ଅନୁଗୋଳ

ଆହାର ଉପରେ ପାହାର

ରଜନୀକାନ୍ତ ମହାରଣା ଖମାର,୨୧ା୭ - ଚାଷକୁ ନେଇ ଚାଷୀ ଗର୍ବ ଅନୁଭବ କରେ। ସର୍ବୋଚ୍ଚ ସମ୍ମାନ ବୋଲି ଭାବେ। ଅନ୍ନଦାତାର ପରିଚୟ ଚାଷୀଙ୍କୁ ଅଧିକ ଆତ୍ମବିଶ୍ୱାସୀ କରେ।…

3 years ago

ଯୋଜନ ଦୂରରେ ଯୋଜନା

ଖମାର,୨୦ା୭(ଡି.ଏନ.ଏ.) - ଗରିବ, ଅସହାୟଙ୍କ ଉନ୍ନତି ପାଇଁ ସରକାର କରିଛନ୍ତି ଅନେକ ଯୋଜନା। ରହିବାକୁ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାନୀୟ ଜଳ ଓ ଖାଦ୍ୟ ସୁରକ୍ଷା…

3 years ago

ଚୋରି ବଢ଼ୁଥିବାରୁ ପଶିଲା ଚେତା

ଅନୁଗୋଳ ଅଫିସ, ୨୦ା୭ - ଚାରିଆଡ଼େ ସିସିଟିଭି ଲଗାଯାଇଛି। ଘରୋଇ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ହେଲେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଘନ ଘନ ଚୋରି…

3 years ago

ବିଳମ୍ବିତ ହେଉଛି ବିକାଶ

ବଇଣ୍ଡା,୧୯ା୭:  ବିକାଶର ମାର୍ଗ ବା ରାଜପଥ ପ୍ରଶସ୍ତ ହେବ। ସେଥିପାଇଁ ୩ ବର୍ଷ ତଳୁ କ୍ଷେତ୍ର ପ୍ରସ୍ତୁତ କରାଗଲା। ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ବଜାରର…

3 years ago

ଯନ୍ତ୍ରଣାରୁ ମୁକୁଳିଲା ଜୀବିକା

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧୬ା୭ ରାସ୍ତା ପାର୍ଶ୍ୱରୁ ରାସ୍ତା ଉପରକୁ ଆସିବ ବସ୍‌। ଜିମ୍‌, ପାର୍ଲରରୁ ଖୋଲିବ ତାଲା। ପଡ଼ିଆକୁ ଫେରିବ କ୍ରୀଡ଼ା। ପୂର୍ବାପେକ୍ଷା ଅଧିକ ସମୟ…

3 years ago

ସନ୍ଧ୍ୟା ନ ହେଉ ସମୟସୀମା

ବଇଣ୍ଡା,୧୫ା୭(ଡି.ଏନ.ଏ.): ଗତ ଗାଇଡଲାଇନ୍‌ରେ ‘ଏ’ କାଟେଗୋରିକୁ ଉନ୍ନୀତ ହୋଇଥିଲା ଅନୁଗୋଳ ଜିଲା। ଫଳରେ କରୋନା କଟକଣା ଏଠାରେ ପୂର୍ବାପେକ୍ଷା ଅଧିକ କୋହଳ ହୋଇଥିଲା। ଜୀବିକାକୁ ପ୍ରାଧାନ୍ୟ ଦେବାକୁ ଯାଇ…

3 years ago

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଛେଣ୍ଡିପଦା,୧୪।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡ଼ା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାରୁ ଗାଁର ଜଣେ ଯୁବକଙ୍କୁ ଅନ୍ୟ ଜଣେ…

3 years ago

ଜମିକୁ ନିଅଣ୍ଟ ଜଳ

ବଇଣ୍ଡା, ୧୪।୭(ପରିକ୍ଷିତ ସାହୁ) - ଜ୍ୟେଷ୍ଠ ସରିଲା। ଆରମ୍ଭ ହେଲାଣି ଆଷାଢ଼। ବିହନ ବୁଣି ଆକାଶକୁ ଅନାଇଛି ଚାଷୀ। ହେଲେ ନା ହେଉଛି ବର୍ଷା, ନା ରୋଇବା…

3 years ago

ପୁରସ୍କାର ପରେ ଅପରିଷ୍କାର

ଅନୁଗୋଳ ଅଫିସ, ୧୪ା୭ - ୨୦୧୯ରେ କାୟାକଳ୍ପ ପୁରସ୍କାର ପାଇବା ପୂର୍ବରୁ ଚମକୁଥିଲା ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। ଏଠାକାର ପରିବେଶ କିପରି ପରିଦର୍ଶନକାରୀ ଟିମ୍‌ର ମନଛୁଇଁପାରିବ…

3 years ago

ବ୍ରାଣ୍ଡେଡ୍‌ ବିଶ୍ୱାସରେ ବିଷ

ଅନୁଗୋଳ ଅଫିସ, ୧୩ା୭ ବ୍ରାଣ୍ଡେଡ୍‌ ପୋଷାକକୁ ଏକ ଆଭିଜାତ୍ୟର ପରିଚୟ ଦିଆଗଲାଣି। ବ୍ୟକ୍ତିତ୍ୱ ଯେମିତି ହେଉ ନା କାହିଁକି, ଆଜିକାଲିର ଯୁବପିଢ଼ିଙ୍କ ଏହା ପ୍ରଥମ ପସନ୍ଦ ପାଲଟିଲାଣି।…

3 years ago