ ଅଫିସ, ୨।୬- ଅନୁଗୋଳ ପୌରାଞ୍ଚଳର ୧୬ନଂ. ଓ୍ବାର୍ଡରେ ଥିବା ଗୀତାଗ୍ରାମ ରାସ୍ତାରେ ଭାସୁଛି ପୋଲିସ ଟ୍ରେନିଂ କଲେଜ (ପିଟିସି) ନର୍ଦ୍ଦମା ପାଣି। ପଚାଶଢ଼ା ପାଣି ସହ ଶୌଚାଳୟ ଜଳ ରାସ୍ତାରେ ଜମିଥିବାରୁ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଫଳରେ ଯାତାୟାତ…
ବଢ଼ୁଛି ପାନୀୟଜଳ ସମସ୍ୟା: ଗ୍ରାମବାସୀଙ୍କ ବିକ୍ଷୋଭ
ତାଳଚେର,୨ା୬(ନି.ପ୍ର.)- ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତର ନୂଆସାହି, କୃଷକସାହି ଓ ସଇନାଳି ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ୨/୩ ହଜାର ଲୋକ ପାଣି ପାଇଁ ଅସୁବିଧା ଭୋଗ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କିଛି ସୁଫଳ ମିଳୁ…
କଟକ ରେଫର ରୋଗୀଙ୍କୁ ନିଆଯାଉଛି ନର୍ସିଂହୋମ : ସରକାରୀ ଆମ୍ବୁଲାନ୍ସ ବ୍ୟବହାର ଅଭିଯୋଗ
ଅନୁଗୋଳ ଅଫିସ, ୨।୬- ଅନୁଗୋଳ ମେଡିକାଲରୁ ରେଫର ହେଉଥିବା ଗୁରୁତର ରୋଗୀଙ୍କ ମଧ୍ୟରୁ କେତେଜଣଙ୍କୁ କଟକ ବଦଳରେ ଅନୁଗୋଳର ଘରୋଇ ନର୍ସିଂହୋମ୍କୁ ନିଆଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସକ୍ରିୟ ଥିବା ଦଲାଲ ମେଡିକାଲର କେତେଜଣ କର୍ମଚାରୀଙ୍କୁ ହାତ କରି ଏପରି କରୁଥିବା…
ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର : ମଧ୍ୟାହ୍ନ ପରେ ମିଳୁନି ସେବା
ବଇଣ୍ଡା, ୧।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ସେବା ପାଇପାରୁନାହାନ୍ତି ଅଞ୍ଚଳବାସୀ। ଡାକ୍ତର ସକାଳୁ ୨ରୁ ୩ ଘଣ୍ଟା ରହି ପଳାଉଛନ୍ତି। ମଧ୍ୟାହ୍ନ ୧୨ଟା ପରେ ଆଉ ଡାକ୍ତରଙ୍କ ଦେଖାମିଳୁନି। ଫଳରେ ଏହା ଉପରେ ନିର୍ଭର କରୁଥିବା…
ଲୋକଙ୍କ ସମସ୍ୟା ସମାଧାନ କର: ବିଧାୟକ
ବଇଣ୍ଡା,୩୧।୫(ଡି.ଏନ.ଏ.)-ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଗୁରୁବାର ବିଧାନସଭାରେ ନୂତନ ଭାବେ ଶପଥ ନେବା ପରେ ନିଜ ନିର୍ବାଚନ ମଣ୍ଡଳୀକୁ ଆସି କାର୍ଯ୍ୟ ଆରମ୍ଭ କରିଛନ୍ତି। ଅପରାହ୍ନରେ କିଶୋରନଗର ବ୍ଲକ ବଇଣ୍ଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ କର୍ମୀମାନଙ୍କୁ ନେଇ ଏକ…
ସିଲ୍ ହେଲା ଇଭିଏମ୍, ଭିଭିପିଏଟି
ଅନୁଗୋଳ ଅଫିସ, ୩୧।୫- ନିର୍ବାଚନରେ ବ୍ୟବହାର ହୋଇଥିବା ୧୧୬୩ଟି କଣ୍ଟ୍ରୋଲ ୟୁନିଟ୍, ୧୧୬୩ ବାଲଟ୍ ୟୁନିଟ୍ ଓ ୧୧୬୩ଟି ଭିଭିପିଏଟିକୁ ଗୁରୁବାର ସୌଭାଗ୍ୟନଗରସ୍ଥିତ ଗୃହରକ୍ଷୀ କାର୍ଯ୍ୟାଳୟ ପାର୍ଶ୍ୱରେ ନବ ନିର୍ମିତ ସ୍ବତନ୍ତ୍ର ଗୃହରେ ସିଲ୍ କରାଯାଇଛି। ଅତିରିକ୍ତ ଜିଲାପାଳ ତପନ କୁମାର…
Archives


