ଅନୁଗୋଳ

ଜିଲା ପ୍ରଶାସନ କର୍ମଚାରୀଙ୍କ ବଦଳି ପ୍ରହସନ; ଚୌକି ଛାଡୁନାହାନ୍ତି ପୁରୁଣା ବାବୁ

ଅନୁଗୋଳ ଅଫିସ,୨୪।୬:  ଅନୁଗୋଳ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରତ ପୁରୁଣା ବାବୁଙ୍କ ଛାଡୁନି ଚୌକି ନିଶା। ଦୀର୍ଘ ବର୍ଷ ହେଲା ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି ବାବୁମାନେ ବଦଳି ନିର୍ଦ୍ଦେଶ ମଧ୍ୟ ମାନୁନାହାନ୍ତି। ଆଉ ଏଥିରେ ସେମାନଙ୍କୁ ସହଯୋଗ କରୁଛନ୍ତି କେତେଜଣ…

ଘର ନିର୍ମାଣ ୮ ବର୍ଷ ବିତିଲା, ମିଳୁନି ବକେୟା ଟଙ୍କା:ଜିଲାପାଳଙ୍କଠାରେ ଅଭିଯୋଗ କଲେ ହିତାଧିକାରୀ

ବଇଣ୍ଡା,୨୩।୬(ଡି.ଏନ.ଏ)-ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା ପ୍ରଚଳନ କରିଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଅନେକ ଗରିବ ଶ୍ରେଣୀର ଲୋକଙ୍କୁ ଠିକ୍‌ ସମୟରେ ଅର୍ଥ ମିଳୁ ନ ଥିବା…

ବିଦ୍ୟୁତ ବିଭ୍ରାଟ ନେଇ ବଅଁରପାଳରେ ଉତ୍ତେଜନା ଘଟଣା:୨ କର୍ମଚାରୀ ଅଟକ ପରେ ନୂଆହତା-ମହିଧରପୁର ରାସ୍ତାରୋକୋ

ବଅଁରପାଳ,୨୩।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ବଉଳିଗଡ଼ ସଞ୍ଜପଡ଼ା ସମେତ ଆଖପାଖ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ସମସ୍ୟା ନେଇ ରବିବାର ସ୍ଥାନୀୟ ଲୋକେ ନୂଆହତା-ମହିଧରପୁର ରାସ୍ତାରୋକୋ କରିଛନ୍ତି। ଏହି ଆନ୍ଦୋଳନ ଏଯାବତ୍‌ ଚାଲିଥିବା ବେଳେ ଘଟଣାସ୍ଥଳରେ ବିଦ୍ୟୁତ ବିଭାଗ…

ଅନୁଗୋଳ ପୋଲିସରେ ୧୬ ଅଧିକାରୀଙ୍କ ଅଦଳବଦଳ

ଅନୁଗୋଳ ଅଫିସ,୨୩ା୬: ଅନୁଗୋଳ ଜିଲା ପୋଲିସରେ ଶନିବାର ରାତିରେ ୧୬ ଜଣ ଅଧିକାରୀଙ୍କ ଅଦଳବଦଳ ହୋଇଛି। ସେମାନଙ୍କ ମଧ୍ୟରେ ୪ ଜଣ ଇନ୍ସପେକ୍ଟର, ୫ ଜଣ ସବ୍‌ ଇନ୍ସପେକ୍ଟର ଓ ୭ ଜଣ ଏଏସ୍‌ଆଇ ରହିଛନ୍ତି। ଜିଲା ପୋଲିସ ମୁଖ୍ୟାଳୟରେ ଥିବା…

ବ।ରମ୍ବ।ର ବିଦ୍ୟୁତ ବିଭ୍ରାଟ ନେଇ ଉତ୍ତେଜନା: ୨ କର୍ମଚାରୀ ଅଟକ

ବଅଁରପାଳ,୨୩।୬(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ବଉଳିଗଡ଼ ସଞ୍ଜପଡ଼ା ସମେତ ଆଖପାଖ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ସମସ୍ୟା ନେଇ ଉତ୍ତେଜନା ଦେଖାଯାଇଛି। ଏ ନେଇ ରବିବାର ସକାଳେ ଗଡ଼ସନ୍ତ୍ରୀଠାରେ ଉତ୍ତେଜନା ଦେଖାଯିବା ସହିତ ୨ ବିଦ୍ୟୁତ କର୍ମଚାରୀଙ୍କୁ ଏକ…

ଦୃଷ୍ଟି ଆଢୁଆଳରେ ବନଦୁର୍ଗା ମନ୍ଦିର

ଛେଣ୍ଡିପଦା,୨୩ା୬(ଡି.ଏନ.ଏ.) – ଅନୁଗୋଳ ଜିଲାର କେତେକ ଜଣାଶୁଣା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ହେଁ ଆଉ କେତେକ ପ୍ରସିଦ୍ଧ ସ୍ଥାନ ରହିଯାଇଛି ସରକାରଙ୍କ ଦୃଷ୍ଟି ଆଢୁଆଳରେ। ସେଥିମଧ୍ୟରେ ରହିଛି ଛେଣ୍ଡିପଦା ବ୍ଲକ ଜରପଡା ଥାନା ଦୁର୍ଗାପୁର ଗ୍ରାମ ମଠମୁଣ୍ଡିଆ ପାହାଡ…

ଗୀତିନାଟ୍ୟରୁ ଦଣ୍ଡନୃତ୍ୟ ଯାଏ : ଚରିତ୍ରରେ ଚମକ ଭରିଛନ୍ତି ଅକ୍ଷୟ

ବଅଁରପାଳ,୨୩।୬ – କେବେ ବ୍ରହ୍ମା ତ କେବେ ବିଷ୍ଣୁ, ପୁଣି କେବେ ମହେଶ୍ୱର ବେଶରେ ଆସିଛନ୍ତି ଦର୍ଶକଙ୍କ ଆଗକୁ। କେତେବେଳେ ରାଜା, ମନ୍ତ୍ରୀ ସାଜିଛନ୍ତି ଗୀତିନାଟ୍ୟରେ। ବାଇଧନ, ଶିବ, ବିଣାକାରିଆ ଓ ବାବାଜୀ ଭୂମିକା ନିଭାଇଛନ୍ତି ଦଣ୍ଡନୃତ୍ୟରେ। ଦୀର୍ଘ ୩୦ ବର୍ଷ…

ବର୍ଷା ହେଲେ ବିଜୁଳି ସେବା ବନ୍ଦ

ବଇଣ୍ଡା,୨୨।୬(ଡି.ଏନ.ଏ.)-ସାମାନ୍ୟ ବର୍ଷା ହେଲେ ଘଣ୍ଟା ଘଣ୍ଟା ଧରି ବିଜୁଳି ସେବା ବନ୍ଦ କରି ଦିଆଯାଉଛି। ଫଳରେ କିଶୋରନଗର ବ୍ଲକ ଅଙ୍ଗପଡ଼ା, ତୁରୁଡ଼ା, ଆଡ଼ିକଟା, ନତଡ଼ା, ଢଡରପାଳ ଆଦି ଗ୍ରାମର ବାସିନ୍ଦାମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ସେହିପରି ସାମାନ୍ୟ ପବନ ବୋହିଲେ…

କଳାରେ ୫୭.୮୧ %, ବାଣିଜ୍ୟରେ ୫୨.୫୬ %

ଅନୁଗୋଳ ଅଫିସ,୨୨।୬ – ଯୁକ୍ତ୨ ବାଣିଜ୍ୟ ଏବଂ କଳା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଅନୁଗୋଳ ଜିଲାରେ କଳାରେ ପରୀକ୍ଷା ଦେଇଥିବା ମୋଟ୍‌ ୫୭୩୨ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୩୧୪ ଜଣ ପାସ କରିଛନ୍ତି। ପାସ୍‌ ହାର ରହିଛି ୫୭.୮୧…

ମହାବୀର ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ

ବନ୍ତଳା,୨୨।୬(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ନିମନ୍ତେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିବା ମହାବଳ ମହାବୀରର ଗତ ନଭେମ୍ବର ୧୪ରେ ମୃତ୍ୟୁ ଘଟିଥିଲା। ବେକରେ ସଂକ୍ରମଣ ଯୋଗୁ ମହାବଳର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ…

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ତାଳଚେର,୨୨।୬(ନି.ପ୍ର.) – ଅନୁଗୋଳ ଜିଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ସୁଲେଇପାଳ ଗ୍ରାମର ସୁଧାକର ମହାନ୍ତି(୭୦)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ଗୁରୁବାରଠାରୁ ସେ ନିଖୋଜ ଥିଲେ। ଶୁକ୍ରବାର ତାଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରାଯିବା ପରେ ହାତୀ ଆକ୍ରମଣରେ…

ଅନୁଗୋଳ ବନଖଣ୍ଡର ଅଭିନବ ପଦକ୍ଷେପ : ଗଜ ଉପଦ୍ରବ ରୋକିବେ ‘ଗଜବନ୍ଧୁ’

ଅନୁଗୋଳ ଅଫିସ, ୨୨।୬ – ଅନେକ ସମୟରେ ଗଁ। ରେ ପଶି ମଣିଷ ମାରୁଛି ହାତୀ। ଦଳି ଚକଟି ନଷ୍ଟ କରୁଛି ହେକ୍ଟର ହେକ୍ଟର ଫସଲ। କେବେ ଘର ଭାଙ୍ଗି ମାଟିରେ ମିଶାଇ ଦେଉଛି ତ ପୁଣି କେବେ ଉଜାଡ଼ୁଛି ବାଡ଼ିବଗିଚା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri