ଅନୁଗୋଳ

୪୦ ହଜାର ଟଙ୍କା ଜରିମାନା ଆଦାୟ

ଅନୁଗୋଳ ଅଫିସ, ୨୬।୪ – ଅନୁଗୋଳ ପୋଲିସ ପକ୍ଷରୁ ଶନିବାର ଥାନା ଛକରେ ଗାଡ଼ି ଯାଞ୍ଚ କରାଯାଇ ୫୦ ଜଣଙ୍କଠାରୁ ୪୦ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ଏସ୍‌ପି ଜଗମୋହନ ମୀନା ଏହି ଯାଞ୍ଚ ବେଳେ ଉପସ୍ଥିତ ରହି କିଏ…

କରୋନା ମୁକାବିଲାର ସମୀକ୍ଷା କଲେ ବିଧାୟକ

ଅନୁଗୋଳ ଅଫିସ, ୨୬।୪ – କରୋନାର ମୁକାବିଲା ନିମନ୍ତେ ଅନୁଗୋଳ ଜିଲା ପ୍ରଶାସନ କିଭଳି ପଦକ୍ଷେପ ନେଇଛି ସେ ନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ ଶନିବାର ସମୀକ୍ଷା କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ମନୋଜ…

ଭାଟି ଲାଇସେନ୍ସ ରଦ୍ଦ ପାଇଁ ହେବ ଆବେଦନ: ମିଳିଲା ଚୋରା କାରବାର ଚେର ଘଟଣା

ଅନୁଗୋଳ ଅଫିସ, ୨୬।୪ – ଅନୁଗୋଳ ସହର ଉପକଣ୍ଠରେ ଥିବା କରଡ଼ାଗାଡ଼ିଆ ମଦ ଭାଟିକୁ ବନ୍ଦ କରାଯାଇଥିଲେ ବି ସେଠାରୁ ୪୪୪୦ ଲିଟର ଦେଶୀ ଚୋରା ମଦ ସହ ୬ ହଜାର ଲିଟର ପୋଚ ଜବତ ଘଟଣାର ତଦନ୍ତ ଅନୁଗୋଳ ପୋଲିସ…

ଭାଲୁତଇଲାରେ ଯୁବକଙ୍କୁ କଚାଡ଼ି ମାରିଲା ହାତୀ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର): ଅନୁଗୋଳ ଜିଲାର ଛେଣ୍ଡିପଦା ବନାଞ୍ଚଳର କଣଲୋଇ ସଂରକ୍ଷିତ ଜଙ୍ଗଲ ନିକଟସ୍ଥ ଭାଲୁତଇଲାରେ ଶନିବାର ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କଣଲୋଇ ଗ୍ରାମର କିଶୋର ଚନ୍ଦ୍ର ସାହୁ (୫୦)। ସୂଚନା ଅନୁଯାୟୀ, କଣଲୋଇ ମଝିସାହି ବନସଂରକ୍ଷଣ…

କାଳବୈଶାଖୀ: ଭାଙ୍ଗିଲା ଗଛ, ଟାଓ୍ବାର

ଅନୁଗୋଳ ଅଫିସ/କଣିହଁ।/ ଭୁବନ,୨୫ା୪(ଡି.ଏନ.ଏ.) – ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ସମୟରେ ବଜ୍ରପାତ ଯୋଗୁ ୨ଜଣଙ୍କ ଜୀବନ ହାନି ହୋଇଛି। ସେମାନେ ହେଲେ ଅନୁଗୋଳ ବ୍ଲକ ବାଳୁଅକଟା ଗାଁର ନାରାୟଣ ସାହୁ…

ମିଳିଲା ଚୋରା କାରବାର ଚେର

ଅନୁଗୋଳ ଅଫିସ,୨୫ା୪ – ଲକ୍‌ଡାଉନ୍‌ ଯୋଗୁ ଅନୁଗୋଳ ସହରର ସମସ୍ତ ମଦ ଦୋକାନ ବନ୍ଦ ଥିଲେ ବି କିଛିଦିନ ହେଲା ଚଢ଼ା ଦରରେ ଚାଲିଥିଲା ଚୋରା କାରବାର। ଏ ନେଇ ଗତ ୨୧ ତାରିଖରେ ‘ଦୋକାନରେ ତାଲା, ଚୋରାରେ ଖୋଲାମେଲା’ ଖବର…

ସମୟ ନୁହେଁ ସଂସାରର

ଅନୁଗୋଳ ଅଫିସ, ୨୪।୪ – ବହୁ ପୂର୍ବରୁ ସ୍ଥିର ହୋଇଥିଲା ବିବାହ। ତିଥି ଅନୁଯାୟୀ ତିନି ଦିନ ପରେ ପଡ଼ିଥାନ୍ତା ହସ୍ତଗଣ୍ଠି। ଏଥିପାଇଁ ଛୁଟି ମଧ୍ୟ ମିଳିସାରିଥିଲା ପୋଲିସ ବିଭାଗରୁ। ହେଲେ କର୍ତ୍ତବ୍ୟକୁ ଗୁରୁତ୍ୱ ଦେଇ ବିବାହ ସ୍ଥଗିତ କରିଦେଲେ ଅନୁଗୋଳ…

ଠିକ। ଶ୍ରମିକଙ୍କୁ ସିଆଇଏସ୍‌ଏଫ୍‌ର ଦୁର୍ବ୍ୟବହାର: ନ।ଲକୋ ସ୍ମେଲଟରରେ ଉତ୍ତେଜନା

ବଅଁରପାଳ,୨୩।୪(ଡି.ଏନ୍‌.ଏ): ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଠିକା ଶ୍ରମିକଙ୍କୁ ସିଆଇଏସ୍‌ଏଫ୍‌ କର୍ମଚାରୀ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଉଛି। ଗୁରୁବାର ସକାଳେ ବିନୟ ପରିଡ଼ା ନାମକ ଜଣେ ଠିକା ଶ୍ରମିକ ପ୍ଲାଣ୍ଟରୁ ବାହାରୁଥିବା ବେଳେ ସିଆଇଏସ୍‌ଏଫ୍‌ର କର୍ମଚାରୀମାନେ ତାଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼…

ଗୋଶାଳାରେ ପହଞ୍ଚିଲା ଗୋଖାଦ୍ୟ

ଅନୁଗୋଳ ଅଫିସ୍‌, ୨୩ା୪: ଡ୍ରିମ୍‌ ଫାଉଣ୍ଡେଶନ ତରଫରୁ ଅନୁଗୋଳ ଆଦିତ୍ୟ ବାହିନୀ ମାଧ୍ୟମରେ ଗୋବର୍ଦ୍ଧନ ପୀଠ ଗୋଶାଳାକୁ ଗୋଖାଦ୍ୟ ପ୍ରଦାନ କରାଯାଇଛି। ଆଦିତ୍ୟ ବାହିନୀ ମହାସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶାର ବିଭିନ୍ନ ଜିଲାରୁ ଗୋବର୍ଦ୍ଧନ ପୀଠ ଗୋଶାଳାକୁ ଗୋଖାଦ୍ୟ…

ସହର ସାନିଟାଇଜ୍‌ରେ ପଶିଲା ପଲିଟିକ୍ସ

ଅନୁଗୋଳ ଅଫିସ, ୨୩।୪: କରୋନା ଭୂତାଣୁ ରୋକିବାକୁ ଅନୁଗୋଳ ପୌରାଞ୍ଚଳରେ ଚାଲିଥିବା ସାନିଟାଇଜ୍‌ ପ୍ରକ୍ରିୟାରେ ଏବେ ପଲିଟିକ୍ସ ପଶିଯାଇଛି। ବୁଧବାର ଏହି କାର୍ଯ୍ୟକୁ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ବନ୍ଦ କରାଇବା ପରେ ଏପରି ଅଭିଯୋଗ ପଦାକୁ ଆସିଛି। ନଗର…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଦାନ

ବଇଣ୍ଡା, ୨୩ା୪(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡାଠାରେ ଥିବା ରାସ୍ତା ଓ ଗୃହ ନିର୍ମାଣ ସଂସ୍ଥାର ବିଭାଗୀୟ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଠିକାଦାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରାଯାଇଛି। ଏସ୍‌ଡିଓ ଦାମୋଦର କୈବର୍ତ୍ତ, କନିଷ୍ଠଯନ୍ତ୍ରୀ…

ନାଲ୍‌କୋ ଦେଲା ୫୦ ହଜାର ମାସ୍କ

ବଅଁରପାଳ, ୨୩ା୪(ଡି.ଏନ.ଏ.) କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ନାଲ୍‌କୋ ପକ୍ଷରୁ ୫୦ ହଜାର ମାସ୍କ ପ୍ରସ୍ତୁତ କରାଯାଇ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏଥିସହ ପାରିପାର୍ଶ୍ୱିକ ଗ୍ରାମଗୁଡିକରେ ଲୋକଙ୍କୁ ସଚେତନ କରାଯାଉଛି। ବାହାରେ ବୁଲାବୁଲି ନ କରିବା, ସାମାଜିକ ଦୂରତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri